ଅନ୍ତର୍ଜାତୀୟ

ମାନବାଧିକାର ପ୍ରସଙ୍ଗରେ ଭାରତକୁ ପରାମର୍ଶ ଦେବାକୁ ମନା କଲା ଆମେରିକା…

ଓ୍ବାଶିଂଟନ,୬।୭ : ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି। ଉଭୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରୁଛନ୍ତି କିନ୍ତୁ ଭାରତରେ ମାନବିକ ଅଧିକାର ପ୍ରସଙ୍ଗରେ ଆମେରିକା ସରକାରଙ୍କ ପକ୍ଷରୁ ଅନେକ ସମୟରେ ପ୍ରଶ୍ନ କରାଯାଏ। ବର୍ତ୍ତମାନ ଆମେରିକା…

ଆମେରିକାରେ ଭାରତବଂଶୀଙ୍କୁ ଗୁଳି ମାରିଲେ ଦୁଇ ନାବାଳକ

ନ୍ୟୁୟର୍କ,୬।୭: ଆମେରିକାର ଜର୍ଜିଆର ଏକ ଷ୍ଟୋର୍‌ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ୩୬ବର୍ଷୀୟ ଭାରତବଂଶୀ ସନ୍ଦୀପ ସିଂଙ୍କୁ ୨ନାବାଳକ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ଷ୍ଟୋର୍‌ରେ ଏକ ମାସରୁ କମ ସମୟ ଧରି କାମ କରୁଥିଲେ। ପୋଲିସ ସୂଚନା ଅନୁଯାୟୀ,…

ଟୁଇଟର୍‌କୁ ଟକ୍କର ଦେବାକୁ ଆସିଲା ଥ୍ରେଡ୍‌ସ ଆପ୍‌

କାଲିଫର୍ନିଆ,୬।୭: ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ ଲଞ୍ଚ କରିଛନ୍ତି। ଏହି ଆପ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଲଞ୍ଚ କରାଯାଇଛି। ଦୀର୍ଘ ସମୟ ଧରି ମେଟା ଏହି ଆପ୍‌ ଉପରେ କାମ କରୁଥିଲା ଯାହା ଶେଷରେ ଲଞ୍ଚ…

ଜେଲ୍‌ ଯାଇପାରନ୍ତି ଗ୍ରେଟା ଥନବର୍ଗ

ଷ୍ଟକହୋମ,୬।୭: ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ୍‌। ଗତ ଜୁନ ମାସରେ ତାଙ୍କ ଦେଶର ଦକ୍ଷିଣରେ ଜଳବାୟୁ ବିରୋଧ ପ୍ରଦର୍ଶନ ସମୟରେ ପୋଲିସକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି। ଏହି ଅଭିଯୋଗ ହେତୁ…

ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍‌ ଲିକ୍‌ ହୋଇ ୧୬ଜଣଙ୍କର ମୃତ୍ୟୁ

ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ ଗ୍ୟାସ୍‌ ଲିକ ହୋଇ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ନ୍ୟୁଜ ଏଜେନ୍ସି…

ଦକ୍ଷିଣ କାରୋଲିନାରେ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ସମେତ ୫ମୃତ

ନର୍ଥ ମାର୍ଟଲ,୬।୭:ଆମେରିକାର ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ରିସର୍ଟ ଟାଉନରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉତ୍ତର ମିରଟ ବିଚ୍‌ରେ ଥିବା ଏକ ଗଲ୍ଫ କୋର୍ସ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି।…

ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…

ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍‌ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ଏହି କମ୍ପାନୀ ୩୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗହୋଇଛି। ଏଫଆଇଆର୍‌…

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ କରିଛନ୍ତି।…

ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…

ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି। ଏହା…

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…

ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା ରାଜ୍ୟପାଳ…

ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ…

ଓ୍ବାଶିଂଟନ,୬।୭ : ଜଣାଶୁଣା ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇପାରେ। ପ୍ରକୃତରେ, ଗ୍ରେଟା ଥନବର୍ଗ ଜୁନ ମାସରେ ସ୍ବିଡେନରେ ଏକ ସିଟ-ଇନ ପ୍ରଦର୍ଶନ ସମୟରେ ପୋଲିସର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଗତ ଜୁନ…

ଗାୟିକା କୋକୋ ଲିଙ୍କ ପରଲୋକ…

ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ କୋମାରେ ରହିଥିଲେ। କୋକୋ ଲିଙ୍କ ଭଉଣୀ କାରୋଲ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri