ଅନ୍ତର୍ଜାତୀୟ

ଆମେରିକା କମ୍ପ୍ୟୁଟର ସିଷ୍ଟମକୁ ଟାର୍ଗେଟ କଲା ଚାଇନା…

ବେଜିଂ,୨୫।୫ : ଆମେରିକା ପାଇଁ, ରୁଷିଆ ପରେ ବର୍ତ୍ତମାନ ଚାଇନିଜ ହ୍ୟାକରମାନେ ଏକ ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେତେବେଳେ ଆମେରିକା ଚାଇନା ଗୁପ୍ତଚର ବେଲନକୁ ଗୁଳି କରି ସେମାନଙ୍କ ତଥ୍ୟ ଅନୁସନ୍ଧାନ ଆରମ୍ଭ…

ଡିଜିଟାଲ ବ୍ରିଜ ଟେକ୍ନୋଲୋଜି ଯୋଗୁ ୧୨ ବର୍ଷ ପରେ ଚାଲିଲେ ପକ୍ଷାଘାତ ବ୍ୟକ୍ତି…

ଆମଷ୍ଟେରଡାମ,୨୫।୫ : ଟେକ୍ନୋଲୋଜି ଯୋଗୁଁ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଏପରି ଏକ ଟେକ୍ନୋଲୋଜି ଆସିଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ନେଦରଲାଣ୍ଡର ଜଣେ ବ୍ୟକ୍ତି ଦୁର୍ଘଟଣା ଯୋଗୁ ପକ୍ଷାଘାତ ହୋଇ ଚାଲିବାକୁ ଅସମର୍ଥ ହୋଇଥିଲେ।…

ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଜରୁରୀ: ଜାତିସଂଘରେ ଭାରତର ଆହ୍ବାନ…

ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା ଦ୍ରୁତ ମାନବିକ ଖାଦ୍ୟ ସହାୟତା ପାଇଁ ଯୋଜନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ…

ରାଷ୍ଟ୍ରପତି ଦୌଡ଼ରେ ଫ୍ଲୋରିଡା ଗଭର୍ନର ସାମିଲ: ଟ୍ରମ୍ପଙ୍କ ପାଇଁ ସୃଷ୍ଟି ହୋଇପାରେ ଆହ୍ବାନ…

ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଭର୍ନର ରୋନ ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ…

ଗଣତାନ୍ତ୍ରିକ ନିର୍ବାଚନ ନେଇ ଆମେରିକାର କଡ଼ା ଆଭିମୁଖ୍ୟ…

ଓ୍ବାଶିଂଟନ,୨୫।୫ : ଆସନ୍ତା ବର୍ଷ ଦକ୍ଷିଣ ଏସୀୟ ଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ ଆମେରିକା କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବାଂଲାଦେଶ ପାଇଁ ଏକ ନୂତନ ଭିଜା ନୀତି ଘୋଷଣା କରିଛି ଯେଉଁମାନଙ୍କୁ…

ଆମେରିକାରେ ଦୀପାବଳି ଛୁଟି !…

ଓ୍ବାଶିଂଟନ,୨୫।୫ : ଆମେରିକାରେ ମୂଳ ଭାରତୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଦୀପାବଳିକୁ ସରକାରୀ ଛୁଟିଦିନ ଘୋଷଣା କରିବାକୁ ଯୋଜନା ଚାଲିଛି। ଏହି ପଦକ୍ଷେପ ନ୍ୟୁୟର୍କରେ ଘଟିଛି, ଯେଉଁଠାରେ ନ୍ୟୁୟର୍କ ବିଧାନସଭାରେ ଏକ…

ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି ସବୁଠୁ ଦୁର୍ଦ୍ଦଶାପୂର୍ଣ୍ଣ ରାଷ୍ଟ୍ର। ୧୫୭ଟି ଦେଶ ସମ୍ପର୍କରେ ବିଶ୍ଳେଷଣ କରାଯାଇ ଏହି ମିଜରି ଇଣ୍ଡେକ୍ସ…

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ ପାକିସ୍ତାନରୁ ହିନ୍ଦୁ ପ୍ରବାସୀମାନେ ବର୍ତ୍ତମାନ ୪୦ ବିଘା ଜମି ପାଇବେ। ଜିଲା ପ୍ରଶାସନ ଏହି…

୧୮ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ କାବୁଲ ଫେରିଲା

କାବୁଲ,୨୪ା୫: ବୁଲଗେରିଆରେ ମୃତ୍ୟୁବରଣ କରିଥିବା ୧୮ ଜଣ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ପଠାଯାଇଛି। ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବୁଲଗେରିଆରେ ଏକ ପରିତ୍ୟକ୍ତ ଟ୍ରକ୍‌ରେ ବେଆଇନ ଭାବେ ମାନବ ଚାଲାଣ…

ଚାଇନା ମତ୍ସ୍ୟଜୀବୀ ବୋଟ୍‌ ବୁଡ଼ିବା ଘଟଣା: ୧୪ ମୃତଦେହ ଉଦ୍ଧାର

କଲମ୍ବୋ,୨୪ା୫: ଶ୍ରୀଲଙ୍କାର ନୌସେନା ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ(ଏସ୍‌ଏଆର୍‌) ସର୍ଚ୍ଚ ଅଭିଯାନ ଆରମ୍ଭ କରିବା ପରେ ବୁଡ଼ିଯାଇଥିବା ଚାଇନା ବୋଟ୍‌ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧକାରୀ କହିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି, ଏହାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ…

ଅସୁବିଧାରେ ପଡ଼ିପାରନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୪ା୫: ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଜଣେ ପର୍ନଷ୍ଟାରଙ୍କୁ ନୀରବ ରହିବା ପାଇଁ ଅର୍ଥ ଦେବା ଅପରାଧିକ ମାମଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସନ୍ତା ବର୍ଷ ମାର୍ଚ୍ଚ ୨୫ରେ ଟ୍ରାଏଲ କୋର୍ଟ ଆରମ୍ଭ ହେବ। ମ୍ୟାନହଟନ କୋର୍ଟର…

ପର୍ନ ଷ୍ଟାର ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ହେବ ପରବର୍ତ୍ତି ଶୁଣାଣି

ଓ୍ବାଶିଂଟନ,୨୪।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ବଦଳରେ ଅର୍ଥ ଦେବା ଆପରାଧିକ ମାମଲାରେ ଟ୍ରାଏଲ କୋର୍ଟ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ଶୁଣାଣି କରିବେ। ମ୍ୟାନହଟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri