ଅନ୍ତର୍ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…

ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ…

ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ

ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି। ମହାନଗର ନିଗମ ପୋଲିସ ତାଙ୍କୁ ଏକ ନିଷିଦ୍ଧ…

ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…

ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦ ତମ…

୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…

କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ ବେଆଇନ ମାଛ ଧରିବା ଅଭିଯୋଗରେ ଜବତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସରକାରୀ…

ପାଞ୍ଚ ଦିବସୀୟ ଗସ୍ତରେ ଭାରତ ଆସିବେ ବାଇଡେନଙ୍କ ବିଶେଷ ଦୂତ ଜନ କେରି

ଓ୍ବାଶିଂଟନ୍‌,୨୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଶେଷ ଦୂତ ଜନ କେରି ଭାରତ ଗସ୍ତରେ ଆସୁଛନ୍ତି॥ ଜୁଲାଇ ୨୫ ରୁ ୨୯ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସମୟରେ ସେ ଦିଲ୍ଲୀ ଏବଂ ଚେନ୍ନାଇ ଗସ୍ତ କରିବେ। ଚେନ୍ନାଇ ଗସ୍ତ ସମୟରେ କେରି…

ଓ୍ବାଗନର ଗ୍ରୁପ୍‌ ସୈନ୍ୟ ପହଞ୍ଚିଲେ ବେଲାରୁଷ: ସ୍ବାଗତ କଲେ ରାଷ୍ଟ୍ରପତି…

ମସ୍କୋ,୨୫।୭ : ୱାଗନର୍‌ ଗ୍ରୁପ୍‌ର ହଜାର ହଜାର ଭଡ଼ାଟିଆ ସୈନ୍ୟ ବେଲରୁଷରେ ପହଞ୍ଚିଛନ୍ତି। ଏକ ସାମରିକ ମନିଟରିଂ ଗୋଷ୍ଠୀ ଏହି ସୂଚନା ଦେଇଛନ୍ତି। ୱାଗନର୍‌ ଗ୍ରୁପ୍‌ରପ୍ରାୟ ୩,୪୫୦ରୁ ୩,୬୫୦ ସୈନିକ ୟୁକ୍ରେନ ସୀମାର ୨୩୦ କିଲୋମିଟର ଉତ୍ତରରେ ଥିବା ଆସିପୋଭିଚି ନିକଟ…

ଚାଇନାର ଅର୍ଥ ବ୍ୟବସ୍ଥା ସଙ୍କଟରେ: ୨୪ ସଦସ୍ୟ ପଲିଟି ବ୍ୟୁରୋ ବୈଠକରେ ଆଲୋଚନା…

ବେଜିଂ,୨୫।୭ : ଚାଇନାର ବରିଷ୍ଠ ନେତାମାନେ ସୋମବାର ୨୪ ସଦସ୍ୟ ବିଶିଷ୍ଟ ପଲିଟି ବ୍ୟୁରୋର ଏକ ବୈଠକ କରିଛନ୍ତି। ଏଥିରେ ଦେଶର ସର୍ବୋଚ୍ଚ ପଦାଧିକାରୀମାନେ ଦାବି କରିଛନ୍ତି ଦେଶର ଅର୍ଥନୀତି ନୂତନ ଅସୁବିଧା ଏବଂ ଆହ୍ବାନର ସମ୍ମୁଖୀନ ହେଉଛି। ଅଧିକାରୀମାନେ ପ୍ରତିବର୍ଷ…

ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀମାନଙ୍କୁ ରୋକିବା ପ୍ରସଙ୍ଗ: ବାଇଡେନ ପ୍ରଶାସନ ଟେକ୍ସାସ ଗଭର୍ନରଙ୍କ ବିରୋଧରେ ଦାଏର କଲେ ମାମଲା…

ଓ୍ବାଶିଂଟନ,୨୫।୭ : ପ୍ରବାସୀମାନଙ୍କୁ ଆମେରିକା-ମେକ୍ସିକୋ ସୀମା ଅତିକ୍ରମ ନ କରିବା ପାଇଁ ରିଓ ଗ୍ରାଣ୍ଡେ ନଦୀରେ ଟେକ୍ସାସ ଲଗାଇଥିବା ଏକ ଭାସମାନ ପ୍ରତିବନ୍ଧକ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ ଟେକ୍ସାସର ଗଭର୍ନରଙ୍କ ବିରୋଧରେ ମାମଲା ଦାଏର କରାଯାଇଛି।…

ହଲିଉଡ୍‌ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍‌ ଦାବି କଲା ହିନ୍ଦୁ ସଙ୍ଗଠନ

ନୂଆଦିଲ୍ଲୀ,୨୫।୭: ହଲିଉଡ୍‌ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି)କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣକ ଓପେନହାଇମରଙ୍କ ସହ…

ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତିରେ ବ୍ରାଣ୍ଡ ଭେଲ୍ୟୁରେ ହେବ କୋଟି କୋଟି ଟଙ୍କାର କ୍ଷତି

କାଲିଫର୍ନିଆ,୨୫।୭: କର୍ପୋରେଟ କମ୍ପାନୀଗୁଡିକ ସେମାନଙ୍କର ଲୋକପ୍ରିୟ ବ୍ରାଣ୍ଡର ନାମ ପରିବର୍ତ୍ତନ କରିବା ବିରଳ ଅଟେ। ରାତାରାତି ଏପରି ନିଷ୍ପତ୍ତି ନିଆଯିବା ମଧ୍ୟ କମ୍‌ ଅଟେ। ଯଦିଓ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଏଲନ ମସ୍କଙ୍କ ନିଷ୍ପତ୍ତି ଏହି ପ୍ରସଙ୍ଗରେ ଟିକେ…

ଗ୍ରେଟା ଥନ୍‌ବର୍ଗଙ୍କୁ ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଷ୍ଟକ୍‌ହୋମ,୨୫।୭: ପୋଲିସ କଥାକୁ ଅମାନ୍ୟ କରିଥିବା ଅଭିଯୋଗରେ ସ୍ବିଡେନ୍‌ ପରିବେଶବିଦ୍‌ ଗ୍ରେଟା ଥନ୍‌ବର୍ଗ ଜରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌୧୯ରେ ମାଲମୋର ସାଉଥର୍ନ ସିଟିରେ ଜଳବାୟୁ ପରିବର୍ତ୍ତନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଗ୍ରେଟା ପୋଲିସ କଥାକୁ…

ଭିକ ମାଗୁଥିବା ପାତ୍ର ଫିଙ୍ଗି ଆତ୍ମନିର୍ଭର ହୁଅ: ଦେଶବାସୀଙ୍କୁ ପାକିସ୍ତାନ ସେନା ମୁଖ୍ୟଙ୍କ ପରାମର୍ଶ

ଇସଲାମବାଦ୍‌,୨୫।୭: ପାକିସ୍ତାନ ଅର୍ଥନୀତି ଏବେ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଫଳରେ ପାକିସ୍ତାନ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହୋଇପଡିଛି। ପ୍ରତ୍ୟେକ ଦିନ ଗୋଟିଏ ଦେଶକୁ କିମ୍ବା ଅନ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ହାତ ବଢାଉଛି। ପାକିସ୍ତାନର ସେନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri