୨ ବିମାନ ଧକ୍କା: ୫ ମୃତ
ମେକ୍ସିକୋ ସିଟି,୨୭ା୯: ମେକ୍ସିକୋର ଉତ୍ତର ଭାଗରେ ଥିବା ଡୁରାଙ୍ଗୋ ରାଜ୍ୟରେ ଦୁଇଟି ଘରୋଇ ବିମାନ ମଧ୍ୟରେ ଧକ୍କାହେବାରୁ ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଲା ଗାଲାନ୍ସିଟା ସହରର ଏକ ଅପରିଷ୍କାର ଏୟାରଷ୍ଟ୍ରିପ୍ରେ ସୋମବାର ଏହି ଦୁର୍ଘଟଣା ଘଟିଥିଲା।…
୫ କୋଟିଙ୍କ ଜୀବନ ନେବା ଆଶଙ୍କା
ଲଣ୍ଡନ,୨୭ା୯: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ନାମିତ ଡିଜିଜ୍ ଏକ୍ସ କୋଭିଡ୍-୧୯ ତୁଳନାରେ ଅଧିକ ଭୟାବହ ମହାମାରୀର କାରଣ ହୋଇପାରେ ବୋଲି ବ୍ରିଟେନ୍ର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍ ବିଙ୍ଗ୍ହାମ୍ କହିଛନ୍ତି। ସେ ୨୦୨୦ ମେ’ରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍ର…
କାନାଡା ଶିଖ୍ଙ୍କ ଭାରତ ବିରୋଧୀ ବିକ୍ଷୋଭ
ଟରଣ୍ଟୋ,୨୭ା୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ହତ୍ୟାରେ ନୂଆଦିଲ୍ଲୀର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ ଆଣିବାର ସପ୍ତାହେ ପରେ ସେଠାରେ ଥିବା ଭାରତୀୟ କୂଟନୈତିକ ମିଶନ ବାହାରେ ଶହ ଶହ ସଂଖ୍ୟାରେ ଶିଖ୍ ବିକ୍ଷୋଭ ପ୍ରଦର୍ଶନ…
ପାକିସ୍ତାନରେ କିନ୍ନରଙ୍କୁ ପୁଣି ମିଳିଲା ପରିଚୟ ପତ୍ର, ରୋକ ଲଗାଇଥିଲେ ଶରିୟା କୋର୍ଟ
ଇସଲାମବାଦ,୨୬।୯:ପାକିସ୍ତାନର ଶରିଆ ଅଦାଲତର ବିବାସସ୍ପଦ ଶୁଣାଣିର ୪ମାସ ପରେ ପାକିସ୍ତାନ ଅଧକାରୀ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପୁଣି ଆରମ୍ଭ କରିଛନ୍ତି। ଅଧିକାରୀ ଓ କାର୍ଯ୍ୟକତ୍ତା ଏସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି। ମେ ମାସରେ ଶରିୟା କୋର୍ଟରେ କରାଯାଇଥିବା ଶୁଣାଣିରେ…
ଶନିର ଚନ୍ଦ୍ର ଦେଖିବାକୁ ମୋମୋ ପରି, ଫଟୋ ଶେୟାର କଲା ନାସା
ଓ୍ବାଶିଂଟନ୍,୨୬।୯: ଆମେରିକାର ସ୍ପେସ ଏଜେନ୍ସି ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଫଟୋ ଶେୟାର କରିଛି। ନାସା ମହାକାଶର ନୂଆ ନୂଆ ତଥ୍ୟ ସମ୍ବନ୍ଧରେ ମହାକାଶପ୍ରେମୀମାନଙ୍କୁ ସୂଚନା ଦେଇଥାଏ। ନିକଟରେ ପୋଷ୍ଟ କରାଯାଇଥିବା…
ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ
ମସ୍କୋ,୨୬।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି)ର ମୁଖ୍ୟ ବିଚାରପତି ପିଓଟର ହୋଫମାନସ୍କିଙ୍କୁ ଋଷିଆ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଛି। ଋଷିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଡାଟାବେସରେ ଅପଲୋଡ ହୋଇଥିବା ଏକ ବିଜ୍ଞପ୍ତିରେ…
