ଅନ୍ତର୍ଜାତୀୟ

ଚାଇନାର ଅଜବ ଆଇନ: ଅସୁସ୍ଥ ପିଲାଙ୍କୁ ହସ୍ପିଟାଲ ହୋମଓ୍ବାର୍କ କରାଉଛନ୍ତି ଅଭିଭାବକ…

ବେଜିଂ,୨୯।୧୧: ଚାଇନାରେ ନିମୋନିଆ ବ୍ୟାପିବା ମଧ୍ୟରେ ପିଲାମାନଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦ୍ରୁତ ଗତିରେ ବ୍ୟାପୁଛି। ଏହାର ଚିକିତ୍ସା ପାଇଁ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ, ଯେପରି ପିଲାମାନଙ୍କର ପାଠପଢ଼ାରେ କୌଣସି କ୍ଷତି ନ ହେବ ନିଶ୍ଚିତ କରିବାକୁ ହସ୍ପିଟାଲଗୁଡ଼ିକରେ…

ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍‌ କଲା ବିମାନ

ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚିବାରେ ସଫଳ ହୋଇଛି। ଏହି ବିମାନଟି ଉଡ଼ିବାର ଏକ ଭିଡିଓ ମଧ୍ୟ…

ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ

ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି । ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘରେ ପାଲେଷ୍ଟାଇନମାନଙ୍କୁ ସମର୍ଥନ କଲା ଭାରତ

ନୁୟର୍କ, ୨୯।୧୧: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ଭାରତ ଏବଂ ପାଲେଷ୍ଟାଇନୀୟମାନଙ୍କ ସହ ଦୀର୍ଘ ଦିନର ସମ୍ପର୍କ ବିଷୟରେ…

କପ୍‌୨୮: ୟୁଏଇ ଆୟୋଜକ

ଅଗ୍ରଣୀ ତୈଳ ଉତ୍ପାଦନକାରୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ବର୍ଷ କପ୍‌୨୮ର ଆୟୋଜନ କରୁଛି। ଦୁବାଇରେ ଗୁରୁବାର ଆରମ୍ଭ ହେବାକୁ ଥିବା ବୈଶ୍ୱିକ ଜଳବାୟୁ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଲକ୍ଷାଧିକ ଲୋକ ସାମିଲ ହେବେ। ବିଶ୍ୱ ନିଜ ଜଳବାୟୁ…

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ…

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ ଯାତ୍ରା ପାଇଁ ନୂଆ ଦିଗ ଖୋଲିଛନ୍ତି। ତେବେ ସ୍ପେସ ଭ୍ରମଣରେ ବହୁ ଅସୁବିଧା ରହିଛି…

କବର ଖୋଳି ମୃତଦେହରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରୁଛନ୍ତି ଇସ୍ରାଏଲୀ ସୈନିକ

ଗାଜା,୨୮।୧୧: ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ। ନା ଏହି ଯୁଦ୍ଧର କିଛି ନିଷ୍କର୍ଷ ବାହାରଛୁ ନା ଯୁଦ୍ଧ ଥମୁଛି। ଯୁଦ୍ଧ ବିରତିକୁ ନେଇ ଯେତେ ପ୍ରକାର ବୁଝାମଣା କଲେ ମଧ୍ୟ ସବୁ ପ୍ରକାର କୌଶଳ ଫେଲ ମାରୁଛି। ଏପଟେ…

ଟ୍ରାନ୍ସଜେଣ୍ଡର ସ୍କୁଲ ଛାତ୍ରଙ୍କୁ ୨୮ ଥର ଛୁରାମାଡ

ଲଣ୍ଡନ,୨୮।୧୧: ଜଣେ ୧୬ ବର୍ଷର ଟ୍ରାନ୍ସଜେଣ୍ଡର ଛାତ୍ର ଦୁଇ କିଶୋରଙ୍କ ଦ୍ୱାରା ଏତେ ନିର୍ଯ୍ୟାତନା ଦିଆଯାଇଥିଲା ଯେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଫେବୃଆରୀ ୧୧ରେ ବ୍ରିଆନା ଘିଙ୍କ ମୁଣ୍ଡ, ବେକ, ପିଠି ଏବଂ ଛାତିରେ ୨୮ଥର ଛୁରୀ…

ମୂର୍ତ୍ତି ଯୋଗୁ ଋଷି ସୁନକ ଗ୍ରୀକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରିଲାନି ସାକ୍ଷାତକାର

ଲଣ୍ଡନ,୨୮।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବାତିଲ ହୋଇଛି। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ବାତିଲ ହେବାର କାରଣ ହେଉଛି ୨୫୦୦ ବର୍ଷ ପୁରୁଣା ମୂର୍ତ୍ତି । ଏହି ମୂର୍ତ୍ତିଗୁଡ଼ିକ…

ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ଖ୍ରୀଷ୍ଟୋଫର ଲକ୍ସନ

ଓ୍ବାଶିଂଟନ,୨୮।୧୧: ପୂର୍ବତନ ବ୍ୟବସାୟୀ ଖ୍ରୀଷ୍ଟୋଫର ଲକ୍ସନ ସୋମବାର ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅର୍ଥନୀତିରେ ଉନ୍ନତି ଆଣିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ଲକ୍ସନ, ୫୩, ଏକ ରକ୍ଷଣଶୀଳ ମିଳିତ ମଞ୍ଚର ନେତୃତ୍ୱ ନେଉଛନ୍ତି ଯାହାର…

ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍‌

ସାନ୍‌ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଡିଜାଇନ୍‌ କରିଛି। ଇନ୍‌ଷ୍ଟାଗ୍ରାମରେ କମ୍‌ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?