ଅନ୍ତର୍ଜାତୀୟ

ସିକିମରେ ବନ୍ୟା: ୩,୦୦୦ ପର୍ଯ୍ୟଟକ ଫସିଛନ୍ତି

ଗାଙ୍ଗଟକ୍‌, ୧୬ା୬: ପ୍ରବଳ ବର୍ଷା ଯୋଗୁ ଉତ୍ତର ସିକିମ୍‌ରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ପେଗୋଙ୍ଗ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ୧୦ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ୩,୦୦୦ ପର୍ଯ୍ୟଟକ ରାଜପଥର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଲଗାଣ…

ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୬: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସୁରକ୍ଷା ବଳ ସହ ଗୁଳି ବିନିମୟ ବେଳେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁମାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବାର ନିର୍ଦ୍ଦିଷ୍ଟ ସୂଚନା ପାଇ ଶୁକ୍ରବାର ଭୋର ସମୟରେ…

ପେଣ୍ଟାଗନ୍‌ର ଗୁପ୍ତ ଦସ୍ତାବିଜ ପ୍ରଘଟକାରୀ ୨୧ ବର୍ଷୀୟ

ନିଜ ସାମରିକ କ୍ୟାରିୟରର ମାତ୍ର ୩ ବର୍ଷ ମଧ୍ୟରେ ଜାକ୍‌ ଡୋଗଲାସ୍‌ ଟେକ୍ସେରା ଆମେରିକାର ସବୁଠୁ ସମ୍ବେଦନଶୀଳ ଗୋଇନ୍ଦା ଅପରେଶନ ତଥ୍ୟ ହାସଲ ପରେ ପ୍ରଘଟ କରିଛନ୍ତି। ଏଣିକି ଦେଶର କେଉଁମାନେ ଏଭଳି ଗୋପନୀୟ ତଥ୍ୟ ପାଇପାରିବେ ସେନେଇ ପେଣ୍ଟାଗନ୍‌ ସମୀକ୍ଷା…

ଆମେରିକାର ପ୍ରଥମ ମହିଳା ମୁସଲିମ ଫେଡେରାଲ ବିଚାରପତି ହେଲେ ନୁସରତ ଜାହାନ ଚୌଧୁରୀ

ଓ୍ବାଶିଂଟନ୍‌,୧୬।୬: ଆମେରିକାର ସିନେଟ ଫେଡେରାଲ ବିଚାରପତି ଭାବରେ ପ୍ରଥମ ମୁସଲମାନ ମହିଳା ନୁସରତ ଜାହାନ ଚୌଧୁରୀଙ୍କ ନାମାଙ୍କନକୁ ଅନୁମୋଦନ କରାଯାଇଛି। ୪୬ ବର୍ଷିୟ ନୁସରତ ନ୍ୟୁୟର୍କର ପୂର୍ବ ଜିଲ୍ଲାରେ ୟୁଏଫ୍‌ଏସ୍‌ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ। ସେ ଆମେରିକାର ପ୍ରଥମ…

ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଇମ୍ରାନ ଖାନ୍‌, କହିଲେ ମୋ ମୁଖ୍ୟ ସଚିବ ନିଖୋଜ ଅଛନ୍ତି…

ଇସଲାମବାଦ,୧୬।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଖ୍ୟ ସଚିବ ଆଜାମ ଖାନ ଗୁରୁବାର ସାରୁ ନିଖୋଜ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ ଟୁଇଟ…

ଶାରିରୀକ ସମ୍ପର୍କ ରଖିବା ପାଇଁ ବଢିଲା ବୟସ ସୀମା

ଟୋକିଓ,୧୬।୬: ଜାପାନର ଯୌନ ଅପରାଧ ଆଇନ୍‌ରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ବିନା ଅନୁମତିରେ ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି ଧରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜବରଦସ୍ତି କରିବାକୁ ବଳାତ୍କାର ଭାବରେ ଦେଖାଯାଉଥିଲା। ଏହାଯୋଗୁ ବହୁ ବଳତ୍କାରୀ…

କ୍ୟୁବା ରାଷ୍ଟ୍ରପତିଙ୍କୁ ଭେଟିଲେ ଇବ୍ରାହିମ ରଇସି; କହିଲେ ‘ଦୁଇ ଦେଶ ଏକାଠି ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ସମ୍ମୁଖୀନ କରିବୁ’

