ଅନ୍ତର୍ଜାତୀୟ

ପ୍ରଥମ ପ୍ରାଇଭେଟ ରକେଟ୍‌ର ସଫଳ ଉତ୍‌କ୍ଷେପଣ କଲା ସ୍ପେନ୍‌

ମାଡ୍ରିଡ୍‌,୭ା୧୦: ସ୍ପେନର ଏକ କମ୍ପାନୀ ସ୍ପେନକୁ ଦୂରଦୂରାନ୍ତ ଦେଶଗୁଡିକର ସ୍ବତନ୍ତ୍ର କ୍ଲବରେ ଆଣିବା ଦିଗରେ ଏକ ପଦକ୍ଷେପ ନେଇ ଶନିବାର ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ଉତ୍‌କ୍ଷେପଣ କରିଛି। କମ୍ପାନୀ ପିଏଲ୍‌ଡି ସ୍ପେସ ଅନୁଯାୟୀ, ଛୋଟ ଏମ୍‌ଆଇୟୁଆରଏ-୧ ରକେଟ ଦକ୍ଷିଣ ଆଣ୍ଡାଲୁସିଆର…

ଅଷ୍ଟ୍ରେଲିଆ ବିଲିୟନେଆର ଆନ୍ଥୋନୀଙ୍କୁ ପରମାଣୁ ବୁଡାଜାହଜ,ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଦେଇଛନ୍ତି ଟ୍ରମ୍ପ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିବାଦ ପିଛା ଛାଡୁ ନାହିଁ। ରାଷ୍ଟ୍ରପତି ପଦ ଛାଡିବାର ପ୍ରାୟ ତିନିମାସ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରମାଣୁ ବୁଡ଼ାଜାହାଜ ସହ ଜଡିତ ସମ୍ବେଦନଶୀଳ ସୂଚନା ଅଷ୍ଟ୍ରେଲିଆ ବିଲିୟନେୟାର ଓ ବଢ ବ୍ୟବସାୟୀ ଆନ୍ଥୋନୀ…

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଲେ-‘ଯୁଦ୍ଧରେ ଆମେ ଜିତିବୁ’

ଜେରୁଜେଲମ୍‌,୭।୧୦: ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଆରମ୍ଭ କରିଛି। ପ୍ରଥମେ ହମାସ ପକ୍ଷରୁ ୫ ହଜାରରୁ ଅଧିକ ରକେଟ ମାଡ଼ କରାଯିବା ପରେ…

ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବରେ ଖାଇବାର ରହିଛି ପରମ୍ପରା

ବ୍ରସେଲ୍ସ,୭।୧୦: ଇଉରୋପୀୟମାନେ ଇତିହାସରେ କିପରି ଜୀବନ ବିତାଉଥିଲେ ଏନେଇ ଏକ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ଅଧ୍ୟୟନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି, ପ୍ରାୟ ୧୫ହଜାର ବର୍ଷ ପୂର୍ବେ ୟୁରୋପୀୟମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାରରେ କବର…

ଅପରେଶନ ଅଲ-ଆକସା ଫ୍ଲଡ ବନାମ ଅପରେଶନ ଆଇରନ ସୋର୍ଡ: ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡ଼ରେ ଇସ୍ରାଏଲ ଧ୍ୱଂସ ବିଧ୍ୱସ୍ତ…

ଜେରୁଜେଲମ, ୭।୧୦: ହମାସ ଇସ୍ରାଏଲ ଉପରେ ରକେଟ ମାଡ଼ କରାଯାଇଛି। ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡରେ ଲୋକେ ଜରବନ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଇସ୍ରାଏଲ କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଖବର ଅନୁଯାୟୀ,…

ଇସ୍ରାଏଲ ଉପରେ ଆକ୍ରମଣ: ନେତନ୍ୟାହୁ ଡାକିଲେ ଜରୁରୀ ବୈଠକ

ଜେରୁଜେଲମ,୭।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଖାଲିସ୍ତାନ ମଧ୍ୟରେ ପୁଣିଥରେ ସ୍ଥିତି ବିଗିଡିଯାଇଛି। ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରିଛନ୍ତି। ସର୍ବପ୍ରଥମେ ସେମାନେ ଇସ୍ରାଏଲ ଉପରେ ହଜାର ହଜାର ରକେଟ ମାଡ ଏବଂ ପରେ ସେମାନେ…

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତାହତ ଏବଂ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଜିଏଫ୍‌ଜେଡ ରିପୋର୍ଟ କରିଛି ଯେ, ଏହି…

ହମାସ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଜେରୁଜେଲମ,୭।୧୦: ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି। ଫିଲିସ୍ତିନୀ ସଂଗଠନ ହମାସ୍‌, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ କରିଛି।…

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା ବିବାଦ…

ପୁଟିନ ଖରାପ, ଏହାର ଅର୍ଥ ନୁହେଁ ୟୁକ୍ରେନ ଭଲ, ଆମେରିକାକୁ ଇରାକ-ଆଫଗାନିସ୍ତାନର ଭୁଲରୁ ଶିଖିବା ଦରକାର, ଜେଲନସ୍କିଙ୍କୁ ଟାର୍ଗେଟ କଲେ ରାମସ୍ବାମୀ

ଓ୍ବାଶିଂଟନ,୭।୧୦: ଆମେରିକୀୟ ଉଦ୍ୟୋଗୀ ତଥା ରିପବ୍ଲିକାନ ପାର୍ଟି ନେତା ବିବେକ ରାମସ୍ବାମୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନ ଖରାପ କିନ୍ତୁ ଏହାର ଅର୍ଥ ନୁହେଁ ଯେ ୟୁକ୍ରେନ ଭଲ। ୧୧ ବିରୋଧୀ ଦଳକୁ…

ମେଟାଲ ଡିଟେକ୍ଟରର କମାଲ, ଘର ବଗିଚାରେ କାନ ଫୁଲ ଖୋଜୁ ଖୋଜୁ ମିଳିଲା ବହୁ ବର୍ଷ ପୁରୁଣା କଳାକୃତି

ଓସଲୋ,୭।୧୦: ନରୱେରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମେଟାଲ ଡିଟେକ୍ଟର ସାହାଯ୍ୟରେ ସୁନା ଖେଶଜିବା ସମୟରେ ଗୋଟିଏ ପରିବାରକୁ ଶତାବ୍ଦୀ ପୁରୁଣା କଳାକୃତି ମିଳିଛି। ବାସ୍ତବରେ, ପରିବାର ସଦସ୍ୟମାନେ ସେମାନଙ୍କ ବଗିଚାରେ ହଜିଯାଇଥିବା କାନ ଫୁଲକୁ ଖୋଜୁଥିଲେ, କିନ୍ତୁ ସେଠାରେ ସେମାନେ ଏକ…

ଯଦି ପାଶ୍ଚାତ୍ୟ ସାମରିକ ସହାୟତା ବନ୍ଦ ହୋଇଯାଏ, ତେବେ ୟୁକ୍ରେନ ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ: ପୁଟିନ୍‌

ମସ୍କୋ,୭।୧୦: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଗତ କିଛି ମାସ ଧରି ଯୁଦ୍ଧ ଚାଲିଛି। ଏଥି ସହିତ ପାଶ୍ଚାତ୍ୟ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ସହାୟତା ଯୋଗାଇବ। ଏହା ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି, ପାଶ୍ଚାତ୍ୟ ସାମରିକ ଏବଂ ଆର୍ଥିକ ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri