ଡରିଗଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୧୦।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଇସ୍ରାଏଲକୁ ସବୁବେଳେ ସମର୍ଥନ ଦେଇଆସିଥିବା ଆମେରିକା କହିଛି ଯେ ଯୁଦ୍ଧ ପରେ ଯଦି ଇସ୍ରାଏଲ ଗାଜାକୁ କାବୁ…
କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
ଇସଲାମାବାଦ,୯।୧୧: ପାକିସ୍ତାନ ସରକାର ଗୁରୁବାର ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମାଲିର ଜେଲରୁ ମୁକ୍ତ କରିଛନ୍ତି। ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା କୁହାଯାଇଛି , ଭାରତୀୟ ମତ୍ସ୍ୟଜୀବୀମାନେ କଡ଼ା ସୁରକ୍ଷା ମଧ୍ୟରେ ଅଲ୍ଲାମା ଇକବାଲ ଏକ୍ସପ୍ରେସ ଟ୍ରେନରେ…
ଗାଜାରେ ଏବେ ଲୋକଙ୍କ ଘରେ ମଣିଷ ନୁହେଁ ଗଚ୍ଛିତ ରହୁଛି ଅସ୍ତ୍ରଶସ୍ତ୍ର
ଗାଜା ପଟ୍ଟି,୯।୧୧: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୩୫ ଦିନ ହେବାକୁ ଯାଉଛି। ଗାଜା ସହରକୁ ଦୁଇ ଭାଗ କରିବା ପରେ ଇସ୍ରାଏଲ ସେନା ହମାସ ବିରୁଦ୍ଧରେ ଯୁଦ୍ଧ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ମଙ୍ଗଳବାର ୧୫ହଜାରରୁ ଅଧିକ ଲୋକ ଉତ୍ତର ଗାଜା…
ଆମେରିକାର ଜିମ୍ରେ ଭାରତୀୟ ଛାତ୍ରଙ୍କୁ ଛୁରିଭୁସି ହତ୍ୟା
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୯ା୧୧: ଆମେରିକାର ଚିକାଗୋ ସହର ଇଣ୍ଡିଆନାରେ ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କୁ ଗତ ୨୯ ତାରିଖରେ ଛୁରିଭୁସି ଆକ୍ରମଣ କରାଯାଇଥିଲା। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବରୁଣ ରାଜ…
ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଭାରତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା
ନୂଆଦିଲ୍ଲୀ,୯।୧୧: ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ଲ୍ୟୋଡ ଅଷ୍ଟିନ ଗୁରୁବାର ଦିନ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହାରି ଖବର ସାମ୍ନାକୁ ଆସିଛି ଯେ ଆମେରିକା ଇସ୍ରାଏଲକୁ ସ୍ପାଇସ ବୋମା ଭଳି ମାରାତ୍ମକ…
ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର
ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଏକ…
ଆଠ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡାଦେଶ ବିରୋଧରେ ଅପିଲ କଲା ଭାରତ ମିଳିଲା କନସୁଲାର ଆକ୍ସେସ
ଦୋହା,୯।୧୧: ନିକଟରେ କାତାରରେ ଆଠ ଜଣ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡରେ ଭାରତର ଆଇନ ଟିମ ଏକ ଆବେଦନ କରିଛନ୍ତି। ନିକଟରେ ପୂର୍ବତନ ଦୂତାବାସ କର୍ମଚାରୀଙ୍କୁ ଭେଟିବା ପାଇଁ ଭାରତୀୟ ଦୂତାବାସକୁ ମଧ୍ୟ କନସୁଲାର ସୁବିଧା ଦିଆଯାଇଥିଲା। ଗୁରୁବାର…
ଦୌଡ଼ିବା ବେଳେ ବ୍ୟକ୍ତିଙ୍କୁ ଆସିଲା ହାର୍ଟ ଆଟାକ୍: ସ୍ମାର୍ଟୱାଚ୍ ବଞ୍ଚାଇଦେଲା ଜୀବନ
ନୂଆଦିଲ୍ଲୀ,୯।୧୧: ବର୍ତ୍ତମାନ ସମୟରେ ବହୁଳ ଲୋକପ୍ରିୟ ସ୍ମାର୍ଟୱାଚ୍ ରେ ଅନେକ ପ୍ରକାର ସୁବିଧା ଉପଲବ୍ଧ ରହିଛି। ଏହି ସ୍ମାର୍ଟୱାଚ୍ ହକି ୱେଲସ୍ ର ସିଇଓ ପଲ ୱାଫାମଙ୍କ ଜୀବନ ବଞ୍ଚାଇଛି। ପଲ ପ୍ରାତଃ ସମୟରେ ବାହାରକୁ ଦୌଡିବାକୁ ଯାଇଥିଲେ, ଯେଉଁ ସାନୟରେ…
୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ
ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି। ଯୁଦ୍ଧ…
୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ବିମାନବନ୍ଦରରେ ଡ୍ୟାନ୍ସ କଲେ ପ୍ରେମିକା, ଭାଇରାଲ ହେଉଛି ଭିଡିଓ
ଓଟାଓ୍ବା,୯ା୧୧: କୁହାଯାଏ, ପ୍ରେମରେ ଥିବା ଲୋକମାନେ ପ୍ରାୟତଃ ନିଜ ସାଥୀମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବା ପାଇଁ ଅନନ୍ୟ ଉପାୟ ଖୋଜିଥାନ୍ତି। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ନିଜ ସାଥୀଙ୍କୁ…
୩୩ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ, ଚାରିଆଡେ ମୃତଦେହ ଗଦା…
ଜେରୁଜେଲମ,୯।୧୧ : କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି। ଯେଉଁ କାରଣରୁ ସାଧାରଣ ଲୋକ ମଧ୍ୟ…
ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପାର୍ଲାମେଣ୍ଟ ହିଲ୍ରେ ଉଡିଲା ଓମ୍ ଥିବା ପତାକା
ଅଟାଓ୍ବା, ୯।୧୧: ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ। କିନ୍ତୁ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାଓ୍ବାର ପାର୍ଲାମେଣ୍ଟ ହିଲ୍ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି ଦୀପାବଳି…

