ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ସଂସଦରୁ ନିଲମ୍ବନ କଲେ ଥାଇଲାଣ୍ଡର ଉଚ୍ଚ ନ୍ୟାୟଳୟ
ବ୍ୟାଙ୍ଗକକ୍,୧୯।୭: ଥାଇଲାଣ୍ଡର ସାମ୍ବିଧାନିକ କୋର୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୁଭ ଫରୱାର୍ଡ ପାର୍ଟି ନେତା ପିଟା ଲିମଜାରୋଏନ୍ରାଟଙ୍କୁ ସଂସଦର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛି। କୋର୍ଟ କହିଛନ୍ତି, ସେ ଦେଶର ନିୟମ ଭାଙ୍ଗିଛନ୍ତି। କିନ୍ତୁ ସେ ନିର୍ବାଚନ ପାଇଁ ନାମାଙ୍କନ…
ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁ ମୃତ୍ୟୁ
ଇସଲାମବାଦ,୧୯।୭: ପାକିସ୍ତାନ ପଞ୍ଜାବର ସାହିୱାଲରେ ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ସାହିୱାଲରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଞ୍ଚ ଶିଶୁଙ୍କୁ ମିଲ୍କସେକ୍ ପିଇବା ପାଇଁ ଦେଇଥିଲେ। ଏହାକୁ…
ୟୁରୋପରେ ହିଟ୍ଓ୍ବେଭ୍: ଆଲର୍ଟ କଲା ଡବ୍ଲୁଏମଓ
ରୋମ,୧୯।୭: ଚାଇନାରେ ତାପମାତ୍ରା ବୃଦ୍ଧି ହେତୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲରେ ନିଆଁ ଯୋଗୁ ୟୁରୋପର ଅଧିକାଂଶ ଅଞ୍ଚଳ ଏସିଆ ଏବଂ ଆମେରିକାର କିଛି ଅଂଶରେ ଲୁ ଅନୁଭୂତ ହେଉଛି। ଗ୍ରୀସ ଏବଂ କାନାରି ଦ୍ୱୀପପୁଞ୍ଜରେ ଜଙ୍ଗଲ ନିଆଁକୁ…
ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…
ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧ ମସିହାରେ…
ଗୋଟିଏ ଦିନରେ ସମାପ୍ତ କରିଦେବି ରୁଷିଆ-ୟୁକେନ୍ ଯୁଦ୍ଧ: ଟ୍ରମ୍ପ…
ଓ୍ବାଶିଂଟନ,୧୯।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଗୋଟିଏ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ସେ କହିଛନ୍ତି ରାଷ୍ଟ୍ରପତି ଜୋ…
ସିନ୍ଧ୍ ପ୍ରଦେଶରେ ମନ୍ଦିରର ଅଞ୍ଚଳରେ ୪୦୦ ସୁରକ୍ଷାକର୍ମୀ ମୁତୟନ, ସ୍ଥିତି ଉପରେ କଡ଼ା ନଜର…
ଇସଲାମାବାଦ,୧୯।୭ : ପାକିସ୍ତାନର ସିନ୍ଧ୍ ପ୍ରଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ପୋଲିସ୍ ବିଭାଗ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସପ୍ତାହରେ ଏକ ହିନ୍ଦୁ ମନ୍ଦିରକୁ ରକେଟ ଲଞ୍ଚର୍ ରେ ଆକ୍ରମଣ କରାଯିବା ପରେ ଏବଂ ଅନ୍ୟକୁ…
ପ୍ରଶାସନିକ ପଦରେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଡା. ବିମଲଜିତ ସିଂ
ରିଚମଣ୍ଡ,୧୯।୭: ଭର୍ଜିନିଆ ଗଭର୍ଣ୍ଣର ଗ୍ଲେନ ୟଙ୍ଗକିନ ଭାରତୀୟ-ଆମେରିକୀୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ବିମଲଜିତ ସିଂ ସାନ୍ଧୁଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ପ୍ରଶାସନିକ ପଦରେ ନିଯୁକ୍ତ କରିଛନ୍ତି। ଡା. ବିମଲଜିତ ଭର୍ଜିନିଆ କମନୱେଲଥ ୟୁନିଭରସିଟି ହେଲଥ ସିଷ୍ଟମ ଅଥରିଟିର ବୋର୍ଡ ସଦସ୍ୟ ଭାବରେ…
ଟୁଇଟର ବିରୋଧରେ ଅଭିଯୋଗ: ବରିଷ୍ଠ କର୍ମଚାରୀଙ୍କୁ କରାଯାଉଛି ଛଟେଇ…
ଓ୍ବାଶିଂଟନ,୧୯।୭ : ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର କିଣାଯିବା ପରଠାରୁ, ତାଙ୍କର ଏବଂ ଏହି ପ୍ଲାଟଫର୍ମର ସମସ୍ୟା କମିବାର ନା ନେଉନାହିଁ। ଟୁଇଟର ବିରୋଧରେ କୋର୍ଟରେ ଆଉ ଏକ ମାମଲା ଦାୟର କରାଯାଇଛି ଯାହା କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ରହିଛି। ଏଥର…
ଓଡେସା ବନ୍ଦରରେ ପୁଣି ଋଷର ଏୟାର ଷ୍ଟ୍ରାଇକ୍
କିଭ୍,୧୯।୭: କ୍ରିମିଆ ପୋଲ ଉପରେ ଆକ୍ରମଣ ହେବା ପରଠାରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଋଷ ଲଗାତାର ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ ଟାର୍ଗେଟ୍ରେ ରଖିଛି। ମଙ୍ଗଳବାର ରାତିରେ ଋଷ ଓଡେସା ବନ୍ଦରରେ ଏୟାର ଷ୍ଟ୍ରାଇକ…
ଜାତିସଂଘ ସୁରକ୍ଷା ପରିଷଦରେ ଏଆଇ ନେଇ ପ୍ରଥମ ବୈଠକ, ଚାଇନା ଦେଲା ଚେତାବନୀ, ସଦସ୍ୟଙ୍କ ସମର୍ଥନ ଲୋଡିଲେ ଗୁଟେରସ…
ଜେନେଭା,୧୯।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ଥର ପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ଆନୁଷ୍ଠାନିକ ଭାବରେ ଆଲୋଚନା କରାଯାଇଥିଲା। ଏହି ସମୟରେ ଚାଇନା କହିଛି ଟେକ୍ନୋଲୋଜି ଚାଲୁଥିବା ଘୋଡା ହେବା ଉଚିତ ନୁହେଁ। ଏଥି ସହିତ ଆମେରିକା ଏହାର…
ବେବି ପାଉଡର ନିର୍ମାଣକାରୀ କମ୍ପାନୀକୁ ୧୫୪ କୋଟିର ଜରିମାନା
ଓ୍ବାଶିଂଟନ୍,୧୯।୭: ଜନସନ ଆଣ୍ଡ ଜନସନ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି, ଯିଏ କମ୍ପାନୀର ବେବି ପାଉଡରରୁ କର୍କଟ ରୋଗ ବ୍ୟାପୁଛି ବୋଲି କହିଥିଲେ। କାଲିଫର୍ନିଆର ଜଣେ ବ୍ୟକ୍ତି କର୍କଟ ରୋଗ ପାଇଁ କମ୍ପାନୀର ଟେଲିକମ୍…
ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ, ରୁଷିଆ-ୟୁକେନ୍ ଯୁଦ୍ଧ ନେଇ ଜାତିସଂଘରେ କହିଲା ଭାରତ…
ଜେନେଭା,୧୯।୭ : ମିଳିତ ଜାତିସଂଘରେ ଭାରତ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ର ବାର୍ଷିକ ବିତର୍କରେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଜସ୍ବ ମତ ଉପସ୍ଥାପନ କରିଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ୟୁକ୍ରେନ ବିବାଦକୁ ନେଇ…
Archives


