ଅନ୍ତର୍ଜାତୀୟ

ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍‌

ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍‌ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…

ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବଡ ନିଷ୍ପତ୍ତି, ପଶ୍ଚିମ ଏସିଆରେ ନିୟୋଜିତ କରିବ ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ

ନୂଆଦିଲ୍ଲୀ, ୨୨।୧୦: ଆମେରିକା ଏହାର ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ ପଶ୍ଚିମ ଏସିଆକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏହି ସୂଚନା ଦେଇଛନ୍ତି। ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଇରାନ ସହ ତିକ୍ତତା ବୃଦ୍ଧି ହେତୁ…

ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର…

ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି…

ନଓ୍ବାଜ କଲେ ପର୍ଦ୍ଦାଫାଶ,ଆଣବିକ ପରୀକ୍ଷଣ ନ କରିବା ଲାଗି ବିଲ କ୍ଲିଣ୍ଟନ ଦେଇଥିଲେ ୫ ବିଲିୟନ ଡଲାରର ଅଫର…

ଇସଲାମାବାଦ, ୨୨୧୦: ପାକିସ୍ତାନକୁ ଫେରିବାର କିଛି ଘଣ୍ଟା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ କାର୍ଯ୍ୟକାଳର ସଫଳତା ବିଷୟରେ କହିବା ସହିତ ୧୯୯୮ରେ ଆଣବିକ ପରୀକ୍ଷଣ କରି ଭାରତର ଆଣବିକ ବିସ୍ଫୋରଣକୁ ସେ କିପରି ଉପଯୁକ୍ତ ଉତ୍ତର ଦେଇଥିଲେ,ସେ ସମ୍ପର୍କରେ…

ଇସ୍ରାଏଲ-ହମାସ ଯୁଦ୍ଧ ପ୍ରଭାବ: ଆମେରିକାରେ ଇହୁଦୀ ମହିଳାଙ୍କ ବିଭତ୍ସ ହତ୍ୟା

ଡେଟ୍ରୋୟଟ,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ପ୍ରଭାବ ଅନେକ ଦେଶରେ ଦେଖିବାକୁ ମିଳୁଛି। ତେବେ ଏହାର ପ୍ରଭାବ ଆମେରିକାର ମିଚିଗାନ ରାଜ୍ୟର ବୃହତ୍ତମ ସହର ଡେଟ୍ରୋୟଟରେ ଘଟିଥିବା ଲେମହର୍ଷଣକାରୀ ଘଟଣାରେ ଦେଖିବାକୁ ମିଳିଛି। ଡେଟ୍ରୋୟଟର ସାୟନାଗୋଗୁଇ(ଇହୁଦୀମାନଙ୍କ ପ୍ରାର୍ଥନା…

ସହାୟତା ପହଞ୍ଚିବାର ଗୋଟିଏ ଦିନ ପରେ ବୋମାବାଡ ତୀବ୍ର କଲା ଇସ୍ରାଏଲ, ମସଜିଦରେ ଏୟାର ଷ୍ଟ୍ରାଇକ୍‌

ଗାଜା,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଛି। ଏହାରି ଭିତରେ ଇସ୍ରାଏଲର ସେନ୍ୟବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ଶନିବାର ଇଜିପ୍ଟ ସୀମାନ୍ତ ରାଫାହ ପଏଣ୍ଟ ଦେଇ ଗାଜା…

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ, ୨୨।୧୦: ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ…

ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ

ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍‌ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର ପାଇଁ…

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ…

ଗାଜାରେ ପହଞ୍ଚିଲା ସହାୟତା

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍‌ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ…

ହମାସ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ଜୁଧିଥ୍‌-ନାଟାଲିଏ

ଗାଜା ସିଟି/ଜେରୁଜେଲମ୍‌,୨୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚେତାବନୀ ଦେଇଥିବାବେଳେ ଶୁକ୍ରବାର ହମାସ୍‌ ପକ୍ଷରୁ କାତାର ମଧ୍ୟସ୍ଥତାରେ ୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ୨୧୦ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?