ସୋମାଲିଆ ହୋଟେଲରେ ଆତଙ୍କବାଦୀ ଆକ୍ରମଣ, ୯ ମୃତ, ୨୦ ଆହତ…
ମୋଗାଦିଶୁ,୧୦।୬ : ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ଏହି…
ବ୍ରିକ୍ସ ଶିଖର ସମ୍ମିଳନୀରେ ନିଜ ସୁରକ୍ଷା ସେବା ଉପଲବ୍ଧ କରାଇବାକୁ ଚାହୁଁଛି ଚାଇନା…
ବେଜିଂ,୧୦।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏହା କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯୁଦ୍ଧକୁ ରୋକିବା ପାଇଁ ସମସ୍ତ ଶକ୍ତିଶାଳୀ ଦେଶ ମଧ୍ୟ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…
କାନାଡ଼ାରୁ ବିତାଡିତ ହେବନି ଭାରତୀୟ ଛାତ୍ରୀଛାତ୍ର, ନିଷ୍ପତ୍ତିରୁ ଓହରିଲେ ସରକାର…
ଅଟଓ୍ବା,୧୦।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଥିଲା। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ତେବେ କାନାଡ଼ା ସରକାର ଏହା ଉପରେ ଏବେ ରୋକ…
ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଆମେରିକାର ନ୍ୟୁକ୍ଲିୟର ସିକ୍ରେଟ୍ସ ଫାଇଲକୁ ଘରକୁ ନେଇ ଯାଇଥିଲେ ଟ୍ରମ୍ଫ
ଓ୍ବାଶିଂଟନ,୧୦।୬: ଆମେରିକାରେ ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ହାରିଯିବା ପରେ ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସ ଛାଡିବା ପରେ ମଧ୍ୟ ଫ୍ଲୋରିଡାସ୍ଥିତ ତାଙ୍କ ଘରେ କ୍ଲାସିଫାଏଡ ଡକ୍ୟୁମେଣ୍ଟସ ଏବଂ ସରକାରୀ ରେକର୍ଡ ରଖିଥିବା ଅଭିଯୋଗ ହୋଇଛି। ଆମେରିକାର ପରମାଣୁ ରହସ୍ୟ ଏବଂ ସାମରିକ…
୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ଉଦ୍ଧାର ହେଲେ ୪ ପିଲା, ବିମାନ ଦୁର୍ଘଟଣାରେ ଥିଲେ ନିଖୋଜ
ବଗୋଟା,୧୦।୬: ମେ’୨ରେ ଆମାଜନ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ୪ ଜଣ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେବେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଥିବା ପିଲାମାନଙ୍କର ବୟସ ଯଥାକ୍ରମେ ୧୩,…
ସଂସଦ ସଦସ୍ୟତାରୁ ଇସ୍ତଫା ଦେଲେ ବୋରିଶ ଜନସନ
ଲଣ୍ଡନ,୧୦।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପାର୍ଟିଗେଟ ମାମଲାକୁ ନେଇ ସଂସଦୀୟ ସମିତିର ଯାଞ୍ଚ ରିପୋର୍ଟ ଆସିବା ପରେ ସଂସଦର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି। ସଂସଦୀୟ ସମିତି ତା’ର ଯାଞ୍ଚରେ…
ପାକିସ୍ତାନ ଆଣିଲା ୧.୮ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ
ଇସ୍ଲାମାବାଦ, ୧୦ା୬: ଗୁରୁତର ଆର୍ଥତ୍କ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ଲାଗି ୧.୮ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଛି। ଏହା ପୂର୍ବବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ। ପାକିସ୍ତାନ ସରକାର ଶୁକ୍ରବାର…
ଜେଲ ଗଲେ ଇମ୍ରାନଙ୍କ ୧୩ ମହିଳା ସମର୍ଥକ
ଇସଲାମାବାଦ,୯।୬: ପାକିସ୍ତାନର ଏକ ଆତଙ୍କବାଦ ନିରୋଧ ଅଦାଲତ ଜିନ୍ନା ହାଉସ ଉପରେ ଆକ୍ରମଣ ସହ ଜଡିତ ମାମଲାରେ ଫ୍ୟାଶନ ଡିଜାଇନର ଖଦିଜା ଶାହାଙ୍କ ସମେତ୧୩ ପିଟିଆଇ ସମର୍ଥକ ମହିଳାଙ୍କୁ ପୋଲିସ ହେପାଜତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ…
ମରୁଭୂମିରେ ୧୧କିଲୋମିଟର ଗଭିର ଗାତ ଖୋଳୁଛି ଚାଇନା, ଗଭିରତା ମାଉଣ୍ଟ ଏଭରେଷ୍ଟର ଉଚ୍ଚତାଠାରୁ ଅଧିକ
ବେଜିଂ,୯।୬: ଚାଇନା ଏହାର ଏକ ମହତ୍ୱାକାଂକ୍ଷି ପରିଯୋଜନା ଉପରେ କାର୍ଯ୍ୟ କରୁଛି। ସେ ଗତ ସପ୍ତାହରୁ ନିଜର ଉତ୍ତର-ପଶ୍ଚିମ ରାଜ୍ୟ ସିଙ୍କୟାଙ୍ଗର ଟକଲାମକାନ ମରୁଭୂମିରେ ୧୧ କିଲୋମିଟରରୁ ଅଧିକ ଗଭୀରରେ ଏକ ଗାତ ଖୋଳୁଛନ୍ତି। ପ୍ରଶ୍ନ ହେଉଛି, ଚାଇନା ଏଭରେଷ୍ଟ ପର୍ବତର…
ମହାକାଶ ଯାତ୍ରା ଦ୍ୱାରା ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ, ବଢୁଛି କ୍ୟାନସର ହେବାର ଆଶଙ୍କା
ଓ୍ବାଶିଂଟନ,୯।୬: ମହାକାଶକୁ ଯାତ୍ରା କରିବା ମାନବ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଥିରେ ମାଇକ୍ରୋଗ୍ରାଭିଟିର ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଆମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ସବୁଠୁ ବଡ ଚିନ୍ତା ମୁଣ୍ଡକୁ ନେଇ…
ଆଉ ଏକ ମାମଲାରେ ଫସିଲେ ଡୋନାଲ୍ଡ ଟ୍ରମ୍ଫ
ଓ୍ବାଶିଂଟନ,୯।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଗୋପନୀୟ ଡକ୍ୟୁମେଣ୍ଟ ସହ ଜଡିତ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇପାରେ। ଟ୍ରମ୍ଫ ତାଙ୍କ ଅଧ୍ୟକ୍ଷତାରେ ତାଙ୍କ ସହିତ ଶହ…
ବାପା ରାଷ୍ଟ୍ରପତି, ପୁଅ ନିଶାଡ଼ି
ଓ୍ବାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନଙ୍କ ଲାପଟପରୁ ପ୍ରାୟ ୯୦୦୦ ଫଟୋ ଲିକ୍ ହୋଇଛି। ଏଥିରେ ହଣ୍ଟର୍ ବିଡେନ ଡ୍ରଗ୍ସ ନେଉଥିବା, ଗଣିକାମାନଙ୍କ ସହିତ ନଗ୍ନ ଏବଂ ପରିବାର ସହିତ ମଜା କରିବାର ଫଟୋ ମଧ୍ୟ ରହିଛି।…
Archives


