ଅନ୍ତର୍ଜାତୀୟ

ବିଜୁଳି କାଟ୍‌-ଚିକିତ୍ସା ଠପ୍‌: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା

ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି।…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୧୨୦ ନବଜାତ ଶିଶୁଙ୍କ ଜୀବନ ବିପଦରେ, ପ୍ରତି ଦିନ ଜନ୍ମ ହେଉଛନ୍ତି ୧୬୦ରୁ ଅଧିକ ଶିଶୁ…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନା ନେଉନି। ୧୮ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧ ଯୋଗୁ ନବଜାତ ଶିଶୁଙ୍କ ଜୀବନ ବିପଦରେ ପଡିଛି। ମିଳିତ ଜାତିସଂଘ ଏକ ଚେତାବନୀ ଦେଇଛି ୧୨୦ ନବଜାତ…

ଇସ୍ରାଏଲ-ହମାସ ସଂଘର୍ଷ ଉପରେ ଆଲୋଚନା ମଧ୍ୟରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା ଉଚିତ୍‌ ଜବାବ

ନୂଆଦିଲ୍ଲୀ,୨୫।୧୦: ଅନ୍ତର୍ଜାତୀୟ ମଞ୍ଚ ଉପରେ ଆଲୋଚନା ମଧ୍ୟରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଉଲ୍ଲେଖ କରିଚାଲିଛି। ମିଳିତ ଜାତିସଂଘ ସାଧାରଣ ସଭା ସମେତ ଅଧିକାଂଶ ମଞ୍ଚରେ ସେ ପ୍ରତ୍ୟେକ ଥର ଭାରତ ପକ୍ଷରୁ ଏହା ଉପରେ ଏକ ଉପଯୁକ୍ତ ଉତ୍ତର ପାଆନ୍ତି।…

ଗାଜା ଯୁଦ୍ଧ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ…

ଯଦି ଚାହୁଁଛ ଶାନ୍ତି, ତେବେ ପଣବନ୍ଦୀଙ୍କୁ ପ୍ରଥମେ କର ମୁକ୍ତ, ହମାସକୁ ଇସ୍ରାଏଲର ଚେତାବନୀ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ଯେଉଁ ସ୍ଥାନଗୁଡିକରେ ଇସ୍ରାଏଲ ନାଗରିକମାନଙ୍କୁ ପଣବନ୍ଦୀ ଭାବେ ରଖାଯାଉଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଗାଜା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛି। ଯେଉଁମାନେ ସୂଚନା ପ୍ରଦାନ କରୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହମାସ…

ମୁଁ ୧୦ ଇହୁଦୀଙ୍କୁ କରିଛି ହତ୍ୟା, ଇସ୍ରାଏଲ ସେନା ଜାରି କଲା ହମାସ ଆତଙ୍କବାଦୀଙ୍କ ରେକର୍ଡିଂ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ଫୋନ ରେକର୍ଡିଂ ଜାରି କରିଛି ଯେଉଁଥିରେ ହମାସ ଆତଙ୍କବାଦୀ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି। ଏହି ଫୋନ କଲରେ ଆତଙ୍କବାଦୀ ୧୦ ଜଣ ଇହୁଦୀଙ୍କୁ ହତ୍ୟା କରିଥିବା ଦାବି…

ହମାସର ପକ୍ଷ ନେବା ଉପରେ ଜାତିସଂଘ ମହାସଚିବଙ୍କ ଉପରେ ବର୍ଷିଲା ଇସ୍ରାଏଲ, କହିଲା ତୁରନ୍ତ ଇସ୍ତଫା ଦିଅନ୍ତୁ 

ଜେରୁଜେଲମ,୨୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ୧୯ ଦିନ ହେବ। ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ୭ ହଜାର ଅତିକ୍ରମ କରିଛି। ଏହି ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ମିଳିତ ଜାତିସଂଘରେ ମଧ୍ୟ ଏହି ଯୁଦ୍ଧ…

‘ମୁଁ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବି’, କାନାଡିୟ ବିରୋଧୀ ଦଳର ନେତାଙ୍କ ବୟାନ

ଓଟାଓ୍ବା,୨୫।୧୦: ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଇତି ମଧ୍ୟରେ କାନାଡା ସଂସଦରେ ବିରୋଧୀଦଳର ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କାନାଡାର କନଜରଭେଟିଭ୍‌ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳର…

ହମାସ-ଇସ୍ରାଏଲ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କଲା ଜାତିସଂଘ

ଓ୍ବାଶିଂଟନ,୨୫।୧୦: ହମାସ-ଇସ୍ରାଏଲ ଯୁଦ୍ଧରେ ଯୁଦ୍ଧବିରାମକୁ ନେଇ ମିଳିତ ଜାତିସଂଘ ମଙ୍ଗଳବାର (୨୪ ଅକ୍ଟୋବର) ଏକ ଉଚ୍ଚ ସ୍ତରୀୟ ବୈଠକ କରି ଯୁଦ୍ଧ ବନ୍ଦ କରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି। ହେଲେ ଇସ୍ରାଏଲ ଏହି ଅନୁରୋଧକୁ ଅସ୍ବୀକାର କରିଛି। ଜାତିସଂଘରେ ଇସ୍ରାଏଲର…

ଜଣଙ୍କୁ ବନ୍ଧକ ରଖିଲେ ୧୦ ହଜାର ଡଲାର ସହ ମିଳୁଛି ଘର, ହମାସ ଆତଙ୍କବାଦୀ କଲେ ସ୍ବୀକାର…

ଜେରୁଜେଲମ,୨୪।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଇସ୍ରାଏଲର ସୁରକ୍ଷା ଏଜେନ୍ସି ଦାବି କରିଛି ହମାସ ଆତଙ୍କବାଦୀଙ୍କୁ ଯଥାସମ୍ଭବ ଇସ୍ରାଏଲର ଲୋକଙ୍କୁ ବନ୍ଧକ ରଖିବା ପାଇଁ ଟାର୍ଗେଟ ଦିଆଯାଇଛି। ଜଣେ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିବା…

“ଭ୍ଲାଡିମିର୍ ପୁଟିନ୍ ସମ୍ପୂର୍ଣ୍ଣ ସୁସ୍ଥ”: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ କଳ୍ପନାକୁ ପ୍ରତ୍ୟାଖ୍ୟାନ ଋଷ

ମସ୍କୋ, ୨୪।୧୦: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳ୍ପନାଜଳ୍ପନାକୁ କ୍ରେମଲିନ୍ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। ପୁଟିନ ସମ୍ପୂର୍ଣ୍ଣ ଭଲ ଥିବା କୁହାଯାଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଷ୍ଟ୍ରପତି ସ୍ୱାସ୍ଥ୍ୟ ସମ୍ବଦିୟ ଖବରକୁ ପ୍ରତ୍ୟାଖାନ…

୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ହେବ ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୪/୧୦: ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?