ନଓ୍ବାଜଙ୍କୁ ଭେଟିବେ ଆସିଫ ଜରଦାରୀ…
ଇସଲାମାବାଦ,୨୩।୭ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଲଣ୍ଡନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫଙ୍କୁ ଭେଟିବେ। ଏଆରଓ୍ବାଇ ନ୍ୟୁଜରୁ ଏହି ସୂଚନା ମିଳିଛି । ପିପିପି ସୂତ୍ର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ଖୁବ ଶୀଘ୍ର…
ଆଫଗାନିସ୍ତାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୬…
କାବୁଲ,୨୩।୭ : ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୬୫ କିଲୋମିଟର ଗଭୀରତାରେ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ପୂର୍ବାହ୍ନ…
ଶପିଂ ମଲରେ ଗରମ ପାଣି ପାଇପ ଫାଟି ୪ ମୃତ, ୭୦ ରୁ ଅଧିକ ଆହତ…
ମସ୍କୋ,୨୩।୭ : ମସ୍କୋର ଏକ ଶପିଂ ମଲରେ ଗରମ ପାଣି ପାଇପ ଫାଟିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଅଧିକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ତାସ ମେୟର ସରୋଜ ସୋବିୟାନିନଙ୍କ ଅନୁସାରେ ଏହି ସୂଚନା…
ସିନ୍ଧରେ ଗାଁରେ ଆକ୍ରମଣ କଲେ ୪ ଶହରୁ ଅଧିକ ଆକ୍ରମଣକାରୀ, ମହିଳା-ଶିଶୁଙ୍କୁ ଅପହରଣ…
ଇସଲାମାବାଦ,୨୩।୭ : ପାକିସ୍ତାନରେ ଶହ ଶହ ଆକ୍ରମଣକାରୀ ସିନ୍ଧରେ ଗାଁ ଉପରେ ଆକ୍ରମଣ କରି ମହିଳା ଓ ଶିଶୁମାନଙ୍କୁ ଅପହରଣ କରିଛନ୍ତି। ଦୁଇ ଯୁବକଙ୍କର ମୃତ୍ୟୁ ଘଟଛି। ପାକିସ୍ତାନର ସିନ୍ଧ ପ୍ରଦେଶର ସୁକ୍କୁର ଗ୍ରାମରେ ଶହ ଶହ ସଶସ୍ତ୍ର ଲୋକ ଆକ୍ରମଣ…
ଝିଅକୁ ଧରି ପୋଲାଣ୍ଡରୁ ଝାଡ଼ଖଣ୍ଡ ଆସିଲେ ମହିଳା
ରାଞ୍ଚି,୨୩।୭: ଅନ୍ଲାଇନ୍ ଗେମ୍ ପବ୍ଜି ଖେଳି ପାକିସ୍ତାନ ସୀମା ହାଇଦର ନିଜ ୪ ପିଲାଙ୍କୁ ନେଇ ଭାରତ ଅନୁପ୍ରବେଶ କରିବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏମିତି ଏକ ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ୪୯ ବର୍ଷୀୟା ବାର୍ବରା ପୋଲାକ…
ଗ୍ରୀସର ରୋଡସ ଦ୍ୱୀପରେ ଜଙ୍ଗଲ ନିଆଁ,୩୦ ହଜାର ଲୋକ ଉଦ୍ଧାର…
ତେଲ ଅଭିବ,୨୩।୭ : ଗ୍ରୀସର ଜଙ୍ଗଲରେ ପ୍ରବଳ ଅଗ୍ନିକାଣ୍ଡ ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ନିଆଁ ଏତେ ବିପଜ୍ଜନକ ହୋଇପଡିଛି ସମସ୍ତ ଆବାସିକ ଅଞ୍ଚଳ ମଧ୍ୟ କବଳିତ ହୋଇପଡିଛି। ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।…
ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁର ସମାଲୋଚନା…
ତେଲ ଅଭିବ,୨୩।୭ : ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁ(ୟୁରୋପିଆନ ୟୁନିଅନ) ସମାଲୋଚନା କରିଛି। ପାଲେଷ୍ଟାଇନ ପାଠ୍ୟ ପୁସ୍ତକରୁ ଉତ୍ତେଜନା ତଥା ଇହୁଦୀ ବିରୋଧୀ ଶବ୍ଦ ହଟାଇବା ପାଇଁ ଏକ ସର୍ତ୍ତ ଭାବରେ ପାଣ୍ଠି ଛାଡ ପାଇଁ…
ଗାୟକ ଟୋନି ବେନେଟଙ୍କ ପରଲୋକ
ଓ୍ବାଶିଂଟନ୍,୨୩।୭: ଆମେରିକୀୟ ଗାୟକ ଟୋନି ବେନେଟଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ନିଜର ଗାଇକୀ ପାଇଁ ଟୋନି ଖୁବ୍ ଜଣାଶୁଣା। ୨୦ଟି ଗ୍ରାମୀ ଆଓ୍ବାର୍ଡ ସାଙ୍ଗକୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ଏବଂ ପ୍ରାଇମ୍ ଟାଇମ୍…
ସ୍କୁଲରୁ ଛୁଟି ନ ନେଇ ୫୦ ଦେଶ ବୁଲିଲେଣି ଛାତ୍ରୀ
ଲଣ୍ଡନ,୨୩ା୭ ନୂଆ ସ୍ଥାନ ବୁଲିବା ପ୍ରାୟତଃ ସବୁ ବୟସ ବର୍ଗର ଲୋକଙ୍କ ପସନ୍ଦ। ସେମାନଙ୍କ ଭିତରୁ ଜଣେ ହେଲେ ଆଦିତୀ ତ୍ରିପାଠୀ। ବୟସ ମାତ୍ର ୧୦ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି। ତାହା…
ରୁଷିଆ କଲା ପୁଣି ଆକ୍ରମଣ: ୮ ମୃତ, ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲଢ଼େଇ ଜାରି…
କିଭ୍,୨୨।୭ : ରୁଷିଆ ୟୁକ୍ରେନର ୧୧ ଟି ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି। ଯେଉଁଥିରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ନିଜ…
ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…
କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ଶନିବାର କହିଛନ୍ତି ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ…
ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ…
ଢାକା,୨୨।୭ : ଶନିବାର ଦକ୍ଷିଣ-ପଶ୍ଚିମ ବାଂଲାଦେଶର ରାସ୍ତା କୂଳରେ ଥିବା ପୋଖରୀକୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ କହିଛି ଝାଲକଠି ଜିଲାରେ ୬୦ ରୁ…
Archives


