ଅନ୍ତର୍ଜାତୀୟ

ଚାଇନାର ୩ ଔଷଧ କମ୍ପାନୀ ବିଲୁପ୍ତ ପ୍ରାଣୀଙ୍କ ଅଂଶକୁ କରୁଛନ୍ତି ବ୍ୟବହାର…

ବେଜିଂ, ୨୩।୧୦: ଚାଇନାର ଔଷଧ କମ୍ପାନୀଗୁଡିକ ବିଷୟରେ ଏକ ପରିବେଶ ଗୋଷ୍ଠୀ ପର୍ଦ୍ଦାଫାଶ କରିଛି। ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା ଚାଇନାର ୩ ଫାର୍ମାସ୍ୟୁଟିକାଲ କମ୍ପାନୀ ବିଲୁପ୍ତ ପ୍ରାଣୀମାନଙ୍କର କିଛି ଅଂଶକୁ ସେମାନଙ୍କ ଉତ୍ପାଦରେ ଉପାଦାନ ଭାବରେ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ…

ଉଇକିପିଡ଼ିଆକୁ ଅଫର୍‌ ଦେଲେ ଏଲନ ମସ୍କ: ନାଁ ବଦଳାଇଲେ ମିଳିବ ଏକ ବିଲିୟନ ଡଲାର

କାଲିଫର୍ନିଆ,୨୩।୧୦: ବିଲିୟନେୟାର ତଥା ଟୁଇଟର୍‌ ମାଲିକ ଏଲନ ମସ୍କ ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି। ନିକଟରେ ଉଇକିପିଡ଼ିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଉଇକିପିଡ଼ିଆ ଏହାର ନାମ ପରିବର୍ତ୍ତନ କରି ଡିକିପିଡିଆ ରଖେ ତେବେ ସେ…

ଇସ୍ରାଏଲ-ହମାସ ଯୁଦ୍ଧକୁ ଓହ୍ଲାଇବେ ଆମେରିକା ‘ବାହୁବଳୀ’ ଥାଡ

ଜେରୁଜେଲମ/ଓ୍ବାଶିଂଟନ,୨୩।୧୦: ବୋମା ଓ ହିଂସାର ନିଆଁରେ ଲଗାତାର ଜଳୁଛି ଗାଜାପଟ୍ଟି । ଇସ୍ରାଏଲର ଉତ୍ତରରେ ହିଜବୁଲ ଯୁଦ୍ଧର ଏକ ନୂଆ ଫ୍ରଣ୍ଟ ଖୋଲିଥିବାବେଳେ ଇରାକରେ ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ଡ୍ରୋନ ସାହାଯ୍ୟରେ ଆମେରିକାର ବେସକୁ ଟାର୍ଗେଟ କରୁଛନ୍ତି। ଅର୍ଥାତ୍‌ ମଧ୍ୟ…

ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରାଣ ହରାଇଥିବା ମୂଳ ଭାରତୀୟ ମହିଳା ସେନାଙ୍କର ଆଜି ହେଉଛି ଜନ୍ମଦିନ

ଜେରୁଜେଲମ,୨୩।୧୦: ଗତ ୧୭ଦିନ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ଇସ୍ରାଏଲ ସେନାଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ହମାସକୁ ସାମ୍ନା କରି ପ୍ରାଣ ହରାଇଛନ୍ତି। ଏହିକ୍ରମରେ…

‘କରନ୍ତୁ ନାହିଁ ଇରାକ ଯାତ୍ରା…’, ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଆମେରିକା

ଓ୍ବାଶିଂଟନ.୨୩।୧୦: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଇରାକ ଏବଂ ସିରିଆରେ ଆମେରିକାର ସେନାଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଅକ୍ଟୋବର ୭ରେ ପାଲେଷ୍ଟାଇନର ଇସଲାମବାଦୀ ଗୋଷ୍ଠୀ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ହଜାର ହଜାର…

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ଫ ସମର୍ଥକଙ୍କୁ ଝଟକା

ବ୍ୟୁନସ ଆୟର୍ସ,୨୩।୧୦: ଆର୍ଜେଣ୍ଟିନାରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳରେ ଦେଶର ଅର୍ଥନୀତି ମନ୍ତ୍ରୀ ସର୍ଜିଓ ମାସା ଆଗକୁ ଆସିଛନ୍ତି। ରବିବାର ରାତିରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ୮୬ ପ୍ରତିଶତ ଭୋଟ ଗଣାଯାଇଥିଲା, ସେଥିମଧ୍ୟରୁ ମାସା ୩୬.୨ ପ୍ରତିଶତ ଭୋଟ ପାଇଥିଲେ ଏବଂ…

ଶତ୍ରୁଙ୍କ ପାଇଁ ସିଧାସଳଖ ଚେତାବନୀ ଜାରି କଲା ଆମେରିକା

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଆମେରିକା ଏହାର ଶତ୍ରୁମାନଙ୍କୁ ସିଧାସଳଖ ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ଲୟର୍ଡ ଅଷ୍ଟିନ ରବିବାର କହିଛନ୍ତି ଯେ ଏହା ନିଶ୍ଚିତ ଯେ ଇରାନ ଏହାର ପରୋକ୍ଷ ଶକ୍ତି ମାଧ୍ୟମରେ…

ହିଜାବକୁ ବିରୋଧ କରିଥିବା ଇରାନୀୟ ଛାତ୍ରୀ ବ୍ରେନ୍‌ ଡେଡ୍‌

ତେହରାନ,୨୩ା୧୦: ଚଳିତ ମାସ ଆରମ୍ଭରେ ଇରାନର ହିଜାବ ଆଇନକୁ ଉଲ୍ଲଂଘନ କରିଥିବା ଜଣେ ନାବାଳିକାଙ୍କୁ ମହିଳା ପୋଲିସ ଠେଲିଦେବାରୁ ସେ କୋମାକୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ…

ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ…

ଅପରେଶନ ଅଜୟ: ୬ ନମ୍ବର ବିମାନରେ ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲେ ୧୪୩ ନାଗରିକ, ଅଛନ୍ତି ୨ ନେପାଳି ନାଗରିକ

ନୂଆଦିଲ୍ଲୀ/ତେଲ ଆଭିବ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି। ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ…

ଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଉଦାହରଣ ଦେଲେ ସାଉଦି ପ୍ରିନ୍ସ, ଭାଇରାଲ ହେଉଛି ଭାଷଣର ଭିଡିଓ…

ଓ୍ବାଶିଂଟନ,୨୩ା୧୦: ହମାସ୍‌-ଇସ୍ରାଏଲ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ ନେଇ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍‌ ଫୈଜଲ ଉଭୟ ହମାସ୍‌ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ସେ କହିଛନ୍ତି,…

ଫୋନ ଯୋଗେ ନେତାନ୍ୟାହୁଙ୍କ ସହ କଥା ହେଲେ ଜୋ ବାଇଡେନ

ଓ୍ବାଶିଂଟନ,୨୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?