ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…
ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ…
ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…
ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ…
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କିମ୍ଙ୍କ ଆଲୋଚନା
ସିଓଲ,୧୭ା୯: ରୁଷିଆ ଏବଂ ଉତ୍ତର କୋରିଆର ସୈନ୍ୟବାହିନୀ ମଧ୍ୟରେ ରଣନୀତି ଏବଂ କୌଶଳ ସମନ୍ବୟକୁ ମଜବୁତ କରିବା ପାଇଁ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ…
୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…
ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସେପ୍ଟେମ୍ବର ୨୧ (ଗୁରୁବାର) ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଆମେରିକାର…
ବିମାନ ଦୁର୍ଘଟଣା: ୧୪ ମୃତ
ବ୍ରାସିଲିଆ,୧୭ା୯: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟପାଳ କହିଛନ୍ତି, ଏହି ଦୁର୍ଘଟଣା ରାଜ୍ୟର ରାଜଧାନୀ ମନୌସଠାରୁ ୪୦୦ କିଲୋମିଟର ଦୂର ବାର୍ସିଲୋସ ପ୍ରଦେଶରେ ଘଟିଛି। ଆମାଜନର ରାଜ୍ୟପାଳ ଓ୍ବିଲସନ ଲିମା ଟୁଇଟ୍ କରି…
ଜେଲେନସ୍କିଙ୍କ କ୍ରିମିୟା ସ୍ଥିତ ଆପାର୍ଟମେଣ୍ଟ ବିକିବ ରୁଷିଆ, ତାଲିକାରେ ୧୦୦ ଅଚଳ ସମ୍ପତ୍ତି…
ମସ୍କୋ/କିଭ,୧୭।୯ : ରୁଷିଆ ଏହାର ଅଧିକୃତ କ୍ରିମିୟା ଦ୍ୱୀପପୁଞ୍ଜରେ ୟୁକ୍ରେନ ନାଗରିକଙ୍କ ସମ୍ପତ୍ତି ବିକ୍ରୟ କରିବ। ଏଗୁଡ଼ିକ ହେଉଛି ଅସ୍ଥାବର ସମ୍ପତ୍ତି, ଯାହାର ମାଲିକମାନେ ୟୁକ୍ରେନରେ ବାସ କରନ୍ତି ଏବଂ ନିବେଶ ଉଦ୍ଦେଶ୍ୟରେ ୨୦୧୪ପୂର୍ବରୁ ଏହି ସମ୍ପତ୍ତି କ୍ରୟ କରିଥିଲେ। ଏଥିସହ…
ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇଲା: ଏସସିଙ୍କ ନିଷ୍ପତ୍ତି ପରେ ୨ ହଜାର ଦୁର୍ନୀତି ମାମଲାର ବିଚାର ହେବ…
ଇସଲାମାବାଦ,୧୭।୯ : ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ଆଇନ ସଂଶୋଧନ ମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନେତାଙ୍କ ବିରୋଧରେ ପ୍ରାୟ ୨ ହଜାର ଦୁର୍ନୀତି ମାମଲା ପୁନଃ ଖୋଲାଯାଇପାରେ। ଜିଓ ନ୍ୟୁଜ…
ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…
କିଭ୍/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ହେବାର ସମ୍ଭାବନା ଦେଖାଯାଉ ନାହିଁ। ସଦ୍ୟତମ ମାମଲାରେ ରୁଷିଆର ଡୋନେଟସ୍କ ଅଞ୍ଚଳରେ…
ଭଗତ ସିଂଙ୍କ ଫାଶୀର ୯୨ ବର୍ଷ ପରେ ପାକିସ୍ତାନରେ ଆଲୋଡ଼ନ: ଲାହୋର ହାଇକୋର୍ଟ ମାମଲାର ପୁନଃ ବିଚାର ପାଇଁ କଲେ ଆପତ୍ତି…
ଲାହୋର,୧୭।୯: ୧୯୩୧ ମସିହାରେ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କୁ ଦିଆଯାଇଥିବା ଦଣ୍ଡ ମାମଲାର ପୁନଃ ବିଚାର କରିବାକୁ ଏବଂ ତାଙ୍କୁ ସରକାରୀ ସ୍ତରରେ ସମ୍ମାନ ପ୍ରଦାନ କରିବାକୁ ଲାହୋର ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି…
ଇୟୁରୁ ଆମେ ଅଲଗା ହୋଇପାରୁ: ଆମେରିକା ଗସ୍ତ ପୂର୍ବରୁ ଏର୍ଦୋଗନଙ୍କ ଚେତାବନୀ…
ଆଙ୍କରା,୧୬।୯ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ ଶନିବାର ୟୁରୋପୀୟ ୟୁନିଅନ(ଇୟୁ)ରୁ ଅଲଗା ହେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ଆଙ୍କରା ୟୁରୋପୀୟ ୟୁନିଅନରୁ ଅଲଗା ହୋଇପାରେ। ପ୍ରକୃତରେ, ତୁର୍କୀର ଲକ୍ଷ୍ୟ ହେଉଛି ୟୁରୋପୀୟ ୟୁନିଅନରେ…
ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ, ୧୨୭ ପାଉଣ୍ଡରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ…
ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ ଶୁଳ୍କ…
ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ
ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ରନ୍ଧନ…
Archives


