ଅନ୍ତର୍ଜାତୀୟ

ଆମେରିକାରେ ଭାରତୀୟ ବଂଶୋଭବ କରିଛନ୍ତି ୮୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଘୋଟାଲା, ୭ ହଜାର ଲୋକ ଦେଇଛନ୍ତି ଠକେଇ ମାମଲା

ଓ୍ବାଶିଂଟନ,୧ା୯: ଆମେରିକାର ନ୍ୟୁ ଜର୍ସିରେ ଜଣେ ଭାରତୀୟ ବଂଶୋଭବଙ୍କୁ ୭ ହଜାରରୁ ଅଧିକ ଲୋକଙ୍କୁ ଠକିବା ସହ ପ୍ରାୟ ୧୩ ମିଲିୟନ ଆମେରିକୀୟ ଡଲାର ଠକେଇ କରିଥିବା ବୈଷୟିକ ସହାୟତା କମ୍ପାନୀର ସ୍କାମରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇଛି। ଏନେଇ ଜଣେ…

ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ

ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହା ପରେ…

ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ପାଇଁ ନିର୍ବାଚନ ଆରମ୍ଭ, ରେସରେ ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର,୧।୯: ସିଙ୍ଗାପୁରବାସୀ ଗୋଟିଏ ଦଶକରୁ ଅଧିକ ସମୟ ପରେ ଦେଶର ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଦେଉଛନ୍ତି। କୁହାଯାଉଛି ଯେ ଏହି ନିର୍ବାଚନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ରହିଛି, ଯେଉଁଥିରେ ସିଙ୍ଗାପୁରରେ ଜନ୍ମିତ ପୂର୍ବତନ ଭାରତୀୟ ମନ୍ତ୍ରୀ ଥର୍ମନ…

ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪.୯୧ ଟଙ୍କା ଏବଂ ହାଇ ସ୍ପିଡ୍‌ ଡିଜେଲ (HSD) ଲିଟର ପିଛା ୧୮.୪୪…

ଜି -୨୦ ସମ୍ମିଳନୀରେ ଜିନପିଙ୍ଗ ସାମିଲ ହେବା ନେଇ ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ୍‌,୧।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜି -୨୦ ବୈଠକରେ ଜିନପିଙ୍ଗଙ୍କ ସାମିଲ ସମ୍ପର୍କରେ ଚାଇନା…

କୃଷ୍ଣସାଗର ଚୁକ୍ତିରେ ରୁଷିଆ ପୁଣିଥରେ ସାମିଲ ହେବା ଉଚିତ୍‌, ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁଏନ୍‌ ମହାସଚିବ

ମସ୍କୋ,୧।୯: ଗତ ଦେଢ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ରୁଷିଆ କହିଥିଲା ଯେ, ସେ କୃଷ୍ଣସାଗରରେ ନିଜର ବନ୍ଦରଗୁଡିକ ମାଧ୍ୟମରେ ୟୁକ୍ରେନ ଶସ୍ୟକୁ ସୁରକ୍ଷିତ ଭାବେ ନେବାକୁ ଅନୁମତି ଦେବ ନାହିଁ।…

ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ

କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କଙ୍ଗୋ ସେନା ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ପ୍ରଥମେ ୭ଜଣଙ୍କ…

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ୩ ଦେଶ

ବେଜିଂ,୧।୯: ଚାଇନା ନୂତନ ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରି ତାଗିଦ କରିସାରିଛି। ଏଥି ସହିତ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ସରକାର ମଧ୍ୟ ଚାଇନାର ନୂତନ ମାନଚିତ୍ରକୁ ବିରୋଧ କରିଛନ୍ତି। ଭାରତ ପରେ ଚାଇନା ନୂତନ ମାନଚିତ୍ରକୁ ଗ୍ରହଣ ପାଇଁ…

ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: ୯ ମୃତ

ଇସଲାମାବାଦ୍‌,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ମୋଟରସାଇକେଲ ଯୋଗେ ଆତ୍ମଘାତୀ ବିସ୍ଫୋରଣକାରୀ…

ଜୋହାନ୍ସବର୍ଗରେ ଅଗ୍ନିକାଣ୍ଡ: ୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଜୋହାନ୍ସବର୍ଗ,୩୧ା୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ଏକ ପାଞ୍ଚ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ଘଟିଛି। ୫୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ରହିଥିବା ଜଣାପଡିଛି। ଅନ୍ୟପକ୍ଷେ ବିଲ୍ଡିଂରୁ ମୃତଦେହ ବାହାରୁଥିବାରୁ…

ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା

ନ୍ୟୁୟର୍କ,୩୧।୮: ଆମେରିକାର ଜର୍ଜିଆ ରାଜ୍ୟ ଆନୁଷ୍ଠାନିକ ଭାବେ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛି। ରାଜ୍ୟରେ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟର ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଜର୍ଜିଆର ହିନ୍ଦୁ ସଂଗଠନଗୁଡ଼ିକ ଦୀର୍ଘ ସମୟ ଧରି ଏହା ଦାବି…

ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ

ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ ସରକାର ସମୟ ପୂର୍ବରୁ ଭାଙ୍ଗିଗଲା, ଏହି କାରଣରୁ ୯୦ଦିନ ମଧ୍ୟରେ ନିର୍ବାଚନ କରିବା ବାଧ୍ୟତାମୂଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?