ପ୍ରଥମ ଏଆଇ ଶିଖର ସମ୍ମିଳନୀ ଆୟୋଜନ କରିବ ବ୍ରିଟେନ…
ଲଣ୍ଡନ,୮।୬ : : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ସମ୍ପର୍କରେ ଘୋଷଣା କରି ୱାଶିଂଟନ ଗସ୍ତ ସମୟରେ ସମ୍ଭାବ୍ୟ ବିପଦକୁ ସୀମିତ କରିବାରେ ବ୍ରିଟେନକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ବାନ...
ଇୟୁରେ ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ନ କରାଇବା ପାଇଁ ରୁଷିଆର ଉଦ୍ୟମ…
ମସ୍କୋ,୮।୬ : : ଗତ ବର୍ଷଠାରୁ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣର ପରିଣାମ ସ୍ବରୂପ, ଭୂ-ରାଜନୈତିକ ବିବାଦ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଶ୍ୱର ଉଦ୍ୟମକୁ ଜଟିଳ କରିଛି। ତେଣୁ ଆସନ୍ତା ବର୍ଷ ଜାତିସଂଘ ପକ୍ଷରୁ ୟୁରୋପିଆନ ସଂଘ(ଇୟୁ)ର...
ଆଫଗାନିସ୍ତାନରେ ଖାଲକୁ ଖସିଲା ବସ୍: ୨୫ ମୃତ…
କାବୁଲ,୮।୬ : ଆଫଗାନିସ୍ତାନରେ ଏକ ବସ୍ ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସର-ଇ-ପୋଲ ପ୍ରାଦେଶିକ ପୋଲିସର ମୁଖପାତ୍ର ଦେନ ମହମ୍ମଦ ନାଜାରୀ କହିଛନ୍ତି...
୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ପାଲଟିବ ଭାରତ
ବେଲ୍ଗ୍ରେଡ୍,୮ା୬ : ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍ ଡଲାର ଛୁଇଁବାକୁ ଯାଉଛି। ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ ଆମେ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି...
ରୁଷିଆରେ ଫସିଛନ୍ତି ଏୟାର ଇଣ୍ଡିଆର ୨୩୨ ଯାତ୍ରୀ
ମସ୍କୋ/ଓ୍ବାଶିଂଟନ୍/ନୂଆଦିଲ୍ଲୀ,୮ା୬: ଦିଲ୍ଲୀରୁ ଆମେରିକାର ସାନ୍ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରୁଷିଆର ମଗଦାନସ୍ଥିତ ଗୁଲାଗରେ ବିମାନଟି ଜରୁରୀ ଅବତରଣ କରିଛି। ଫଳରେ ଫ୍ଲାଇଟ୍ ଏଆଇ୧୭୩ରେ ଥିବା ସମସ୍ତ ୨୧୬ ଯାତ୍ରୀ ଓ...
ଡିଏନ୍ଏକୁ ନଷ୍ଟ କରିପାରେ କୃତ୍ରିମ ମିଠା
ଓ୍ବାଶିଂଟନ୍,୮ା୬: ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ବିଟ୍ନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହି କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନ୍ଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।...
ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…
ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ ଏୟାରଫୋର୍ସ ଅଧିକାରୀ ଦାବି କରିଛନ୍ତି ଆମେରିକା ପାଖରେ ଏପରି ଅନେକ ମାନବ ବିହୀନ...
ଚାଇନାର ମୁକାବିଲା କରିବା ଲାଗି ଭାରତ-ଆମେରିକା ମିଳିତ ଭାବେ କାମ କରିବା ଜରୁରୀ…
ଓ୍ବାଶିଂଟନ,୭।୬ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ କହିଛନ୍ତି ଚାଇନା କମ୍ୟୁନିଷ୍ଟ ପାର୍ଟି ସାମ୍ନାରେ ଗଣତାନ୍ତ୍ରିକ ଅନ୍ତର୍ଜାତୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏଥି ସହିତ, କ୍ଷମତାଶାଳୀ ଚାଇନାର ମଡେଲ...
କିମ୍ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…
ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ମହାକାଶରେ ରୁଷିଆ ଏବଂ...
୨୦୩୦ ସୁଦ୍ଧା ବିଲୁପ୍ତ ହୋଇଯିବ ସମର ସି ଆଇସ୍…
ଓ୍ବାଶିଂଟନ,୭।୬ : ପ୍ରକୃତିର ପରିବର୍ତ୍ତନ ହେତୁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ନିୟନ୍ତ୍ରଣ ହୋଇପାରୁ ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ ମହାସାଗରର...
ହାଇପରସୋନିକ ମିଶାଇଲ ବିକଶିତ କରିଥିବା ଦାବି: ଚାଇନା,ଇରାନ,ହଂକଂ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…
ଓ୍ବାଶିଂଟନ,୭।୬ : ଇରାନର ବାଲିଷ୍ଟିକ ହାଇପରସୋନିକ ମିଶାଇଲ କାର୍ଯ୍ୟକ୍ରମ ସହ ଜଡିତ ଥିବା ଇରାନ, ଚାଇନା ଏବଂ ହଂକଂର ଗୋଷ୍ଠୀ ତଥା ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଟ୍ରେଜେରୀ ବିଭାଗ ଅନୁଯାୟୀ, ଇରାନର ହାଇପରସୋନିକ ମିଶାଇଲ ବିକାଶ କାର୍ଯ୍ୟକ୍ରମ...
ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ
ଓ୍ବାଶିଂଟନ୍,୭ା୬: ତାଇଓ୍ବାନ୍ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ଚାଇନାର...
Archives


