‘ପୂର୍ବରୁ ଭାରତ ସହିତ ଏଭଳି ଗଭୀର ସମ୍ପର୍କ ନ ଥିଲା’
ଓ୍ବାଶିଂଟନ୍,୧୪।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଆମେରିକା ସମ୍ପର୍କ ସମ୍ପର୍କରେ ଏକ ବୟାନ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ…
ରାଷ୍ଟ୍ରପତି ହେଲେ ବନ୍ଦ ହେବ ଏଫବିଆଇ, ୭୫ ପ୍ରତିଶତ ଫେଡେରାଲ କର୍ମଚାରୀ ଦେଖିବେ ବାହାରର ରାସ୍ତା, ବିବେକ ରାମସ୍ବାମୀଙ୍କ ଦାବି
ଓ୍ବାଶିଂଟନ,୧୪।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ଦାବି କରୁଥିବା ଭାରତୀୟ ମୂଳ ଆମେରିକୀୟ ବିବେକ ରାମସ୍ବାମୀ ଏକ ଚକିତ କରିବା ଭଳି କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ସେ ୨୦୨୪ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ…
ଏହି ଡର ଯୋଗୁ ନିଜ ଟଏଲେଟ୍ ସିଟ୍ ସାଙ୍ଗରେ ନେଇ ଯାତ୍ରା କରିଥାନ୍ତି ନାନାଶାହ କିମ୍ ଜଙ୍ଗ ଉନ୍, ଜାଣିଲେ ଚକିତ ହେବେ…
ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ରୁଷିଆ ଗସ୍ତରେ ପହଞ୍ଚିଛନ୍ତି। ନିଜର ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଦୀର୍ଘଦିନର ଯାତ୍ରା କରି ସେ ମସ୍କୋ ପହଞ୍ଚିଥିଲେ। ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ସେ ଭେଟିଛନ୍ତି। ତେବେ ନାନାଶାହା କିମ୍ ଜଙ୍ଗ୍…
ଲିବିୟାର ବିନାଶକାରୀ ବନ୍ୟା ନେଲାଣି ୬୦୦୦ ଜୀବନ, ୧୦ ହଜାରରୁ ଅଧିକ ନିଖୋଜ!
ତ୍ରିପୋଲି,୧୪।୯: ଲିବୟାରେ ଭୟଙ୍କର ବନ୍ୟା ଲୋକଙ୍କ ପାଇଁ ବିପର୍ଯ୍ୟୟ ପାଲଟିଛି। ସିଏନଏନ ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦ହଜାରରୁ ଅଧିକ ଲୋକ ନିଖୋଜ ହେବାର ଆଶଙ୍କା କରାଯାଉଛି। ତ୍ରିପୋଲିରେ ୟୁନିଟ…
ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ଚିଠି ଲେଖିଲେ ପାକିସ୍ତାନ ରାଷ୍ଟ୍ରପତି
ଇସଲାମାବାଦ,୧୪।୯: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ସମ୍ପର୍କରେ ରାଷ୍ଟ୍ରପତି ଆରିଫ ଅଲଭି ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠି ଲେଖି ନଭେମ୍ବର ୬ ସୁଦ୍ଧା ନିର୍ବାଚନ କରିବାକୁ ରାଷ୍ଟ୍ରପତି ଆରିଫ କହିଛନ୍ତି।…
ଭାରତର ମଧ୍ୟପ୍ରାଚ୍ୟ କରିଡରକୁ ନେଇ ଚିନ୍ତାରେ ପାକିସ୍ତାନ: ତୁର୍କୀ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ
ଆଙ୍କରା,୧୪।୯: ଭାରତ ଆମେରିକା, ସାଉଦି ଆରବ ଓ ୟୁଏଇ ସହଯୋଗରେ ମଧ୍ୟପ୍ରାଚ୍ୟ କରିଡର ବା ରେଳ ସଂଯୋଗ କରିବାକୁ ଯାଉଛି। ପାକିସ୍ତାନର ଏହା ଚିନ୍ତାର କାରଣ ସାଜିଛି । ତେବେ ଏହାରି ଭିତରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର…
କ୍ରେନ୍ ଖସି ୬ ମୃତ, ୫ରୁ ଅଧିକ ଆହତ
ବେଜିଂ,୧୪ା୯: ଚାଇନାର ଜିଆଙ୍ଗ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସିଚୁଆନ ପ୍ରଦେଶର ରାଜଧାନୀ ଜିଆନୟାଙ୍ଗରେ ଏକ କ୍ରେନ୍ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିଆଙ୍ଗ ସହରର ତୁଓ ନଦୀ ଉପରେ ଏକ ଏକ୍ସପ୍ରେସଓ୍ବେ ବ୍ରିଜ୍ ନିର୍ମାଣ ସମୟରେ ବୁଧବାର…
ଏଲନ୍ ମସ୍କଙ୍କୁ କଡ଼ା ସମାଲୋଚନା କଲା ତାଇଓ୍ବାନ
ତାଇପେ,୧୪ା୯: ତାଇଓ୍ବାନର ବୈଦେଶିକ ମନ୍ତ୍ରଣାଳୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ମାଲିକ ଏଲନ୍ ମସ୍କଙ୍କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ତାଇଓ୍ବାନ ବିକ୍ରି ପାଇଁ ନୁହେଁ କି ଚାଇନାର ଅଂଶ ନୁହେଁ।…
ବିରୋଧ ପ୍ରଦର୍ଶନବେଳେ ଗାଜା ସୀମାରେ ବିସ୍ଫୋରଣ, ୫ପାଲେଷ୍ଟାଇନ ନାଗରିକ ମୃତ
ଗାଜା,୧୪।୯: ଅନେକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲର ଜେଲରେ ଥିବାରୁ ଇସ୍ରାଏଲ ଏବଂ ଗାଜା ସୀମାରେ ଗତ କିଛି ମାସ ଧରି ଶାନ୍ତିପୂର୍ଣ୍ଣ ବିେରୋଧ ପ୍ରଦର୍ଶନ ହେଉଥିଲା। କିନ୍ତୁ ଧିରେ ଧିରେ ତାହା ତୀବ୍ର ହେବାକୁ ଲାଗିଲା। ତେବେ ବୁଧବାର ବିସ୍ଫୋରଣରେ ଘଟଣାସ୍ଥଳରେ…
ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ
କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗତ…
ଆମେରିକାରେ ପୋଲିସ ଅଧିକାରୀଙ୍କ ଗାଡିରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ
ଓ୍ବାଶିଂଟନ୍,୧୪।୯: ଆମେରିକାର ସିଆଟେଲରେ ଚଳିତ ବର୍ଷ ଜାନୁଆରୀରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଭାରତୀୟ ୨୩ବର୍ଷିୟା ଛାତ୍ରୀ ଜାନଭୀ କାଣ୍ଡୁଲାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଅଧିକାରୀ ହସିବା ସହ ଛାତ୍ରୀଙ୍କ ମୃତ୍ୟୁକୁ ପରିହାସ କରିଥିଲେ। ଏହି ଦୃଶ୍ୟ…
ରାଷ୍ଟ୍ରପତି କିଛି ଭୁଲ କରି ନାହାନ୍ତି: ମହାଭିଯୋଗ ନେଇ କହିଲା ହ୍ବାଇଟ ହାଉସ…
ଓ୍ବାଶିଂଟନ,୧୪।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ଜୋ ବାଇଡେନ ମଧ୍ୟ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍ ଆରମ୍ଭ କରିବା ପ୍ରସ୍ତାବକୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାର୍ଥି ଅନୁମୋଦନ କରିଛନ୍ତି। ତେବେ…
Archives


