ଗୋଷ୍ଠୀ ସଂଘର୍ଷ: ୩୦ ମୃତ, ଅନେକ ଆହତ
ଆବୁଜା,୧୭।୫: କେନ୍ଦ୍ରୀୟ ନାଇଜେରିଆରେ ମଙ୍ଗଳବାର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବାବେଳେ ଖ୍ରୀଷ୍ଟିଆନମାନେ ଦକ୍ଷିଣରେ ରୁହନ୍ତି। ବିଭାଜନକୁ…
ବାଇଡେନଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ, କେବଳ ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ
ଓ୍ବାଶିଂଟନ,୧୭।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ବାଇଡେନ ଏହି ସପ୍ତାହରେ ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି। ପୂର୍ବରୁ ଏକ ଖବର ଥିଲା…
ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…
ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ପାକିସ୍ତାନୀ ସେନା ଅଧିନିୟମ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ…
ମ୍ୟାନମାରରେ ବନ୍ଦର ନିର୍ମାଣ କରି ଚାଇନାକୁ ଚ୍ୟାଲେଞ୍ଜ ଦେଇଛି ଭାରତ…
ନାପିଦ୍ୱ,୧୬।୫ : ମ୍ୟାନମାରରେ ଚାଇନାର ବଢୁଥିବା ପ୍ରଭାବକୁ ଏବେ ଭାରତ ଏକ କଡ଼ା ଚ୍ୟାଲେଞ୍ଜ ଦେଇଛି। ଭାରତର ସହଯୋଗରେ ନିର୍ମିତ ଏକ ବନ୍ଦର ଏଠାରେ କାର୍ଯ୍ୟକ୍ଷମ ହୋଇଛି। ଏହି ବନ୍ଦର ମ୍ୟାନମାରର ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ବନ୍ଦର ମ୍ୟାନମାରର…
ଇମ୍ରାନ ଖାଁଙ୍କୁ ସର୍ବସାଧାରଣରେ ଫାଶୀ ଦେବା ଦରକାର: ବିରୋଧୀ ଦଳ ନେତା
ଇସଲାମାବାଦ,୧୬।୫: ପାକିସ୍ତାନ ବିଧାନସଭାରେ ବିରୋଧୀ ଦଳର ନେତା ରାଜା ରିଆଜ ଅହମ୍ମଦ ଖାନ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟଙ୍କ ଦ୍ୱାରା ଜାମିନ ପ୍ରଦାନ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହା ଉପରେ ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ…
ଏଲନ ମସ୍କଙ୍କ କ୍ଲାସ ନେଲେ ଓ୍ବିକିପିଡିଆ ସଂସ୍ଥାପକ
ଓ୍ବାଶିଂଟନ,୧୬।୫: ଉଇକିପିଡ଼ିଆର ସଂସ୍ଥାପକ ଜିମି ୱେଲ୍ସ ଟୁଇଟର ସିଇଓ ଏଲୋନ ମସ୍କଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ବାସ୍ତବରେ, ନିକଟରେ ତୁର୍କୀ ସରକାର ରାଷ୍ଟ୍ରପତି ରିସେପ ତାଇପ ଆର୍ଡୋନଙ୍କ ସମାଲୋଚକ ଟୁଇଟରରୁ ସେୟାର କରିଥିବା ବିଷୟବସ୍ତୁ ହଟାଇବାକୁ ଦାବି କରିଛନ୍ତି।…
ନ୍ୟୁ ମେକ୍ସିକୋରେ ଗୁଳିକାଣ୍ଡ, ୩ ମୃତ, ଆକ୍ରମଣକାରୀ ବି ନିହତ
ନ୍ୟୁ ମେକ୍ସିକୋ,୧୬।୫: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି। ନ୍ୟୁ ମେକ୍ସିକୋର ଫାର୍ମିଗଟନରେ ହୋଇଥିବା ଗୁଳିକାଣ୍ଡରେ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କେତେଜଣ ଆହତ ବି ହୋଇଛନ୍ତି। ସମାଚାର ଏଜେନ୍ସି ଏପି ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କହିଛି…
ମାର୍ଥା ଷ୍ଟିଓ୍ବାର୍ଟ ସବୁଠାରୁ ବୟସ୍କ ମଡେଲ, ସ୍ପୋର୍ଟସ ଇଲୁଷ୍ଟ୍ରେଟେଡର କଭର ପେଜରେ ଆସିଲେ ନଜର
ନ୍ୟୁୟର୍କ,୧୬।୫: ଆମେରିକାର ୮୧ ବର୍ଷୀୟା ମାର୍ଥା ଷ୍ଟିଓ୍ବର୍ଟ ସୋମାବାର ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ ସ୍ବିମସୁଟ ଇତିହାସରେ ସବୁଠାରୁ ବୟସ୍କ କଭର ମଡେଲ ପାଲଟି ଯାଇଛନ୍ତି। ମାର୍ଥା ଷ୍ଟିଓ୍ବାର୍ଟଙ୍କ ସମ୍ପର୍କରେ ଏକ ଅବିଶ୍ୱନୀୟ ଖବର ‘ଟୁଡେ’ ଶୋ’ରେ ସାମ୍ନାକୁ ଆସିଥିଲା, ଯେତେବେଳେ ୨୦୨୩ ସ୍ପୋର୍ଟସ…
ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ମୃତ
ଓ୍ବିଲିଂଟନ,୧୬।୫: ନ୍ୟୁଜିଲ୍ୟାଣ୍ଡର ଓ୍ବିଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ନିଆଁ ଲାଗି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା…
ପାକିସ୍ତାନ କୋଇଲା ଖଣିରେ ସଂଘର୍ଷ, ୧୬ ମୃତ
କେଶାଓ୍ବର,୧୬।୫: ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା କୋଇଲା ଖଣିର ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୋମବାର ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା…
ସମୁଦ୍ରତଳେ ୭୪ ଦିନ
ତାଲାହାସି, ୧୬ା୫: ଗ୍ରହ, ନକ୍ଷତ୍ର ଓ ତାରକାପୁଞ୍ଜ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଜ୍ୟୋତିର୍ବିଜ୍ଞାନିମାନଙ୍କୁ ଅନେକ ମାସ ମହାକାଶରେ ରହିବାକୁ ପଡ଼େ। ସେହିପରି ସମୁଦ୍ରର ଗଭୀର ଜଳରେ ବାସ କରୁଥିବା ପ୍ରାଣୀଙ୍କ ସମ୍ବନ୍ଧରେ ଜାଣିବାକୁ ହେଲେ ସମୁଦ୍ର ବୁଡ଼ାଳିମାନଙ୍କୁ ମଧ୍ୟ…
୧୭ ସହର ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଘୋଷିତ
ଢାକା/ୟାଙ୍ଗୋନ, ୧୬।୫ : ବାତ୍ୟା ମୋଚା ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍ମାରରେ ବହୁ କ୍ଷତି ଘଟିଛି। ବର୍ଷା ଓ ଭୀଷଣ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୫ ଝଡ଼ର ବଳ ରଖିଥିବା ମୋଚାରେ ୫ ଜଣଙ୍କ…
Archives


