ଆଫଗାନିସ୍ତାନର ସଙ୍କଟ ବୃଦ୍ଧି ପାଇଲା,ବ୍ରିଟେନ ୫୯ ପ୍ରତିଶତ ସହାୟତା ହ୍ରାସ କଲା…
କାବୁଲ,୫।୮ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦିନଠାରୁ ସେଠାରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଏହି ସମୟରେ ଆଫଗାନିସ୍ତାନ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ ସରକାରୀ ବିକାଶ ସହାୟତା...
କିଏ ହେବେ କାର୍ଯ୍ୟ ନିର୍ବାହୀ ପ୍ରଧାନମନ୍ତ୍ରୀ: ପାକିସ୍ତାନରେ ଚର୍ଚ୍ଚା…
ଇସଲାମାବାଦ,୫।୮ : ପିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ସହଯୋଗୀ ଦଳର ନେତାଙ୍କ ସହ ଏକ ବୈଠକ କରି ଦେଶରେ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ...
ଆମେରିକା ପାଇଁ ରୁଷିଆ ଅବା ଚାଇନା କିଏ ବଡ଼ ବିପଦ? ସ୍ପେସ ଫୋର୍ସର ଗୁପ୍ତଚର କଲେ ପର୍ଦ୍ଦାଫାଶ…
ଓ୍ବାଶିଂଟନ,୫।୮ : ରୁଷିଆ ଏବଂ ଚାଇନା ମଧ୍ୟରୁ ଆମେରିକା ପାଇଁ କିଏ ବଡ଼ ବିପଦ ସେ ନେଇ ସ୍ପେସ ଫୋର୍ସର ଗୁପ୍ତଚର ପର୍ଦ୍ଦାଫାଶ କରିଛନ୍ତି। ରୁଷିଆର ସ୍ପେସ ଫୋର୍ସର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ କହିଛନ୍ତି ତାଙ୍କ ଦଳ ଚାଇନା...
ମୋ ବିରୋଧରେ ଯେତେ ମାମଲା ରୁଜୁ କରାଯିବ ମୋର ସେତେ ଲାଭ ହେବ: ଟ୍ରମ୍ପ…
ଓ୍ବାଶିଂଟନ,୫।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ରାତିରେ ତୃତୀୟ ଥର ପାଇଁ ଅପରାଧିକ ମାମଲାରେ ହାଜର ହେବା ପରେ ଆଇନଜୀବୀମାନଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ତାଙ୍କ ୨୦୨୪ ରାଷ୍ଟ୍ରପତି...
ଆଫଗାନିସ୍ତାନରେ ମାନବିକ ସଙ୍କଟ: ସହାୟତା ପାଇଁ ଅନୁରୋଧ କଲା ଜାତିସଂଘ ସୁରକ୍ଷା ପରିଷଦ…
ଜେନେଭା,୫।୮ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉଚ୍ଚ ସ୍ତରୀୟ ଖୋଲା ବିତର୍କରେ ଆଫଗାନିସ୍ତାନରେ ମାନବିକ ସଙ୍କଟ ପ୍ରସଙ୍ଗ ଉଠିଥିଲା ଯେଉଁଠାରେ ବିଭିନ୍ନ ଦେଶର ପ୍ରତିନିଧୀମାନେ ଆଫଗାନିସ୍ତାନରେ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ ବୋଲି ଖାମା ନ୍ୟୁଜ ଏଜେନ୍ସି ରିପୋର୍ଟ...
କାମ୍ବୋଡିଆ ନିର୍ବାଚନ: ହୁନ ସେନଙ୍କ ପାର୍ଟିର ବିଜୟ…
ନୋମ ପେହ୍ନ,୫।୮ : ଦୀର୍ଘ ଦିନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଶାସକ ଦଳକୁ ପୁଣି ଏକ ବିଜୟ ମିଳିଛି। ଫଳରେ ତାଙ୍କ ଦଳ ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିବ। କାମ୍ବୋଡିଆର ନିର୍ବାଚନ କମିଶନ ଗତ ମାସରେ ନିର୍ବାଚନର...
