ଟ୍ରାନ୍ସଜେଣ୍ଡର ମଡେଲ ରିକି ଜିତିଲେ ‘ମିସ୍ ନେଦରଲାଣ୍ଡ୍ସ’ମୁକୁଟ
ଆମଷ୍ଟରଡାମ୍,୧୨।୭: ଚଳିତବର୍ଷର ଟ୍ରାନ୍ସଜେଣ୍ଡର ମଡେଲ ରିକି ଭାଲେରି କୋଲେ ମିସ୍ ନେଦରଲାଣ୍ଡ୍ସ ମୁକୁଟ ଜିତିଛନ୍ତି। ୨୨ ବର୍ଷୀୟା ରିକିଙ୍କ ଘର ବ୍ରେଡା ସହରରେ। ମଡେଲ ସାଙ୍ଗକୁ ରିକି ଜଣେ ଅଭିନେତ୍ରୀ ମଧ୍ୟ। ମିସ୍ ନେଦରଲାଣ୍ଡସ ମୁକୁଟ ଜିତିବା ନେଇ ଏକ...
ଆଇସ୍ଲାଣ୍ଡର ରେକ୍ଜାଭିକ୍ରେ ଲାଭା ଉଦ୍ଗିରଣ
ରେକ୍ଜାଭିକ, ୧୨।୭: ସାଧାରଣ ଭାବେ ଆଗ୍ନେୟଗିରି ଉଦ୍ଗିରଣ ବେଳେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଏ। କିନ୍ତୁ ଆଇସ୍ଲାଣ୍ଡସର ରେକ୍ଜାଭିକ୍ର ଲିଟ୍ଲି ହୃଟୁରରେ ଲାଭା ଉଦ୍ଗିରଣ ଦେଖିବା ଲାଗି ଲୋକଙ୍କ ଭିଡ଼ ଲାଗିଛି। ଅନ୍ୟ ଉଦ୍ଗିରଣ ତୁଳନାରେ ଏହା...
୧୫ ବର୍ଷରେ ଦାରିଦ୍ର୍ୟରୁ ମୁକ୍ତ ହେଲେଣି ୪୧.୫ କୋଟି ଭାରତୀୟ
ଜାତିସଂଘ,୧୨ା୭: ବିଶ୍ୱର ଜନବହୁଳ ଦେଶ ଭାରତରେ ଦାରିଦ୍ର୍ୟ ଧୀରେ ଧୀରେ କମିବାରେ ଲାଗୁଥିବା ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ ମଲ୍ଟିଡାଇମେନ୍ଶନାଲ ପଭର୍ଟି ଇନ୍ଡେକ୍ସ (ଏମ୍ପିଆଇ) ରିପୋର୍ଟରୁ ଜଣାପଡ଼ିଛି। ଗତ ୧୫ ବର୍ଷ ମଧ୍ୟରେ ଦେଶର ୪୧.୫ କୋଟି...
ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!
ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା...
ୟୁରୋପର ସାଇଲେଣ୍ଟ କିଲର୍! ନେଲାଣି ୬୨ହଜାର ଜଣଙ୍କ ଜୀବନ
ମ୍ୟାଡ୍ରିଡ୍,୧୧।୭: ୟୁରୋପର ସାଇଲେଣ୍ଟ କିଲର୍। ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ଏହି ସାଇଲେଣ୍ଟ କିଲର୍ ନେଲାଣି ୬୨ହଜାର ଜଣଙ୍କ ଜୀବନ। ଆମେ କହୁଛୁ ୟୁରୋପର ସାଇଲେଣ୍ଟ କିଲର୍ ଅର୍ଥାତ୍ ଗ୍ରୀଷ୍ମତାପ। ଗତ ବର୍ଷ ୟୁରୋପର ପ୍ରବଳ ଗରମ ଯୋଗୁ...
ପୁଟିନଙ୍କ ୬୦୯ କୋଟିର ବିଳାସପୂର୍ଣ୍ଣ ଟ୍ରେନ ନେଇ ଚର୍ଚ୍ଚା…
ମସ୍କୋ,୧୧।୭ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ସୂଚନା ମିଳିଛି। ପୁଟିନଙ୍କର ଏକ ସୁପର ବିଳାସପୂର୍ଣ୍ଣ ଟ୍ରେନ ଅଛି ଯେଉଁଥିରେ ଜିମ, ସ୍ପା ଠାରୁ ବାଥରୁମ ପର୍ଯ୍ୟନ୍ତ ସୁବିଧା...
ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ହଜାର ଋଷୀୟ
ମସ୍କୋ,୧୧।୭: ଋଷ-ୟୁକ୍ରେନ ଯୁଦ୍ଧକୁ ୫୦୦ଦିନ ପୁରିଛି। ବିଶ୍ୱଯୁଦ୍ଧ ପରେ ଏହି ଦୁଇ ଦେଶର ଯୁଦ୍ଧ ତାଣ୍ଡବଲୀଳାରେ ବିଶ୍ୱ ଥରି ଉଠିଛି। ଦୁଇ ଦେଶର ସେନାଙ୍କ ସମେତ ବହୁ ନାଗରିକ ମାଟିରେ ମିଶିଛନ୍ତି। ୟୁକ୍ରେନକୁ ଆମେରିକା ପରି ପାଶ୍ଚାତ ଦେଶ ଅସ୍ତସ୍ତ୍ରଶସ୍ତ୍ର...
ବିଆରଆଇ ପରିଯୋଜନା ହେବ ତ୍ୱରାନ୍ବିତ: ଚାଇନା-ନେପାଳ ସହମତି…
ବେଜିଂ,୧୧।୭ : ଦେଶରେ ଭିତ୍ତିଭୂମି ନିର୍ମାଣ ପାଇଁ ବିବାଦୀୟ ବେଲ୍ଟ ଏବଂ ରୋଡ ଇନିସିଏଟିଭ ଅଧୀନରେ ଚାଇନା ସରକାର ଘୋଷଣା କରିଥିବା ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ନେପାଳ ଏବଂ ଚାଇନା ମଙ୍ଗଳବାର ଏକ ଚୁକ୍ତି କରିଛନ୍ତି। ୨୦୧୮ ଏବଂ...
ମନି ଲଣ୍ଡ୍ରିଂ ମାମଲାରେ ନିର୍ଦ୍ଧୋଷ ସାବ୍ୟସ୍ତ ହେଲେ ଶେହବାଜଙ୍କ ପୁଅ ସୁଲେମାନ
ଇସଲାମବାଦ,୧୧।୭: ପାକିସ୍ତାନର ଏକ ସ୍ବତନ୍ତ୍ର ଜିଲା କୋର୍ଟ ମନି ଲଣ୍ଡ୍ରିଂ ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପୁଅ ସୁଲେମାନ ଶେହବାଜ ଏବଂ ଅନ୍ୟ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ପିକେଆର୍ର ୧୬ ବିଲିୟନ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଶୁଣାଣି...
ଆଇଏସଆଇ ଓ ପାକିସ୍ତାନୀ ସେନାଙ୍କ ଟାର୍ଗେଟରେ ଇମ୍ରାନଙ୍କ ଘନିଷ୍ଠ ଧନିକ ସହଯୋଗୀ
ଇସଲାମବାଦ,୧୧।୭:ପାକିସ୍ତାନର ପୂବତନ ପ୍ରଧାନମନ୍ତ୍ରୀ ଦିନକୁ ଦିନ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି। ବିଭିନ୍ନ ଆପରଧିକ ମାମଲାରେ ସହ ଇମ୍ରାନ ମଙ୍ଗଳବାର ଯାଞ୍ଚ ଟିମ୍ ସାମ୍ନାରେ ହାଜର ହୋଇଛନ୍ତି। ତେବେ ଇମ୍ରାନ ଖାନଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି...
ଭାରତ ପାଇଁ ଖୁସି ଖବର, ୟୁଏନଡିପି ରିପୋର୍ଟ: ଭାରତରେ କମିଛି ଗରିବୀ
ଓ୍ବାଶିଂଟନ୍,ନୂଆଦିଲ୍ଲୀ,୧୧।୭: ଭାରତ ପାଇଁ ଖୁସି ଖବର। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା...
ଯାଞ୍ଚ ଟିମ୍ ସାମ୍ନାରେ ହାଜର ହେଲେ ଇମ୍ରାନ
ଇସଲାମବାଦ,୧୧।୭: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ ଥମିବାର ନାଁ ନେଉନାହିଁ। ୧୨ଟି ଅପରାଧିକ ମାମଲାରେ ତାଙ୍କ ବୟାନି ରେକର୍ଡ କରିବାକୁ ଇମ୍ରାନ ଖାନ ଦୁଇଟି ଯାଞ୍ଚ ଟିମ୍ ନିକଟରେ ହାଜର ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ପେନାଲ...
Archives


