ରୁଷିଆ ଆକ୍ରମଣରେ କମ୍ପିଲା ୟୁକ୍ରେନ ସହର ଲଭିଭ, ଗୋଦାମରେ ଅଗ୍ନିକାଣ୍ଡ, କେତେକ ଲୋକ ଆହତ
କିଭ୍,୧୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ରୁଷିଆର ଏୟାର ଷ୍ଟ୍ରାଇକ୍ରେ ଜଣେ ବ୍ୟକ୍ତି…
ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଆମେରିକା,କହିଲା ଆମେ ସମସ୍ତେ ମୋଦିଙ୍କ ନିକଟରେ କୃତଜ୍ଞ
ଓ୍ବାଶିଂଟନ,୧୯।୯: ଭାରତ ଏଥର ଖୁବ ଭାଲ ଭାବରେଜି-୨୦ର ଅଧ୍ୟକ୍ଷତା କରିଛି। ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ସମସ୍ତ ଦେଶର ନେତା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…
୧୪୩ ବର୍ଷରେ ୨୦୨୩ ସବୁଠୁ ଉତ୍ତପ୍ତ
ନ୍ୟୁୟର୍କ,୧୯ା୯:ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଘଟିବାରେ ଲାଗିଛି। ପରିଣାମ ସ୍ବରୂପ ଅନିୟମିତ ବର୍ଷା ହେଉଥିବାବେଳେ ସ୍ବାଭାବକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ…
ଇରାନ କବଳରୁ ମୁକୁଳିଲେ ୫ ଆମେରିକୀୟ ନାଗରିଗ, ବାଇଡେନ କହିଲେ ଜାରି ରହିବ ଇରାନ ଉପରେ ଜରିମାନା
ଓ୍ବାଶିଂଟନ,୧୯।୯: ଇରାନ ୫ଜଣ ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଏକ ଅଦଳ ବଦଳ ଚୁକ୍ତି ଭାବରେ ଏମାନଙ୍କୁ ମୁକ୍ତ କରାଯାଇଛି। ଇରାନ ଦ୍ୱାରା ୫ ଜଣ ଆମେରିକୀୟ ନାଗରିକ ମୁକ୍ତ ହୋଇଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ନାଗରିକଙ୍କ ମୁକ୍ତିକୁ…
ଆମେରିକାର ଯୁଦ୍ଧ ବିମାନ ଏଫ-୩୫ର ମିଳିଲା ଧ୍ୱଂସାବଶେଷ, ପାଇଲଟ ସୁରକ୍ଷିତ
ଓ୍ବାଶିଂଟନ,୧୯।୯: ରବିବାର ଆମେରିକାରେ ନିଖୋଜ ହୋଇଯାଇଥିବା ଏଫ-୩୫ ଯୁଦ୍ଧ ବିମାନର ଆବର୍ଜନା ଦେଖିବାକୁ ମିଳିଛି। ମେରାଇନ କର୍ପସର ମିଳିତ ବେସ ଚାର୍ଲଷ୍ଟନ କହିଛନ୍ତି ଯେ ଦକ୍ଷିଣ କାରୋଲିନାର ୱିଲିୟମ୍ସବର୍ଗ କାଉଣ୍ଟିରେ ଏଫ-୩୫ ଯୁଦ୍ଧ ବିମାନର ଧ୍ୱଂସାବଶେଷ ମିଳିଛି। ନ୍ୟୁଜ ଏଜେନ୍ସି ଏପି…
ପାକିସ୍ତାନ: ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ହ୍ରାସ କରିବାକୁ ଆବେଦନ ଉପରେ ବିଚାର କରିବେ ପୂର୍ଣ୍ଣ ଖଣ୍ଡପୀଠ, ୧୫ ଜଜ ସାମିଲ
ଇସଲାମାବାଦ,୧୯।୯: ପାକିସ୍ତାନର ନୂତନ ପ୍ରଧାନ ବିଚାରପତି (ସିଜେପି) କାଜି ଫାଏଜ ଇସା ସୋମବାର କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ସେ ସୁପ୍ରିମକୋର୍ଟ (ଅଭ୍ୟାସ ଏବଂ ପ୍ରକ୍ରିୟା) ଅଧିନିୟମ ୨୦୨୩ କୁ ଚ୍ୟାଲେଞ୍ଜ କରୁଥିବା ୯ଟି ଆବେଦନ ଉପରେ ଶୁଣାଣି କରିବା ପାଇଁ…
ଚାଇନାର ଡେଙ୍ଗ ଭଳି ଭାରତକୁ ଆର୍ଥିକ ମହାଶକ୍ତି ଭାବେ ପ୍ରସ୍ତୁତ କରୁଛନ୍ତି ମୋଦି, ଆମେରିକା ନିବେଶକ ତଥା ଲେଖକ ଡାଲିଓଙ୍କ ଦାବି
ଓ୍ବାଶିଂଟନ,୧୯।୯: ଆମେରିକାର ପ୍ରସିଦ୍ଧ ନିବେଶକ ତଥା ଲେଖକ ରାଇ ଡାଲିଓ କହିଛନ୍ତି ଯେ ୧୯୭୮ ରୁ ୧୯୮୯ ମଧ୍ୟରେ ଚାଇନାରେ ଅର୍ଥନୈତିକ ବିପ୍ଳବ ସୃଷ୍ଟି କରି ଚାଇନା ଏକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ…
ମଣିପୁରରେ ଏକତା ପାଇଁ ଆମେରିକାରେ ରାଲି
ଓ୍ବାଶିଂଟନ,୧୯।୯: ମଣିପୁରରେ ଦୀର୍ଘ ୪ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହିଂସା ଜାରି ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଏକତା ଆଣିବା ପାଇଁ ଆମେରିକାରେ ରାଲି ଅନୁଷ୍ଠିତ ହୋଇଛି। ସେଠାରେ ରହୁଥିବା ଜୋ ସମ୍ପ୍ରଦାୟ ଭାରତୀୟ ଦୂତାବାସ ଆଗରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି। ହିଂସା…
ଖଲିସ୍ତାନୀ ନେତାଙ୍କୁ ହତ୍ୟା ମାମଲାରେ ଥାଇପାରେ ଭାରତର ହାତ: କାନାଡା ପ୍ରଧାନମନ୍ତ୍ରୀ
ଓଟାଓ୍ବା,୧୯।୯: କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। କାନାଡା ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହି ବହିଷ୍କାର ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାର ହତ୍ୟା ମାମଲାର ତଦନ୍ତ ସହ ଜଡିତ ରହିଛି। କାନାଡା ସରକାର…
ତାଇଓ୍ବାନ୍କୁ ୧୦୩ ଯୁଦ୍ଧ ବିମାନ ପଠାଇଲା ଚାଇନା
ତାଇପେଇ,୧୯ା୯: ଚାଇନା ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ତାଇଓ୍ବାନ୍କୁ ୧୦୩ ଯୁଦ୍ଧବିମାନ ପଠାଇ ଭୟର ବାତାବରଣ ସୃଷ୍ଟି କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ରବିବାର ସକାଳ ୬ରୁ ସୋମବାର ସକାଳ ୬ ମଧ୍ୟରେ ଏହି ବିମାନଗୁଡ଼ିକୁ ଦେଖିବାକୁ ମିଳିଥିଲା ବୋଲି ତାଇଓ୍ବାନ…
ପ୍ରଥମ ମିସ୍ ୟୁନିଭର୍ସ ପାକିସ୍ତାନ ହେଲେ ଏରିକା ରବିନ, ଉପଲବ୍ଧିକୁ ନେଇ ଉତ୍ସବ ବଦଳରେ କରାଯାଉଛି ସମାଲୋଚନା
ଇସଲାମାବାଦ,୧୮।୯: ପାକିସ୍ତାନର କରାଚିରେ ରହୁଥିବା ଏରିକା ରବିନ ‘ମିସ୍ ୟୁନିଭର୍ସ ପାକିସ୍ତାନ ୨୦୨୩’ର ଟାଇଟଲ ଜିତିଛନ୍ତି । ସେ ଏହି ଟାଇଟଲ ଜିତିଥିବା ଦେଶର ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ଏରିକାଙ୍କ ବିଜୟକୁ ନେଇ ଘରେ ଉତ୍ସବ ନୁହେଁ, ବରଂ ଝିଅଙ୍କୁ…
ଆମେରିକା ନୈସେନାର ଯୁଦ୍ଧ ବିମାନ ନିଖୋଜ, ସାଧାରଣ ଜନତାଙ୍କୁ ଏହି ନିବେଦନ କଲେ ସେନା ଅଧିକାରୀ
ଓ୍ବାଶିଂଟନ୍,୧୮।୯: ଆମେରିକା ନୈସେନାର ଯୁଦ୍ଧ ବିମାନ ଏଫ୍-୩୫ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଛି। ଏହା ପରେ ଆମେରିକାର ସାମରିକ ଅଧିକାରୀମାନେ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଏହି ନିଖୋଜ ଯୁଦ୍ଧ ବିମାନ ଖୋଜିବାରେ ସାହାଯ୍ୟ ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି।…
Archives


