ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ
ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ...
ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍ଚେଟ୍ଟି
ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍ମିରାଲ୍ ଲିସା ଫ୍ରାନ୍ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନେଭିର ପାସିଫିକ୍ ଫ୍ଲିଟ୍ କମାଣ୍ଡର ଥିବା ଆଡ୍ମିରାଲ୍ ସାମୁଏଲ୍...
କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ
ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ...
‘ନିର୍ବାଚନରେ ମୋର ଜିତିବାକୁ ନେଇ ଡରୁଛନ୍ତି ଶହବାଜ ସରକାର’, ଏଜେଣ୍ଡା ଚଳାଉଥିବା ଅଭିଯୋଗ ଆଣିଲେ ଇମ୍ରାନ୍
ଇସଲାମାବାଦ,୨୨।୭: ପାକିସ୍ତାନରେ ରାଜନନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନର ମିଳିତ ସରକାର ଏବଂ ବିରୋଧୀ ଦଳର ନେତା ଇମ୍ରାନ୍ ଖାନଙ୍କ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଦଳ ମଧ୍ୟ ଇମ୍ରାନ୍ ଖାନଙ୍କୁ ଗିରଫ କରାଇସାରିଛନ୍ତି, ଯାହା...
ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ଦାବି, ନୱାଜ ଶରିଫ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୨୨।୭: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ଖାୱଜା ଆସିଫ କହିଛନ୍ତି ଯେ, ଦଳର ସର୍ବୋଚ୍ଚ ନେତା ନୱାଜ ଶରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନ୍ୟୁଜ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନୱାଜ ଶରିଫ କେବଳ ଫେରିବେ...
ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର
ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏନେଇ ସେମାନେ ଶନିବାର ଠାରୁ ଦେଶବ୍ୟାପୀ ଧର୍ମଘଟ...
ପୁଣି ନକଲି କଫ୍ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ
ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ଗାମ୍ବିଆ, ଉଜବେକିସ୍ତାନ ଏବଂ ଇଣ୍ଡୋନେସିଆରେ କଫ୍ ସିରପ ପିଇ...
ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ
ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍ ୨୫ ଜୁନ୍ରେ ଦେଖାଯାଇଥିଲା ତେବେ ଏହାରି ଭିତରେ ସୂଚନା ମିଳିଛି କି, ଚାଇନାର ବୈଦେଶିକ ମନ୍ତ୍ରଣାଳୟ...
ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ
ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଦେଶ ବର୍ତ୍ତମାନ ବୃହତ୍ତ ଜନସଂଖ୍ୟା ଦେଶ ନୁହେଁ...
ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ
ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ ନେଇ କୁହାଯାଇଛି କି ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଡେଙ୍ଗୁ କରାଉଥିବା ମଶାଙ୍କୁ...
ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ
ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି...
ପ୍ରେମିକାଙ୍କ ସହ ୩୦୭୪ ଫୁଟ ଉଚ୍ଚ ସେଣ୍ଟ୍ରାଲ ଓରେଗନ ପର୍ବତ ଚଢୁଥିବା ଛାତ୍ରଙ୍କର ମୃତ୍ୟୁ
ବେଂଡ(ଆମେରିକା),୨୧।୭: ଓରେଗନର କ୍ୟାସକେଡ ପର୍ବତରେ ନର୍ଥ ସିଷ୍ଟରର ଶିଖର ନିକଟରେ ଶହ ଶହ ଫୁଟ ତଳକୁ ଖସିପଡିବାରୁ ୨୧ ବର୍ଷୀୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଛାତ୍ରଙ୍କ ମୃତଦେହ ଗୁରୁବାର ମିଳିଛି। ହେଲେ ଏହା ଯେଉଁଠାରେ ପଡିଛି ସେପର୍ଯ୍ୟନ୍ତ ପହଞ୍ଚିବା...
Archives


