ଅନ୍ତର୍ଜାତୀୟ

ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…

ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା ଭାରତରେ ଏକ ବିଶ୍ୱ ସ୍ତରୀୟ ଏରୋସ୍ପେସ ଇକୋସିଷ୍ଟମ ସୃଷ୍ଟି କରିବ, ଯାହା ଭବିଷ୍ୟତରେ ଦେଶର…

ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ: କଙ୍ଗୋରେ ୧୭ ମୃତ…

କିନଶାସା,୧୮।୯ : ଉତ୍ତର-ପଶ୍ଚିମ କଙ୍ଗୋରେ ପ୍ରବଳ ବାଦଲ ପଟା ବର୍ଷା ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ କହିଛନ୍ତି ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଅନେକ ଘର ଭୁଶୁଡି ପଡିଛି ଏବଂ କିଛି ଲୋକ ଆବର୍ଜନା ତଳେ ଦବି ରହିଥିବାର…

ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୦ ମୃତ…

ଜୋହାନ୍ସବର୍ଗ,୧୮।୯ : ଦକ୍ଷିଣ ଆଫ୍ରିକାରେ ଏକ ବଡ଼ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତ ବ୍ୟକ୍ତି ହେଉଛନ୍ତି ଖଣି କମ୍ପାନୀ ଡି ର୍ବିସର କର୍ମଚାରୀ। ବୈଦେଶିକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଉତ୍ତର ପ୍ରଦେଶର ଲିମ୍ପୋପୋର…

ଚାଇନାରେ ବ୍ଲୁ ଆଲର୍ଟ

ବେଜିଂ,୧୭।୯: ରବିବାର ଦେଶର ଅଧିକାଂଶ ଅଞ୍ଚଳରେ ଖରାପ ପାଗ ପାଇଁ ଚାଇନାର ପାଣିପାଗ ବିଭାଗ କର୍ତ୍ତୃପକ୍ଷ ଏକ ବ୍ଲୁ ଆଲର୍ଟ ସୂଚନା ଜାରି କରିଛନ୍ତି। ସିନ୍ଧୁ ନ୍ୟୁଜ ଏଜେନ୍ସି ଜାତୀୟ ପାଣିପାଗ କେନ୍ଦ୍ରର ଉଦ୍ଦେଶ୍ୟରେ କହିଛି ଯେ ରବିବାର ଅପରାହ୍ନ ୨ଟାରୁ…

ପାକିସ୍ତାନର ୨୯ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କାଜି ଫୈଜ ଇସା

ଇସଲାମାବାଦ,୧୭।୯: ଜଷ୍ଟିସ କାଜି ଫୈଜ ଇସା ରବିବାର ପାକିସ୍ତାନର ୨୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୩ ମାସ ହେବ, ଯାହା ଅକ୍ଟୋବର ୨୫, ୨୦୨୪ ରେ ଶେଷ…

କିମ୍‌ଙ୍କ ରୁଷିଆ ଗସ୍ତ ଶେଷ

ମସ୍କୋ,୧୭ା୯: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ ରବିବାର ରୁଷିଆ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିମ୍‌ ତାଙ୍କ ସଶସ୍ତ୍ର ଟ୍ରେନରେ ଫେରିଯାଇଛନ୍ତି। କିମ୍‌ ରୁଷିଆର ଛାଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆର୍ଟୋମ-ପ୍ରାଇମୋରସ୍କି-୧ ଷ୍ଟେଶନରେ ଏକ…

ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ

ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଆସନ୍ତା…

ଲିବ୍ୟା ବନ୍ୟାପ୍ରପୀଡ଼ିତଙ୍କ ନିକଟରେ ପହଞ୍ଚିଲା ୨୦ ଟନ୍‌ ସହାୟତା ସାମଗ୍ରୀ

ଡେର୍ନା,୧୭ା୯: ଲିବ୍ୟାରେ ବନ୍ୟା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକଙ୍କ ମୃତଦେହ ମିଳିଛି। ଅନେକ ଲୋକ ନିଖୋଜ ବି ଅଛନ୍ତି। ଏହି ସମୟରେ, ଅନ୍ତର୍ଜାତୀୟ ସହାୟତା ସାମଗ୍ରୀ ଲିବ୍ୟାରେ ପହଞ୍ଚିବା ଆରମ୍ଭ କରିଛି। ରବିବାର ଡେର୍ନା ସହରରେ…

ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍‌ଲର ସହ-ପ୍ରତିଷ୍ଠାତା

ନ୍ୟୁୟର୍କ,୧୭ା୯: ଗୁଗ୍‌ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍‌ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍‌ଲ ସିଇଓ ଏଲନ ମସ୍କଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ…

ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…

ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ…

ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…

ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କିମ୍‌ଙ୍କ ଆଲୋଚନା

ସିଓଲ,୧୭ା୯: ରୁଷିଆ ଏବଂ ଉତ୍ତର କୋରିଆର ସୈନ୍ୟବାହିନୀ ମଧ୍ୟରେ ରଣନୀତି ଏବଂ କୌଶଳ ସମନ୍ବୟକୁ ମଜବୁତ କରିବା ପାଇଁ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?