ହବାନା,୧୬।୬: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କୁ ସାକ୍ଷାତ କରିଛନ୍ତି। କ୍ୟୁବାର ରାଜଧାନୀ ହବାନାରେ ସେମାନେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତକାରେ ଉଭୟ ନେତା ଆମେରିକା ଉପରେ ବର୍ଷିଛନ୍ତି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ କହିଛନ୍ତି, ଉଭୟ ଦେଶ ଦୃଢ…

ଟେକ୍ସାସରେ ଘୂର୍ଣ୍ଣିଝଡ଼: ଅନ୍ଧାରରେ ୫୦ ହଜାର ଘର, ୩ ମୃତ ଅନେକେ ଆହତ

ଟେକ୍ସାସ,୧୬।୬: ଆମେରିକା ପେରିଟନର ଟେକ୍ସାସ ପ୍ୟାନହ୍ୟାଣ୍ଡେଲ ସହରରେ ଗୁରୁବାର ଆସିଥିବା ଘୂର୍ଣ୍ଣିଝଡ଼ରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅମରିଲୋର ଜାତୀୟ ପାଣିପାଗ ସେବା ଗୁରୁବାର ଦିନ ଏହି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବା ସୂଚନା…

ଭୂକମ୍ପରେ ଥରିଲା ଆସାମ

ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା ଶୁକ୍ରବାର…

ପାକିସ୍ତାନ ଉପକୂଳରେ ମାଡ ହୋଇ ଦୁର୍ବଳ ହେଲା ‘ବିପର୍ଯ୍ୟୟ’, ଲୋକେ କହିଲେ ଦରଘାର ଚମତ୍କାର

ଇସଲାମାବାଦ,୧୬।୬: ଗୁଜରାଟରେ ଖୁବ କ୍ଷୟକ୍ଷତି କରିବା ପରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ପହଞ୍ଚିଥିବା ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଉପକୂଳକୁ ଧକ୍କା ଦେବା ପରେ ଦୁର୍ବଳ ହୋଇଯାଇଛି। ଫଳରେ ସାଇକ୍ଲୋନିକ ଷ୍ଟର୍ମ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତିରୁ ପାକିସ୍ତାନ ରକ୍ଷା ପାଇଯାଇଛି। ‘ବିପର୍ଯ୍ୟୟ’ର…

ପାକିସ୍ତାନ ସାମ୍ବାଦିକଙ୍କୁ ଗିରଫ ପରେ ଆମେରିକାର ବୟାନ, ଗଣମାଧ୍ୟମ ସବୁବେଳେ ସ୍ବାଧୀନ ରହିବା ଉଚିତ୍‌

ଓ୍ବାଶିଂଟନ୍‌,୧୬।୬: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫରେ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ହିଂସାକାଣ୍ଡ କରିବା ସହ ସର୍ବସାଧାରଣଙ୍କ ସମ୍ପତ୍ତିକୁ ପୋଡିବା ସହ ଲୁଟ୍‌ କରିଥିଲେ। ଖାସ୍‌ କରି ମେ ୯ତାରିଖକୁ ଦେଶରେ ‘କଳାଦିନ’ ବୋଲି ଘୋଷଣା କରାଯାଇଥିଲା।…

୨ ନୋଭାଲ ଓରାଲ ପୋଲିଓ ଟିକାକୁ ଖୁବ୍‌ଶୀଘ୍ର ମିଳିପାରେ ଡବ୍ଲ୍ୟୁଏଚ୍‌ଓର ଅନୁମତି

ଓ୍ବାଶିଂଟନ୍‌,୧୬।୬: କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ସାନ ଫ୍ରାନ୍ସିସ୍କୋ(ଯୁସିଏସ୍‌ଏଫ୍‌) ଏବଂ ବ୍ରିଟେନର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ବାୟୋଲୋଜିକାଲ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ (ଏନ୍‌ଆଇବିଏସ୍‌ସି)ର ବୈଜ୍ଞାନିକମାନେ ୨ଟି ନୋଭାଲ ଓରାଲ ପୋଲିଓ ଭାକ୍ସିନ ବିକାଶିତ କରିଛନ୍ତି। ଏହି ଟିକା ଭୂତାଣୁ ସଂକ୍ରମିତ ରୋଗର ମୂଳପୋଛ କରିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri