୭ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ
ତିରବନ୍ତପୁରମ୍,୩।୮: ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇରାନ ଦ୍ୱାରା...
ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍, ୭ମୃତ
ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍ କ୍ରସିଂ ଗେଟ୍ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ...
ଭାରତର ଅଂଶଧନକୁ ଗୁରୁତ୍ୱ ପ୍ରଦାନ କଲା ମୋର୍ଗାନ ଷ୍ଟାନଲି…
ଓ୍ବାଶିଂଟନ,୩।୮ : ଆମେରିକାର ବହୁରାଷ୍ଟ୍ରୀୟ ନିବେଶକ ବ୍ୟାଙ୍କ ମୋର୍ଗାନ ଷ୍ଟାନଲି ଚାଇନାର ଷ୍ଟକ ଉପରେ ଏହାର ରେଟିଂକୁ ହ୍ରାସ କରି କହିଛି ନିବେଶକମାନେ ଲାଭ ନେବାକୁ ସରକାରୀ ଉତ୍ସାହର ପ୍ରତିଶ୍ରୁତି ଦେଇ ପୁଞ୍ଜି ଲଗାଇବା ଉଚିତ। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ...
ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ...
୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ…
ଅଟଓ୍ବା,୩।୮ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି ସେ ଏବଂ...
ପିଏଲଏ ଆଣବିକ ଜେନେରାଲଙ୍କୁ ହଟାଇଲା ଚାଇନା…
ବେଜିଂ,୩।୮ : ଚାଇନା ଏହାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ )ରେ ଏକ ବଡ ପରିବର୍ତ୍ତନ କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପିଏଲଏର ଆର୍ସେନାଲର ତଦାରଖ କରୁଥିବା ରକେଟ ଫୋର୍ସର...
କୋର୍ଟ କାର୍ଯ୍ୟାନୁଷ୍ଠାନ ପରେ ବି ପ୍ରଚାର ମଇଦାନରେ ଟ୍ରମ୍ପ୍…
ଓ୍ବାଶିଂଟନ,୩।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ଏହାପୂର୍ବରୁ ଟ୍ରମ୍ପଙ୍କୁ ଦୁଇଟି ଅପରାଧିକ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ତାଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିଛି, କିନ୍ତୁ ସେ ପ୍ରଚାର ମଇଦାନରେ...
ନୁହ ହିଂସା: ଶାନ୍ତି ପାଇଁ ଆମେରିକାର ଅନୁରୋଧ…
ଓ୍ବାଶିଂଟନ,୩।୮ : ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ ଆମେରିକାର ବିବୃତ୍ତି ସାମ୍ନାକୁ ଆସିଛି। ହିଂସା ଉପରେ ଆମେରିକା ଶାନ୍ତି ପାଇଁ ଅନୁରୋଧ କରିଛି। ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛି। ଆମେରିକାର ବୈଦେଶିକ ବିଭାଗର...
ଚାଇନା-ଆମେରିକା ଫୋନ ବାର୍ତ୍ତାଳାପ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା…
ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ ପାଇଁ ପେଣ୍ଟାଗନର ବରିଷ୍ଠ ଅଧିକାରୀ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ...
ମହାକାଶରେ ମୃତ୍ୟୁ ଘଟିଲେ…
ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ...
ଇମ୍ରାନଙ୍କୁ ପୁଣି ଝଟ୍କା
ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ୟାହିଆ ଆଫ୍ରିଦି କହିଛନ୍ତି, ଆପଣ ଯେଉଁ...
ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା
ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫୪ ଜଣଙ୍କର ମୃତ୍ୟୁ...
Archives


