ଅନ୍ତର୍ଜାତୀୟ

ପୁଟିନଙ୍କୁ ଘାରିଛି କରୋନା ଭୟ ସହିତ ନିଜର ହତ୍ୟା ଚିନ୍ତା…

ମସ୍କୋ,୮।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏପରିସ୍ଥଳେ ୟରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ହତ୍ୟା ସହିତ କରୋନା ସଂକ୍ରମଣ ଭୟ ଘରିବା ଆରମ୍ଭ କରିଛି। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଗୁପ୍ତ ଟ୍ରେନ ଏବଂ ରାସ୍ତା…

ମହାକାଶରେ ପ୍ରଦୂଷଣ ଉପରେ ରଖାଯିବ ନଜର

ଓ୍ବାଶିଂଟନ,୮।୪: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଏମିତି ଏକ ଉପକରଣ ପ୍ରସ୍ତୁତ କରିଛି ଯାହା ବୈଜ୍ଞାନିକଙ୍କ ଦ୍ୱାରା ମହାକାଶରେ ବାୟୁର ଗୁଣବତ୍ତାର ନିରିକ୍ଷଣ କରିବାର ଉପାୟରେ ସୁଧାର ଆଣିବ। ଆମେରିକାର ମହାକାଶ ଏଜେନ୍ସି ଏଲନ ମସ୍କଙ୍କ ସହଯୋଗରେ ୭ ଏପ୍ରିଲକୁ…

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି, ଜୀବନ ବଞ୍ଚାଇବାକୁ ଆତ୍ମ ସମର୍ପଣ କରୁଛନ୍ତି ରୁଷିଆ ସେନା

କ୍ୱିଭ,୮।୪: ରୁଷିଆ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏବେ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ହେଲେ ଏବେ ପର୍ଯ୍ୟନ୍ତ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି। ଉଭୟ ଦେଶ ବିଜୟ ଧ୍ୱଜା ଉଡାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏହାରି ଭିତରେ ୟୁକ୍ରେନର…

ବ୍ରିଟେନ୍‌ ରୟାଲ ଟ୍ରେଜେରିରେ ଭାରତୀୟ ରତ୍ନ ଅଳଙ୍କାର

ଲଣ୍ଡନ: ବ୍ରିଟିଶ୍‌ ଶାସନ କାଳରେ ଭାରତରୁ ବହୁ ମୂଲ୍ୟବାନ୍‌ ରତ୍ନ ପଥର, ଗହଣା ଇଂରେଜମାନେ ଜୋର ଜବରଦସ୍ତି ଓ ରାଜନୈତିକ ଜାଲ ବିଛାଇ ହାତେଇ ନେଇଥିଲେ। ତେବେ ଭାରତର କେଉଁ କେଉଁ ମୂଲ୍ୟବାନ୍‌ ରତ୍ନପଥର ଏବେ ବ୍ରିଟିଶ୍‌ ରାଜପରିବାର ସିନ୍ଦୁକରେ ଶୋଭା…

ଆମେରିକା ୟୁନିଭର୍ସିଟିରେ ଶୁଭିଲା ଗୁଳି ଫୁଟିବାର ଶବ୍ଦ

ଓ୍ବାଶିଂଟନ,୮।୪: ଆମେରିକାର ଓକଲାହୋମ ୟୁନିଭର୍ସିଟିରେ ଜଣେ ସକ୍ରିୟ ଶୁଟରଙ୍କ ପକ୍ଷରୁ ଫାୟାରିଂ କରାଯାଇଛି। ୟୁନିଭର୍ସିଟି ପ୍ରଶାସନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। ଟୁଇଟରେ କୁହାଯାଇଛି କି ୟୁନିଭର୍ସିଟିର ନର୍ମନ କ୍ୟାମ୍ପସରେ ଗୁଳି ଫୁଟିବାର ଶବ୍ଦ ଶୁଭିଛି। ସାଉଥ ଓଭାଲ…

ରାଜନୀତି ଛାଡ଼ିଲେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ, ୮ା୪: ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ। ରାଜନୀତି ଆଗରେ ମୁଣ୍ଡ…

ମେକ୍ସିକୋ ଜଙ୍ଗଲରେ ପ୍ରସ୍ତୁତି

ମେକ୍ସିକୋ ସିଟି,୮ା୪: ମେକ୍ସିକୋର ୟୁକାଟନ୍‌ ଜଙ୍ଗଲରେ ରାତି ପାହିବା ପରେ ପ୍ରାଣୀ ଚିକିତ୍ସକ ଓମାର ଗ୍ରାସିଆ ଏକ ବାଦୁଡ଼ି ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଏଡ଼ାଇବା ପାଇଁ ଚାଲିଥିବା ଗବେଷଣାର ଏହା ହେଉଛି ଏକ ଅଂଶବିଶେଷ।…

ଉହାନ୍‌ ନମୁନାରେ ଥିଲା ପ୍ରାଣୀଙ୍କ ଡିଏନ୍‌ଏ

ବେଜିଂ,୮ା୪: ଚାଇନାର ଏକ ଗବେଷକ ଦଳ ୨୦୨୦ରେ ଉହାନ୍‌ ସି ଫୁଡ୍‌ ହୋଲ୍‌ସେଲ୍‌ ମାର୍କେଟରୁ ସଂଗୃହୀତ ନମୁନାଗୁଡ଼ିକର ବିଶ୍ଳେଷଣ କରି ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ସାମ୍ପୁଲଗୁଡ଼ିକ ହେଉଛି ସେହି ସମୟର…

୫୦ ଜଣଙ୍କୁ ଗୁଳିକରି ହତ୍ୟା

ଆବୁଜା,୭ା୪: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗାଁରେ କେତେକ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ବେନୁ ରାଜ୍ୟର ଉମୋଗିଡି ଗ୍ରାମରେ ଦୁର୍ବୃତ୍ତମାନେ ୪୭ ଜଣଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପ୍ରଶାସନ…

ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ ବିବାହ…

କାନାଡାରେ ସ୍ଥିତି ସଙ୍ଗିନ, ଘର ଭିତର ଅନ୍ଧାର ବାହାରେ ତୁଷାର ଝଡ଼

ଓଟାଓ୍ବା,୭।୪: କାନାଡାର କ୍ୟୁବେକ ଅଞ୍ଚଳରେ ଗୁରୁବାର ଆସିଥିବା ତୁଷାର ଝଡ଼ରେ ଅତିକମରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏପଟେ ତୁଷାର ଝଡ଼ ଯୋଗୁ ଲକ୍ଷ ଲକ୍ଷ ଘରର ବିଜୁଳି କଟିଯାଇଛି। ତୁଷାର ଝଡ଼ ଯୋଗୁ ରାଜ୍ୟରେ ବିଦ୍ୟୁତ ସେବା…

ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା

ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍‌-୬୦ ଜେଏରେ ଦୁଇଜଣ ପାଇଲଟ୍‌, ଦୁଇ ମେକାନିକ ଏବଂ ୬ ଜଣ କ୍ରୁ ସଦସ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri