କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…
ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ ଜଳବାୟୁ ପରିବର୍ତ୍ତନ ଅନୁଭବ କରିଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାପମାତ୍ରା...
ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କଲେ ୩ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର,୨।୮: ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କରିଛନ୍ତି ତିନି ଭାରତୀୟ ବଂଶୋଦ୍ଭବ। ନଅ ଜଣ ମନୋନୀତ ସଦସ୍ୟ (ଏନଏମପି)ଙ୍କ ମଧ୍ୟରୁ ତିନିଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସିଙ୍ଗାପୁରରେ ସାମୁଦ୍ରିକ ପ୍ୟାରେଡ ଗ୍ରୁପ ପ୍ରତିନିଧିତ୍ୱ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ...
ଫେସ୍ବୁକ୍, ଇନ୍ଷ୍ଟାଗ୍ରାମରୁ ଖବର ଅପସାରଣ କଲା ମେଟା
ଅଟାଓ୍ବା,୨ା୮: ଟେକ୍ ଜିଆଣ୍ଟ ମେଟା କାନାଡାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରୁ ସମ୍ବାଦ ବା ଖବର ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଅବଶ୍ୟ କାନାଡାର ୟୁଜରମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନ୍ୟୁଜ୍ ବ୍ଲାକଆଉଟ୍ କେବଳ କାନାଡୀୟ ଆଉଟଲେଟ୍ ପାଇଁ ପ୍ରଯୁଜ୍ୟ ହୋଇ...
ସିଗାରେଟ୍ ଉପରେ ଲେଖାହେବ ଏହି ଖାସ୍ ମେସେଜ୍
ଓଟଓ୍ବା,୨।୮: ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଦିଗରେ କାନାଡା ସରକାର ଏକ ପଦକ୍ଷେପ ନେଇଛନ୍ତି। ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, ଦେଶରେ ବିକ୍ରି ହେଉଥିବା ପ୍ରତ୍ୟେକ ସିଗାରେଟ ଉପରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଚେତାବନୀ ଲେଖାଯିବ। ଯାହା...
କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପ୍ରସ୍ତୁତ ଋଷିଆ, ଜାତିସଂଘରେ ଦାବିକଲା ଆମେରିକା
ଜାତିସଂଘ,୨।୮: କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ଚାହୁଁଛି ଋଷିଆ। ମିଳିତ ଜାତିସଂଘରେ ଆମେରିକାର ଦୂତ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଜାତିସଂଘରେ କହିଛନ୍ତି, ଋଷ ଫେରିବା ନେଇ ଆମେ କୌଣସି ସ୍ପଷ୍ଟ ସୂଚନା ପାଇନାହୁଁ।...
୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…
ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରାଯାଇଛି। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ...
ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍ ଗ୍ରୁପ୍
ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ ଏବଂ ଗ୍ରୋଡନୋରେ ଅଛନ୍ତି। ସୂଚନାଯୋଗ୍ୟ, ପୋଲାଣ୍ଡ ରାଷ୍ଟ୍ରପତି ଦାବି କରିଥିଲେ କି ଓ୍ବାଗନର୍...
ୟାଜିଦିଙ୍କ ନରସଂହାର କରିଥିଲା ଇସଲାମିକ ଷ୍ଟେଟ, ୯ ବର୍ଷ ପରେ ସ୍ବୀକାର କଲା ବ୍ରିଟେନ…
ଲଣ୍ଡନ,୨।୮ : ୨୦୧୪ ମସିହାରେ, ଇରାକରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀମାନେ ୟାଜିଦି ସମ୍ପ୍ରଦାୟର ଲୋକଙ୍କ ନରସଂହାର କରିଥିଲେ। ବ୍ରିଟେନ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏହାକୁ ଔପଚାରିକ ଭାବରେ ସ୍ବୀକାର କରିଛି। ୨୦୨୧ ମସିହାରେ ଜର୍ମାନ ଅଦାଲତ ଜଣେ ପୂର୍ବତନ...
ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…
ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି...
ଜୁରିଆନ ବେ ସମୁଦ୍ର କୂଳରୁ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ପିଏସଏଲଭି ଆବର୍ଜନା: ଅଷ୍ଟ୍ରେଲିଆ…
ମେଲବୋର୍ନ,୨।୮ : ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି କହିଛି ଏକ ଗମ୍ବୁଜ ଆକୃତିର ବସ୍ତୁ ଯାହା ଗତ ମାସରେ ଅଷ୍ଟ୍ରେଲିଆର ଏକ ବେଳାଭୂମିରେ ମିଳିଥିଲା ତାହା ଏକ ଭାରତୀୟ ରକେଟର ଆବର୍ଜନା ହୋଇପାରେ। ଜୁଲାଇ ୧୫ ରେ, ପର୍ଥ ସହରଠାରୁ ପ୍ରାୟ...
ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ
ଓ୍ବାଶିଂଟନ୍,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ ଏକ ସପ୍ତାହ ଗସ୍ତରେ ଭାରତ ଆସୁଛନ୍ତି। ଏନେଇ ଆମେରିକା ସ୍ବରାଷ୍ଟ୍ର ବିଭାଗ ସୂଚନା...
ପ୍ରତି ସିଗାରେଟରେ ସ୍ବାସ୍ଥ୍ୟ ଚେତାବନୀ: କାନାଡ଼ା ସରକାରଙ୍କ ନିଷ୍ପତ୍ତି…
ଅଟଓ୍ବା,୨।୮ : ସିଗାରେଟ ପ୍ୟାକେଟରେ ସ୍ବାସ୍ଥ୍ୟ ଚେତାବନୀ ରହିଥାଏ। କିନ୍ତୁ ବର୍ତ୍ତମାନ କାନାଡାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟ ଚେତାବନୀ ଛାପାଯିବ। କାନାଡାରେ ବିକ୍ରି ହୋଇଥିବା ପ୍ରତ୍ୟେକ ସିଗାରେଟରେ ‘ଧୂମପାନ କଲେ ନପୁଂଷକତା ଏବଂ କର୍କଟ ରୋଗ ହେବ’ ବୋଲି...
Archives


