ଶତ୍ରୁ ହେବେ ମିତ୍ର: ଚାଇନାରେ ବ୍ଲିଙ୍କେନ…
ବେଜିଂ,୧୮।୬ : ପୃଥିବୀର ଦୁଇ ବୃହତ ଅର୍ଥନୀତି ତଥା ଶତ୍ରୁ ଆମେରିକା ଚାଇନା ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କର ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦୁଇ ଦିନିଆ ଗସ୍ତରେ ରବିବାର ଚାଇନାରେ ପହଞ୍ଚିଛନ୍ତି। ଏହି ସମୟ...
ନଓ୍ବାଜ ଶରିଫଙ୍କ ଘରବାହୁଡ଼ା ପ୍ରସ୍ତୁତି ଆରମ୍ଭ : ସିନେଟରେ ବିଲ ପାରିତ…
ଇସଲାମାବାଦ,୧୮।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୀର୍ଘ ଦିନ ଧରି ଇଂଲଣ୍ଡରେ ରହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କୌଣସି ବ୍ୟକ୍ତି ଆଜୀବନ ଅଯୋଗ୍ୟ ହୋଇପାରିବ ନାହିଁ। ବିରୋଧୀଦଳ ଅଭିଯୋଗ କରିଛନ୍ତି...
ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…
ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର...
ଏସଟିଏ ଚୁକ୍ତିନାମା ଉପରେ ଆମେରିକା ଚାଇନା ନଜର…
ଓ୍ବାଶିଂଟନ,୧୮।୬ : ଆମେରିକା ଚାଇନା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଐତିହାସିକ ବିଜ୍ଞାନ ଚୁକ୍ତି ଏସଟିଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୦ ବର୍ଷରୁ ଅଧିକ ସମୟ ପାଇଁ, ଆମେରିକା ଏବଂ ଚାଇନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ବିଭିନ୍ନ ବୈଜ୍ଞାନିକ ଏବଂ...
୧୧ କୋଟି ଟଙ୍କାର ସିଗାରେଟ୍ ଜବତ
ଇସଲାମାବାଦ,୧୮ା୬: ବେଲୁଚିସ୍ତାନର କିଛି ସ୍ଥାନରେ ପୃଥକ୍ ଭାବେ ଚଢ଼ାଉ କରାଯାଇଥିବା ବେଳେ ପାକିସ୍ତାନ କଷ୍ଟମ୍ସ ୧୧ କୋଟି ଟଙ୍କାର ବିଦେଶୀ ସିଗାରେଟ୍ ଜବତ କରିଛି। ୪ଟି ପ୍ରଦେଶରେ ଆରମ୍ଭ ହୋଇଥିବା ସିଗାରେଟ୍ ଚୋରା ଚାଲାଣ ବିରୋଧୀ ଅପରେଶନ ସମୟରେ ଗତ...
ମୋଦିଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ମିଲବେନ
ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହରେ ଆମେରିକାର ପ୍ରଥମ ସରକାରୀ ରାଜକୀୟ ଗସ୍ତ ସମୟରେ ଜଣାଶୁଣା ହଲିଉଡ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିରେ ତାଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବେ। ଶନିବାର ଜାରି...
ନେପାଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ଜଣେ ମୃତ ୨୫ ନିଖୋଜ
କାଠମାଣ୍ଡୁ,୧୮।୬: ନେପାଳର ପୂର୍ବ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅତି କମରେ ୨୫ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଶନିବାର ସା ଠାରୁ ୨୪ଘଣ୍ଟା ମଧ୍ୟରେ ପୂର୍ବ...
୩୮ ପିଲାଙ୍କୁ ଜାଳିଦେଲେ
କାମ୍ପାଲା,୧୮।୬: ଆଇଏସ୍ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନେ ଉଗାଣ୍ଡାର କାସେସେସ୍ଥିତ ଏକ ଘରୋଇ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ୩୮ ଜଣ ଛାତ୍ରଛାତ୍ରୀ ଥିବା ଉଗାଣ୍ଡା...
କିଙ୍ଗ୍ ଚାଲର୍ସ ଜନ୍ମଦିନ ହନର୍ସ ସୂଚୀରେ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ,୧୮।୬: ବ୍ରିଟେନ ସରକାରଙ୍କ ପକ୍ଷରୁ କିଙ୍ଗ୍ ଚାଲର୍ସ ୩ୟଙ୍କ ପ୍ରଥମ ଜନ୍ମଦିନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ପାଖାପାଖି ୪୦ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ଡିରେକ୍ଟର ଅଫ...
ବୋରିସ୍ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି
ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କୁ ‘ଡେଲି ମେଲ୍’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଅଗ୍ରଣୀ ବ୍ରିଟିଶ ଖବରକାଗଜ ପାଇଁ ଲେଖୁଥିଲେ।...
ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…
ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ନାଟୋରେ ସାମିଲ କରିବା ଲାଗି ୟୁକ୍ରେନ...
ୟୁଏନ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୟୁଏନ୍ଜିଏ ଅଧ୍ୟକ୍ଷ
ଓ୍ବାଶିଂଟନ,୧୭।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ସଂଯୁକ୍ତ ରାଷ୍ଟ୍ର ହେବାକୁ ଥିବା ସମାରୋହରେ ଯୋଗଦେବେ। ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନଜିଏ)ର ୭୭ ତମ ଅଧିବେଶନର ସଭାପତି ସାବା କୋରୋସି...
Archives


