ଅନ୍ତର୍ଜାତୀୟ

ନ୍ୟାୟିକ ସୁଧାର ନେଇ ପ୍ରଦର୍ଶନ: ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…

ଜେରୁଜେଲମ,୨୩।୭ : ବହୁ ସଂଖ୍ୟକ ବିକ୍ଷୋଭକାରୀ ଇସ୍ରାଏଲର ନ୍ୟାୟିକ ସଂସ୍କାର ବିଲ ବିରୋଧରେ ଏକ ରାଲି କରିଥିଲେ। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ…

୫୦ ବର୍ଷ ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା…

ଟରଣ୍ଟୋ,୨୩।୭ : ପାଞ୍ଚ ଦଶନ୍ଧି ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା ଦେଖାଦେଇଛି। ସମଗ୍ର ପ୍ରଦେଶରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ୟା ଜଳରେ ଭାସି ଚାରି ଜଣ ନିଖୋଜ ଅଛନ୍ତି ପାଞ୍ଚ ଦଶନ୍ଧି ମଧ୍ୟରେ ଆଟଲାଣ୍ଟିକ କାନାଡାର ନୋଭା ସ୍କୋଟିଆରେ…

ନଓ୍ବାଜଙ୍କୁ ଭେଟିବେ ଆସିଫ ଜରଦାରୀ…

ଇସଲାମାବାଦ,୨୩।୭ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଲଣ୍ଡନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫଙ୍କୁ ଭେଟିବେ। ଏଆରଓ୍ବାଇ ନ୍ୟୁଜରୁ ଏହି ସୂଚନା ମିଳିଛି । ପିପିପି ସୂତ୍ର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ଖୁବ ଶୀଘ୍ର…

ଆଫଗାନିସ୍ତାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୬…

କାବୁଲ,୨୩।୭ : ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୬୫ କିଲୋମିଟର ଗଭୀରତାରେ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ପୂର୍ବାହ୍ନ…

ଶପିଂ ମଲରେ ଗରମ ପାଣି ପାଇପ ଫାଟି ୪ ମୃତ, ୭୦ ରୁ ଅଧିକ ଆହତ…

ମସ୍କୋ,୨୩।୭ : ମସ୍କୋର ଏକ ଶପିଂ ମଲରେ ଗରମ ପାଣି ପାଇପ ଫାଟିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଅଧିକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ତାସ ମେୟର ସରୋଜ ସୋବିୟାନିନଙ୍କ ଅନୁସାରେ ଏହି ସୂଚନା…

ସିନ୍ଧରେ ଗାଁରେ ଆକ୍ରମଣ କଲେ ୪ ଶହରୁ ଅଧିକ ଆକ୍ରମଣକାରୀ, ମହିଳା-ଶିଶୁଙ୍କୁ ଅପହରଣ…

ଇସଲାମାବାଦ,୨୩।୭ : ପାକିସ୍ତାନରେ ଶହ ଶହ ଆକ୍ରମଣକାରୀ ସିନ୍ଧରେ ଗାଁ ଉପରେ ଆକ୍ରମଣ କରି ମହିଳା ଓ ଶିଶୁମାନଙ୍କୁ ଅପହରଣ କରିଛନ୍ତି। ଦୁଇ ଯୁବକଙ୍କର ମୃତ୍ୟୁ ଘଟଛି। ପାକିସ୍ତାନର ସିନ୍ଧ ପ୍ରଦେଶର ସୁକ୍କୁର ଗ୍ରାମରେ ଶହ ଶହ ସଶସ୍ତ୍ର ଲୋକ ଆକ୍ରମଣ…

ଝିଅକୁ ଧରି ପୋଲାଣ୍ଡରୁ ଝାଡ଼ଖଣ୍ଡ ଆସିଲେ ମହିଳା

ରାଞ୍ଚି,୨୩।୭: ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଖେଳି ପାକିସ୍ତାନ ସୀମା ହାଇଦର ନିଜ ୪ ପିଲାଙ୍କୁ ନେଇ ଭାରତ ଅନୁପ୍ରବେଶ କରିବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏମିତି ଏକ ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ୪୯ ବର୍ଷୀୟା ବାର୍ବରା ପୋଲାକ…

ଗ୍ରୀସର ରୋଡସ ଦ୍ୱୀପରେ ଜଙ୍ଗଲ ନିଆଁ,୩୦ ହଜାର ଲୋକ ଉଦ୍ଧାର…

ତେଲ ଅଭିବ,୨୩।୭ : ଗ୍ରୀସର ଜଙ୍ଗଲରେ ପ୍ରବଳ ଅଗ୍ନିକାଣ୍ଡ ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ନିଆଁ ଏତେ ବିପଜ୍ଜନକ ହୋଇପଡିଛି ସମସ୍ତ ଆବାସିକ ଅଞ୍ଚଳ ମଧ୍ୟ କବଳିତ ହୋଇପଡିଛି। ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।…

ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁର ସମାଲୋଚନା…

ତେଲ ଅଭିବ,୨୩।୭ : ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁ(ୟୁରୋପିଆନ ୟୁନିଅନ) ସମାଲୋଚନା କରିଛି। ପାଲେଷ୍ଟାଇନ ପାଠ୍ୟ ପୁସ୍ତକରୁ ଉତ୍ତେଜନା ତଥା ଇହୁଦୀ ବିରୋଧୀ ଶବ୍ଦ ହଟାଇବା ପାଇଁ ଏକ ସର୍ତ୍ତ ଭାବରେ ପାଣ୍ଠି ଛାଡ ପାଇଁ…

ଗାୟକ ଟୋନି ବେନେଟଙ୍କ ପରଲୋକ

ଓ୍ବାଶିଂଟନ୍‌,୨୩।୭: ଆମେରିକୀୟ ଗାୟକ ଟୋନି ବେନେଟଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ନିଜର ଗାଇକୀ ପାଇଁ ଟୋନି ଖୁବ୍‌ ଜଣାଶୁଣା। ୨୦ଟି ଗ୍ରାମୀ ଆଓ୍ବାର୍ଡ ସାଙ୍ଗକୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ଏବଂ ପ୍ରାଇମ୍‌ ଟାଇମ୍‌…

ସ୍କୁଲରୁ ଛୁଟି ନ ନେଇ ୫୦ ଦେଶ ବୁଲିଲେଣି ଛାତ୍ରୀ

ଲଣ୍ଡନ,୨୩ା୭ ନୂଆ ସ୍ଥାନ ବୁଲିବା ପ୍ରାୟତଃ ସବୁ ବୟସ ବର୍ଗର ଲୋକଙ୍କ ପସନ୍ଦ। ସେମାନଙ୍କ ଭିତରୁ ଜଣେ ହେଲେ ଆଦିତୀ ତ୍ରିପାଠୀ। ବୟସ ମାତ୍ର ୧୦ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି। ତାହା…

ରୁଷିଆ କଲା ପୁଣି ଆକ୍ରମଣ: ୮ ମୃତ, ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲଢ଼େଇ ଜାରି…

କିଭ୍‌,୨୨।୭ : ରୁଷିଆ ୟୁକ୍ରେନର ୧୧ ଟି ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି। ଯେଉଁଥିରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri