ଚାଇନାରେ ନୂଆ ଆଇନ: ପିଲା ଦିନକୁ ୨ ଘଣ୍ଟା ବ୍ୟବହାର କରିବେ ସ୍ମାର୍ଟଫୋନ…
ବେଜିଂ,୩।୮ : ଚାଇନାର ଇଣ୍ଟରନେଟ ୱାଚଡଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ ଗେମ ଚଳାଉଥିବା ଟେନ୍ସେଣ୍ଟ ଏବଂ ବାଇଟ ଡାନ୍ସ ଭଳି ସଂସ୍ଥାକୁ ବଡ଼ ଝଟକା ଲାଗିଛି। ଏବେ ସରକାର ସ୍ମାର୍ଟଫୋନରେ ପିଲାମାନେ କେତେ ସମୟ ବିତାଉଛନ୍ତି ତାହା ରୋକିବା…
ଡେଲଟା ବିମାନର ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର…
ଓ୍ପାଶିଂଟନ,୩।୮ : ଅବତରଣ କରିବା ସମୟରେ ଟାୟାରରେ ନିଆଁ ଲାଗିଯିବା ପରେ ଡେଲଟା ଏୟାରଲାଇନ୍ସର ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫଏଏ) କହିଛି। ଏହି ଘଟଣା…
ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ…
ଓ୍ବାଶିଂଟନ,୩।୮ : କଲୋରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକମାନେ ମାନବ ପ୍ରତିରକ୍ଷା ପ୍ରତିରୋଧକ ଜୀବାଣୁ (ଏଚଆଇଭି) ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସୂତ୍ରର ମାତ୍ରା, ନିରାପତ୍ତା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବାରେ ନୂତନ ତଥ୍ୟ ବିକଶିତ କରିଛନ୍ତି।…
୭ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ
ତିରବନ୍ତପୁରମ୍,୩।୮: ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇରାନ ଦ୍ୱାରା ମୁକ୍ତ…
ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍, ୭ମୃତ
ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍ କ୍ରସିଂ ଗେଟ୍ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ ଟାଉନସିପର…
ଭାରତର ଅଂଶଧନକୁ ଗୁରୁତ୍ୱ ପ୍ରଦାନ କଲା ମୋର୍ଗାନ ଷ୍ଟାନଲି…
ଓ୍ବାଶିଂଟନ,୩।୮ : ଆମେରିକାର ବହୁରାଷ୍ଟ୍ରୀୟ ନିବେଶକ ବ୍ୟାଙ୍କ ମୋର୍ଗାନ ଷ୍ଟାନଲି ଚାଇନାର ଷ୍ଟକ ଉପରେ ଏହାର ରେଟିଂକୁ ହ୍ରାସ କରି କହିଛି ନିବେଶକମାନେ ଲାଭ ନେବାକୁ ସରକାରୀ ଉତ୍ସାହର ପ୍ରତିଶ୍ରୁତି ଦେଇ ପୁଞ୍ଜି ଲଗାଇବା ଉଚିତ। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ଭାରତର…
ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ସମର୍ଥନ…
୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ…
ଅଟଓ୍ବା,୩।୮ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି ସେ ଏବଂ ତାଙ୍କ…
ପିଏଲଏ ଆଣବିକ ଜେନେରାଲଙ୍କୁ ହଟାଇଲା ଚାଇନା…
ବେଜିଂ,୩।୮ : ଚାଇନା ଏହାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ )ରେ ଏକ ବଡ ପରିବର୍ତ୍ତନ କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପିଏଲଏର ଆର୍ସେନାଲର ତଦାରଖ କରୁଥିବା ରକେଟ ଫୋର୍ସର ଜେନେରାଲମାନଙ୍କୁ…
କୋର୍ଟ କାର୍ଯ୍ୟାନୁଷ୍ଠାନ ପରେ ବି ପ୍ରଚାର ମଇଦାନରେ ଟ୍ରମ୍ପ୍…
ଓ୍ବାଶିଂଟନ,୩।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଏହାପୂର୍ବରୁ ଟ୍ରମ୍ପଙ୍କୁ ଦୁଇଟି ଅପରାଧିକ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିଛି, କିନ୍ତୁ ସେ ପ୍ରଚାର ମଇଦାନରେ ରହିଛନ୍ତି।…
ନୁହ ହିଂସା: ଶାନ୍ତି ପାଇଁ ଆମେରିକାର ଅନୁରୋଧ…
ଓ୍ବାଶିଂଟନ,୩।୮ : ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ ଆମେରିକାର ବିବୃତ୍ତି ସାମ୍ନାକୁ ଆସିଛି। ହିଂସା ଉପରେ ଆମେରିକା ଶାନ୍ତି ପାଇଁ ଅନୁରୋଧ କରିଛି। ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର…
ଚାଇନା-ଆମେରିକା ଫୋନ ବାର୍ତ୍ତାଳାପ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା…
ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ ପାଇଁ ପେଣ୍ଟାଗନର ବରିଷ୍ଠ ଅଧିକାରୀ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସହ…
Archives


