ପାକିସ୍ତାନୀ ହିନ୍ଦୁ ଏମ୍ପିଙ୍କ ଅପିଲ୍: ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି, ଆମକୁ ରକ୍ଷା କର
ଇସଲାମାବାଦ୍,୨୮।୭: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଜଣେ ହିନ୍ଦୁ ଏମ୍ପି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ। ଏମ୍ପି କେସୁ...
ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୪୭ ମୃତ, ୫୭ ଆହତ
ଇସଲାମାବାଦ,୨୮ା୭: ପ୍ରବଳ ବନ୍ୟା ଯୋଗୁ ଆଫଗାନିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଦେଶରେ ବନ୍ୟା ଯୋଗୁ ଅତି କମ୍ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ସେଠାରେ ୪୧ ଜଣ ନିଖୋଜ ଅଛନ୍ତି।...
ସେନା ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଲା ସିନେଟ
ଇସଲାମାବାଦ,୨୭।୭: ପାକିସ୍ତାନ ସିନେଟ ଗୁରୁବାର ପାକିସ୍ତାନୀ ସେନା ଅଧିନିୟମ, ୧୯୫୨ରେ ସଂଶୋଧନ ପାଇଁ ଏକ ବିଲ ପାସ୍ କରିଛି। ଯିଏ ଦେଶର ସୁରକ୍ଷା ଏବଂ ସେନାବାହିନୀ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରେ, ସେଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ...
ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ
ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି...
ପାକିସ୍ତାନରେ ନସରୁଲ୍ଲା ତାଙ୍କ ବନ୍ଧୁଙ୍କ ସହ ବୁର୍ଖା ପିନ୍ଧି ଖାଉଛନ୍ତି ଅଞ୍ଜୁ, ଫଟୋ ଭାଇରାଲ
ଇସଲାମାବାଦ,୨୭।୭: ବନ୍ଧୁ ନସରୁଲ୍ଲାଙ୍କ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥି ସହିତ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ...
ମା’ଙ୍କ ସହ ଝଗଡ଼ା କରି ହୋଟେଲ ସୋଫାରେ ନିଆଁ ଲଗାଇଦେଲେ ନାବାଳକ, ଜଳିଗଲା ପୂରା ହୋଟେଲ
ଓ୍ବାଶିଂଟନ,୨୭ା୭: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଜଣେ ୧୬ ବର୍ଷୀୟ ନାବାଳକ ତାଙ୍କ ମା’ ସହିତ ଝଗଡ଼ା କରିବା ପରେ ହୋଟେଲ ସୋଫାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସାରା ହୋଟେଲରେ ନିଆଁ ଲାଗିଯାଇଥିଲା।...
ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଞ୍ଚିଲେ ଚାଇନା ମହିଳା
ଇସଲାମାବାଦ,୨୭।୭: ଆଜିକାଲି ସୀମା ପାର୍ର ପ୍ରେମ କାହାଣୀ ଲାଇମଲାଇଟ୍ରେଅଛି। ପ୍ରଥମେ ସୀମା ହାୟଦାର ଏବଂ ଅଞ୍ଜୁ ପରେ ବର୍ତ୍ତମାନ ଜଣେ ଚାଇନା ମହିଳାଙ୍କ ମାମଲା ସାମ୍ନାକୁ ଆସିଛି। ପାକ୍ ପୋଲିସ ଗୁରୁବାର କହିଛି ଯେ ଜଣେ ଚାଇନା ମହିଳା ନିଜ...
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୭ ଆହତ
ମସ୍କୋ,୨୭ା୭: ସାଇବେରିଆରେ ଗୁରୁବାର ରୁଷିଆର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ରୁଷିଆର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି। ରୁଷିଆର ଜରୁରୀକାଳିନ ମନ୍ତ୍ରଣାଳୟର ଅଲଟାଇ ଶାଖା କହିଛି, ଦକ୍ଷିଣ...
ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣି ଦେଲେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ
ଇସଲାମାବାଦ,୨୭।୭: ସଂସଦର ମିଳିତ ଅଧିବେଶନରେ ପାକିସ୍ତାନର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମହିଳା ନେତାଙ୍କ ବିରୋଧରେ ଯୌନ ସମ୍ପର୍କ ତଥା ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନା କରିଛନ୍ତି।...
ସିନିଆଦ-ଓ-କର୍ନରଙ୍କ ପରଲୋକ
ଡବଲିନ,୨୭।୭: ଆଇରିସ ସିଙ୍ଗର ଓ ସଙ୍ଗ ରାଇଟର ସିନୈଡ ମେରି ବର୍ନାଡିଜ ଓ କର୍ନରଙ୍କ ପରଲୋକ ହୋଇଛି। ସେ ‘ଲାୟନ ଆଣ୍ଡ ଦ କୋବରା’ ଆଲବମ ଜରିଆରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ ୫୬...
୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଲାଗିଲା ନିଆଁ, ବୁଡିଯିବା ସମ୍ଭାବନା, ଜଣେ ଭାରତୀୟ ମୃତ, ୨୦ ଆହତ
ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ...
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ ଜୋନ ଉନ
ସିଓଲ,୨୭।୭: ଉତ୍ତର କୋରିଆ ନେତା କିମ ଜୋନ ଉନ ସାମରିକ ପ୍ରସଙ୍ଗ ଓ ଆଞ୍ଚଳିକ ସୁରକ୍ଷାକୁ ନେଇ ଚର୍ଚ୍ଚା କରିବାକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟିଛନ୍ତି। କୋରିଆ ଗଣମାଧ୍ୟମ ଗୁରୁବାର କହିଛି ଯେ ଉତ୍ତର କୋରିଆରେ ବିଜୟ...
Archives


