୧୧୧ ମୁନ୍ ମିଶନରୁ ସଫଳ ହୋଇଛି ୬୨
ଓ୍ବାଶିଂଟନ୍,୧୫।୭: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ରିପୋର୍ଟ ମୁତାବକ ୭ ଦଶନ୍ଧିରୁ ଅଦ୍ୟାବଧି ମୋଟ ୧୧୧ ମୁନ୍ ମିଶନରୁ ୬୨ଟି ସଫଳ ହୋଇଛି। ସେଗୁଡ଼ିକ ଭିତରୁ ୪୧ଟି ଆଂଶିକ ସଫଳ ହୋଇଥିବା ନାସା କହିଛି। ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା…
ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ସାନ୍ ଫ୍ରାନ୍ସିସ୍କୋ, ୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ମାସେ ନ ପୂରୁଣୁ ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ସ୍ବରୂପ ଆମେରିକା ସିନେଟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି। ସିନେଟର ଜେଫ୍ ମେକେଲି, ବିଲ୍ ହାଗେର୍ଥତ୍, କିମ୍…
କଟାମୁଣ୍ଡ ଯୋଡ଼ିଲେ ଇସ୍ରାଏଲ ଡାକ୍ତର
ଜେରୁଜେଲମ୍, ୧୫ା୭: ଇସ୍ରାଏଲୀ ଡାକ୍ତର ଚିକିତ୍ସା ବିଜ୍ଞାନରେ ଚମତ୍କାରିତା ଦେଖାଇଛନ୍ତି। ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ତଥା…
ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ବେଲଜିୟମ/ଭୁବନେଶ୍ୱର, ୧୪।୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁକ୍ରବାର ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।…
ଗୋପନୀୟ ଦସ୍ତାବିଜ ରଖିବା ମାମଲା: ଶୀଘ୍ର ଶୁଣାଣି କରିବାକୁ ଦାବି କଲେ ଆମେରିକୀୟ ନ୍ୟାୟ ବିଭାଗ
ଓ୍ବାଶିଂଟନ୍,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସର କିଛି ଗୋପନୀୟ ଦସ୍ତାବିଜ ବେଆଇନ ଭାବେ ଲୁଚାଇ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହାର ଶୁଣାଣି କରି ମିଆମି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ…
ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଧରାପଡିଲେ ଡେଟ୍ରୋଇଟ ପୋଲିସ କମିଶନର
ଓ୍ବାଶିଂଟନ୍,୧୪।୭: ଡେଟ୍ରୋଇଟ ପୋଲିସ କମିଶନର ବ୍ରାଏନ ଫର୍ଗୁସନ ନିଜ କାରରେ ବେଶ୍ୟାଙ୍କ ସହ ଧରାପଡ଼ିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଆନ ଫର୍ଗୁସନ ଏକ ବିବୃତ୍ତିରେ କହିଛନ୍ତି, “ପୋଲିସ ତତ୍ୱାବଧାନରେ ଡେଟ୍ରୋଇଟ ଲୋକଙ୍କ ସେବା କରିବା ଏକ ଗୌରବର ବିଷୟ…
ଜାପାନରେ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲା ନାଟୋ
ବେଜିଂ,୧୪।୭:ନାଟୋ ଜାପାନରେ ନିଜ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ଚାଇନାକୁ ଆଶ୍ୱସ୍ତି ମିଳିଛି। ଲିଥୁଆନିଆର ରାଜଧାନୀ ବିଲୁନସରେ ଆରମ୍ଭ ହୋଇଥିବା ନାଟୋ ଶିଖର ସମ୍ମିଳନୀରେ ପାରିତ ହୋଇଥିବା ଘୋଷଣା ପତ୍ରରେ ଟୋକିଓରେ କାର୍ଯ୍ୟାଳୟ ଖୋଲିବା ନେଇ ଉଲ୍ଲେଖ…
ଭାରତୀୟ ବଂଶୋଦ୍ଭବ ଆଇନଜୀବିଙ୍କ ଉପରେ ସିଙ୍ଗାପୁର ରେଳଷ୍ଟେସନରେ ମାରପିଟ କରିଥିବା ଅଭିଯୋଗ
ସିଙ୍ଗାପୁର,୧୪।୭: ସିଙ୍ଗାପୁରର ଏକ ରେଳ ଷ୍ଟେସନରେ ଜଣେ ଭାରତୀୟ ବଂଶୋଦ୍ଭବ ଆଇନଜୀବି ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ଏବଂ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛିି। ଶୁକ୍ରବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଆଇନଜୀବି ଏମ ରବି ଏହି ମାମଲାରେ ଦୋଷୀ…
ରାଷ୍ଟ୍ରୀୟ ଦିବସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ୟୁଏଇ ଲିଡର୍ସ
ଆବୁ ଧାବି,୧୪।୭: ୟୁନାଇଟେଡ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କୁ ଦେଶର ରାଷ୍ଟ୍ରୀୟ ଦିବସ ଅବସରରେ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦୁବଇ ଶାସକ…
ପୁଣି ଭାରତୀୟଙ୍କୁ ଟାର୍ଗେଟ କଲେ ଖଲିସ୍ତାନୀ ସମର୍ଥକ
ସିଡନୀ,୧୪।୭: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ଲଗାତାର ଭାବେ ଭାରତୀୟଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଶୁକ୍ରବାର ବି ଏମିତି ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ସିଡ୍ନୀର ପଶ୍ଚିମ ଉପନଗର ମେରିଲାଣ୍ଡସରେ ଖଲିସ୍ତାନ ସମର୍ଥକ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ…
ଚାଇନାକୁ ଟାର୍ଗେଟ କଲେ ଜୟଶଙ୍କର
ଜାକର୍ତ୍ତା,୧୪।୭: ବର୍ହି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଚାଇନାକୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ଏସିଆ ଶିଖର ସମ୍ମିଳନୀ (ASEAN)କୁ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର, ଖୋଲା, ଅନ୍ତର୍ଭୂକ୍ତ ଏବଂ ନିୟମ ଭିତ୍ତିକ ହିନ୍ଦ-ପ୍ରଶାନ୍ତ…
ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଲେ ମୋଦି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଫାଷ୍ଟ ଲେଡି ବି ସାମିଲ
ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସର ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ, ଫାଷ୍ଟ ଲେଡି ବ୍ରିଗିଟ ମ୍ୟାକ୍ରୋ ଓ ଅତ୍ୟ ଗଣ୍ୟମାନ୍ୟ ଅତିଥି ପ୍ୟାରିସରେ ବୈଷ୍ଟିଲ…
Archives


