ସୁଡାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ରକେଟ୍ ବର୍ଷାରେ ୧୬ମୃତ
ଖାର୍ତୁମ,୨୩।୭: ସୁଡାନର ଦାରଫୁରରେ ଶନିବାର-ରବିବାର ମଧ୍ୟରାତ୍ରିରେ ସେନା ଏବଂ ପାରାମିଲିଟାରୀ ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ସଂଘର୍ଷରେ ଉଭୟ ପକ୍ଷରୁ ଅସ୍ତ୍ର ବ୍ୟବହାର କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା କି, ଉଭୟ ପକ୍ଷରୁ ରକେଟ ବର୍ଷା…
ରାଣୀ ହେବାକୁ ଚାହୁଁ ନ ଥିଲେ କାମିଲା
ଲଣ୍ଡନ,୨୩ା୭: ଗତ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍ଙ୍କ ଦେହାନ୍ତ ହେବା ପରେ ବ୍ରିଟିଶ ଜନସାଧାରଣ ଘୃଣା କରିବେ ବୋଲି ରାଜା ଚାଲର୍ସଙ୍କ ରାଣୀ କାମିଲା ଚିନ୍ତିତ ଥିଲେ। ସାରା ପାର୍କର-ବୋଲ୍ସ, ପୂର୍ବତନ ସ୍ବାମୀ ଆଣ୍ଡ୍ରିୟୁ ପାର୍କର-ବୋଲ୍ସଙ୍କ ସହ କାମିଲାଙ୍କ ପୁଅ ଟମ୍ଙ୍କୁ ବିବାହ…
ବାର୍ରେ ନିଆଁ ଲାଗିବାରୁ ଜିଅନ୍ତା ଜଳିଗଲେ ୧୧ଜଣ
ଓ୍ବାଶିଂଟନ୍,୨୩।୭: ମେକ୍ସିକୋର ଏକ ବାର୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାର୍ରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ସହ ଅସଦାଚରଣ କରୁଥିଲେ। କର୍ମଚାରୀମାନେ ତାଙ୍କୁ ଏଥିପାଇଁ ବାର୍ରୁ ତଡି ଦେଇଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ରାଗି ଯାଇ ବାର୍ରେ…
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା
ଇସଲାମାବାଦ,୨୩।୭: ପାକିସ୍ତାନରେ ଲଗାଣ ବର୍ଷା ଫଳରେ ଅଧିକାଂଶ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପଞ୍ଜାବ ଓ ଖେବର ପଖତୁନଖ୍ବାରେ ସ୍ଥିତି ସବୁଠାରୁ ଖରାପ ରହିଛି। ଇସଲାମାବାଦରେ ମୂଷଳଧାରାରେ ମୌସୁମୀ ବର୍ଷା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଡନର ରିପୋର୍ଟ…
ପିଟିଆଇ ଅଧ୍ୟକ୍ଷଙ୍କ ପୁଅ ମୁନିସ ଇଲାହିଙ୍କୁ ପଳାତକ ଘୋଷଣା କଲେ ଲାହୋର କୋର୍ଟ
ଲାହୋର,୨୩।୭: ଲାହୋରର ଏକ କୋର୍ଟ ଶନିବାର ପାକିସ୍ତାନର ପୂର୍ବତନ ସଂଘିୟ ମନ୍ତ୍ରୀ ଓ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ନେତା ମୁନିସ ଇଲାହିଙ୍କୁ ମନି ଲଣ୍ଡରିଂ ମାମଲାରେ ପଳାତକ ଘୋଷଣା କରିଛନ୍ତି। ଗତବର୍ଷ ସଂଘିୟ ଯାଞ୍ଚ ଏଜେନ୍ସି (ଏଫ୍ରାଇଏ)୭୨୦ ମିଲିୟନ ଟଙ୍କା ଘୋଟାଲା ମାମଲାରେ ସଂପୃକ୍ତ…
ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…
ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ…
ଗୃହଯୁଦ୍ଧରୁ ଯୋଗ ଶିକ୍ଷା ମୁହାଁ ସିରିଆ…
ଦାମାସକସ,୨୩।୭ : ଗତ ୧୨ ବର୍ଷ ଧରି ଗୃହଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ। ଯୁଦ୍ଧ ଏଠାକାର ଲୋକଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି। ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଏବଂ ଶାରୀରିକ ସମସ୍ୟା ବ୍ୟତୀତ, ସେମାନେ ସମ୍ମୁଖୀନ ହେଉଥିବା ମାନସିକ ସମସ୍ୟାକୁ କଳ୍ପନା…
କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…
ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି। ଯଦିଓ…
ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତଠାରୁ ଅଧିକ ସୁରକ୍ଷିତ…
ଓ୍ବାଶିଂଟନ,୨୩।୭ : ଆମେରିକାର ସଂଗଠନ ନ୍ୟୁକ୍ଲିୟର ଥ୍ରେଟ ଇନିସିଏଟିଭ ଦାବି କରିଛି ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତ ଅପେକ୍ଷା ଅଧିକ ସୁରକ୍ଷିତ। ବାର୍ଷିକ ର଼୍ୟାଙ୍କିଙ୍ଗ ପ୍ରକାଶ କରି ସଂଗଠନ କହିଛି ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଶ୍ୱରେ ଆଣବିକ…
ଟୁଇଟର ଲୋଗୋରୁ ହଟିଯିବ ଚଢେଇ!
ଓ୍ବାଶିଂଟନ,୨୩।୭: ଟୁଇଟରର ମାଲିକ ଏଲନ ମସ୍କ ଖୁବଶୀଘ୍ର ଟୁଇଟର ଲୋଗୋ ଅର୍ଥାତ୍ ଚଢେଇର ଲୋଗୋକୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁଇଟ କରି ସେ ଏହି ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ମସ୍କ ଲେଖିଛନ୍ତି ଯେ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ…
ନ୍ୟାୟିକ ସୁଧାର ନେଇ ପ୍ରଦର୍ଶନ: ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…
ଜେରୁଜେଲମ,୨୩।୭ : ବହୁ ସଂଖ୍ୟକ ବିକ୍ଷୋଭକାରୀ ଇସ୍ରାଏଲର ନ୍ୟାୟିକ ସଂସ୍କାର ବିଲ ବିରୋଧରେ ଏକ ରାଲି କରିଥିଲେ। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ…
୫୦ ବର୍ଷ ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା…
ଟରଣ୍ଟୋ,୨୩।୭ : ପାଞ୍ଚ ଦଶନ୍ଧି ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା ଦେଖାଦେଇଛି। ସମଗ୍ର ପ୍ରଦେଶରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ୟା ଜଳରେ ଭାସି ଚାରି ଜଣ ନିଖୋଜ ଅଛନ୍ତି ପାଞ୍ଚ ଦଶନ୍ଧି ମଧ୍ୟରେ ଆଟଲାଣ୍ଟିକ କାନାଡାର ନୋଭା ସ୍କୋଟିଆରେ…
Archives


