ପେରୁରେ ଏଲ ନିନୋ ସଙ୍କଟ: ଡେଙ୍ଗୁରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦୦ ମୃତ…
ଲିମା,୧୨।୬ : ଦକ୍ଷିଣ ଆମେରିକାର ଦେଶ ପେରୁରେ ଏଲ ନିନୋ ସଙ୍କଟ ଦେଖାଦେଇଛି। ଏଠାରେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛି। ପେରୁରେ ଡେଙ୍ଗୁ ରୋଗର ରେକର୍ଡ ରିପୋର୍ଟ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେରୁରେ ବର୍ତ୍ତମାନ ସୁଦ୍ଧା ଦୁଇ...
ଡଙ୍ଗାରେ ଅଗ୍ନିକାଣ୍ଡ: ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…
କାଏରୋ,୧୨।୬ : ଇଜିପ୍ଟର ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି। ଏହି ଡଙ୍ଗାରେ ଅନେକ ବ୍ରିଟିଶ ପର୍ଯ୍ୟଟକ ଯାଇଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ନିଖୋଜ ଅଛନ୍ତି। ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀମାନେ...
ନ୍ୟୁ ସାଉଥ ଓ୍ବେଲସରେ ମର୍ମନ୍ତୁଦ ବସ ଦୁର୍ଘଟଣା: ୧୦ ମୃତ, ୧୧ ଆହତ…
ସିଡ୍ନୀ,୧୨।୬ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ହଣ୍ଟର୍ ଅଞ୍ଚଳରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ପୋଲିସ ଏହି...
ସ୍କଟଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ଗିରଫ
ଲଣ୍ଡନ,୧୨ା୬: ସ୍କଟ୍ଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟର୍ଜନ ଦୁର୍ନୀତି ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସ୍ବାଧୀନତା ସପକ୍ଷବାଦୀ ସ୍କଟିଶ୍ ନ୍ୟାଶନାଲ ପାର୍ଟି (ଏସ୍ଏନ୍ପି)ର ପାଣ୍ଠି ଓ ଆର୍ଥିକ ହେରଫେର ମାମଲାରେ ତଦନ୍ତ ଚାଲିଥିବାବେଳେ ୫୨ ବର୍ଷୀୟା ନିକୋଲାଙ୍କୁ ପୋଲିସ...
କୋଭିଡ୍ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ, ଚାଇନା ସେନା
ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍ଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ କରୋନା ଭୂତାଣୁଗୁଡ଼ିକର ମିଶ୍ରଣ କରି ନୂଆ ମ୍ୟୁଟାଣ୍ଟ ଭୂତାଣୁ ସୃଷ୍ଟି କରିବାକୁ ବିପଜ୍ଜନକ...
କୋଭିଡ୍ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ
ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍ଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ କରୋନା ଭୂତାଣୁଗୁଡ଼ିକର ମିଶ୍ରଣ କରି ନୂଆ ମ୍ୟୁଟାଣ୍ଟ ଭୂତାଣୁ ସୃଷ୍ଟି କରିବାକୁ ବିପଜ୍ଜନକ...
ସ୍ପେସ୍ଏକ୍ସରେ ୧୪ ବର୍ଷୀୟ ଇଞ୍ଜିନିୟର
କାଲିଫର୍ନିଆ, ୧୨।୬: ଏଲନ ମସ୍କଙ୍କ ସ୍ପେସ୍ଏକ୍ସରେ କାମ କରିବେ ଜଣେ ୧୪ ବର୍ଷୀୟ ବାଳକ। କାଇରାନ କ୍ୱାଜି ନାମକ ଏହି ବାଳକ ସ୍ପେସ୍ଏକ୍ସରେ ସଫ୍ଟ୍ଓ୍ବେର୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ। ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍ନିକାଲି ଚ୍ୟାଲେଞ୍ଜିଙ୍ଗ୍ ଏବଂ...
ହାର୍ଭାର୍ଡ ଛାତ୍ରରୁ ସିରିଏଲ୍ କିଲର
ଓ୍ବାଶିଂଟନ୍,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍ ଗଣିତଜ୍ଞ ଟେଡ୍ କଜିନ୍ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍ ଏହି ସିରିଏଲ୍...
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି...
ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…
ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି...
ଇରାନ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଚାହିଁଲେ କେହି ରୋକି ପାରିବେ ନାହିଁ…
ତେହେରାନ,୧୧।୬ : ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ...
ଚାଇନାକୁ ନାଟୋର ଗୁପ୍ତ ସୂଚନା ଦେଉଛନ୍ତି ଜର୍ମାଜୀ ପାଇଲଟ…
ବର୍ଲିନ,୧୧।୬ : ଜର୍ମାନୀର ଅବସରପ୍ରାପ୍ତ ପାଇଲଟମାନେ ଏବେ ଚାଇନା ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଏହି ଜର୍ମାନ ପାଇଲଟମାନେ ମୋଟା ମୋଟା ଅର୍ଥ ବଦଳରେ ନାଟୋ ବିଷୟରେ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଚାଇନାକୁ ଶେୟାର...
Archives