ତୋଶାଖାନା ମାମଲାରେ ଇମ୍ରାନ୍ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ଏବେ ଲଢିପାରିବେନି ନିର୍ବାଚନ
ଇସଲାମାବାଦ,୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମସ୍ୟା ବୃଦ୍ଧି ପାଇଛି। ତୋଶାଖାନା ମାମଲାରେ ଇମ୍ରାନ୍ ଖାନଙ୍କୁ ଜିଲା-ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ଇମ୍ରାନ୍ଙ୍କୁ କୋର୍ଟ...
ଶ୍ରୀଲଙ୍କାରେ ‘ଆଧାର’ ଭଳି ଯୋଜନା ପାଇଁ ଭାରତ ଦେଲା ୪୫ କୋଟି ଟଙ୍କା
କଲମ୍ବୋ,୫।୮: ଶ୍ରୀଲଙ୍କାରେ ଆଧାର ଭଳି ଯୋଜନା ‘ୟୁନିକ ଡିଜିଟାଲ ଆଇଡେଣ୍ଟିଟି ପ୍ରୋଜେକ୍ଟ’ ପାଇଁ ଭାରତ ୪୫କୋଟି ଟଙ୍କାର ପ୍ରଥମ କିସ୍ତି ଜାରି କରିଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଥ ପ୍ରଦାନ କରାଯାଉଥିବା ଶ୍ରୀଲଙ୍କାର ଡିଜିଟାଇଜେସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ...
ନାଗରିକଙ୍କୁ ନେଇ ସାମ୍ନାସାମ୍ନି ହେଲେ ଚାଇନା-ରୁଷିଆ
ବେଜିଂ,୫।୮: ନାଗରିକଙ୍କୁ ନେଇ ଚାଇନା ଏବଂ ରୁଷିଆ ମଧ୍ୟରେ କଳହ ଲାଗି ରହିଛି। ରୁଷିଆର ସୀମାରେ ଚାଇନା ନାଗରିକଙ୍କୁ ପ୍ରବେଶ ନ କରିବାକୁ ଦିଆଯିବା ନେଇ ଚାଇନା କ୍ରୋଧିତ ହୋଇଛି। ଚାଇନାର ଦୂତାବାସ ନାଗରିକଙ୍କ ସହ କରାଯାଇଥିବା ବ୍ୟବହାର ଉପରେ...
ଗର୍ଭପାତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଅସ୍ଥାୟୀ ଭାବେ ହଟାଇଲେ କୋର୍ଟ
ଓ୍ବାଶିଂଟନ୍,୫।୮: ଆମେରିକାର ଟେକ୍ସାସର ଏକ କୋର୍ଟ ଶୁକ୍ରବାର ଏକ ଅସ୍ଥାୟୀ ଆଦେଶ ଜାରି କରିଛନ୍ତି। ଯେଉଁଥିରେ କୋର୍ଟ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇ ଏକ ମକଦ୍ଦମା ଦାୟର କରିଥିବା ମହିଳା ଏବଂ ଡାକ୍ତରଙ୍କ ଏକ ଦଳର ପକ୍ଷ ରଖିଛନ୍ତି। ଜଜ...
ଲୋକପ୍ରିୟ ଅଭିନେତା ମାର୍କ ମାଙ୍ଗୋଲିସଙ୍କ ଦେହାନ୍ତ
ଓ୍ବାଶିଂଟନ୍,୫।୮: ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍ କଲ ଶାଉଲ’ରେ ଅଭିନୟ କରିଥିବା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ମାଙ୍ଗୋଲିସ ନ୍ୟୁୟର୍କର ଏକ ହସ୍ପିଟାଲରେ ମୃତ୍ୟୁ ବରଣ...
ମେଲର୍ବନରେ ଆଖିବୁଜା ଗୁଳିମାଡ, ଜଣେ ମୃତ
ମେଲର୍ବନ,୮।୫: ଅଷ୍ଟ୍ରେଲିଆର ମେଲର୍ବନ ସହରର ଦକ୍ଷିଣ ୟାରାରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ଭିକ୍ଟୋରିଆ ପୋଲିସ ଶନିବାର ଏନେଇ ସୂଚନା ଦେଇଛି। ଭିକ୍ଟୋରିଆ ପୋଲିସ ଦ୍ୱାରା ଜାରି ବୟାନ ଅନୁଯାୟୀ, ଗୁଳିକାଣ୍ଡରେ ଜଣେ ବ୍ୟକ୍ତି...
Archives