ଋଷିଆ ମିଲିଟାରିକୁ ସାହାଯ୍ୟ କରୁଥିବା ଋଷିଆ-ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୧୧ଟି ଚାଇନିଜ ଏବଂ ୫ଟି ଋଷିଆ କମ୍ପାନୀ ଉପରେ ବାଣିଜ୍ୟ କଟକଣା ଲାଗୁ କରିଛନ୍ତି। କମ୍ପାନୀ ମଧ୍ୟରୁ କେତେକ ଋଷିଆ ପାଇଁ ଡ୍ରୋନ ତିଆରି ଲାଗି ଆବଶ୍ୟକ ସାମଗ୍ରୀ ଯୋଗାଉଥିବା ଅଭିଯୋଗ ହୋଇଥିଲା। ଆମେରିକା,…
ଆଫଗାନିସ୍ତାନର ସହରଗୁଡିକରେ ସିସିଟିଭି କ୍ୟାମେରା ଲଗାଇବେ ତାଲବାନ ସରକାର
କାବୁଲ,୨୬।୯: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଏପରି କିଛି ନିଷ୍ପତ୍ତି ନେଇଛି ଯାହା ଆଫଗାନିସ୍ତାନ ନାଗରିକଙ୍କୁ ସିଧାସଳଖ ଭାବେ ପ୍ରଭାବିତ କରିଛି। ତେବେ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ସହରଗୁଡିକ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗେଇବାକୁ ଯାଉଛନ୍ତି।…
ତାଲିବାନ ଆତଙ୍କବାଦୀ ଶିବିରରେ ପାକିସ୍ତାନୀ ସେନାର ଆକ୍ରମଣ: ୩ ଆତଙ୍କବାଦୀ ମୃତ…
ଇସଊାମାବାଦ,୨୬।୯ : ପାକିସ୍ତାନୀ ସେନ୍ୟମାନେ ଆଫଗାନିସ୍ତାନ ସୀମା ନିକଟରେ ଥିବା ପାକିସ୍ତାନୀ ତାଲିବାନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରିଛି। ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ, ଏହି ସମୟରେ ଗୁଳି ବିନିମୟ ହୋଇଥିଲା ଏବଂ ତିନି ଜଣ…
ପାକିସ୍ତାନୀ ସୈନ୍ୟ କରିବେ ଚାଷ: ଅଧିଗ୍ରହଣ କରିବ ୧୦ ଲକ୍ଷ ଏକରରୁ ଅଧିକ ଜମି…
ଇସଲାମାବାଦ,୨୬।୯ : ପାକିସ୍ତାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଏଠାକାର ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ମାସେ ଧରି ଚାଲିଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପାକିସ୍ତାନୀ ସେନା ଅଣ୍ଟା ଭିଡ଼ିଛି।…
କନିଷ୍କା ବିମାନ ଦୁର୍ଘଟଣା: କାନାଡା ଗୁରୁତ୍ୱ ନ ଦେବା ନେଇ ଏବେ ଉଠିଲା ପ୍ରଶ୍ନ
ଅଟାଓ୍ବା,୨୬।୯: ଭାରତ-କାନାଡା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। କାନାଡା ଦେଶରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖଲିସ୍ତାନ ସମର୍ଥକମାନେ ପ୍ରାୟ ୫୦ ବର୍ଷ ଧରି କାନାଡାରେ ମୁକ୍ତ ଭାବରେ…
ଚାଇନା ନୌସେନା ଜାହାଜକୁ ଅଟକିବାକୁ ଦେଲାନି ଶ୍ରୀଲଙ୍କା: ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ କହିଲେ ବୈଦେଶିକମନ୍ତ୍ରୀ…
କଲମ୍ବୋ,୨୬।୯ : ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ସୋମବାର କହିଛନ୍ତି ତାଙ୍କ ସରକାର ଚାଇନା ଜାହାଜକୁ ଶ୍ରୀଲଙ୍କାରେ ଅଟକି ଯିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପାଇଁ ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ। ଚାଇନାର ନୌସେନା ଜାହାଜ ଜିନ ୟାନ ୬ ଅକ୍ଟୋବରରେ ପୂର୍ବ…
Archives


