ପୂର୍ବତନ ନାଜି ସୈନ୍ୟଙ୍କୁ ସମ୍ମାନିତ କରି କ୍ଷମା ମାଗିଲେ ଟ୍ରୁଡୋ
ଓଟ୍ଟାଓ୍ବା,୨୮ା୯(ପି.ଟି.):ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ସେନା ପାଇଁ ଲଢ଼େଇ କରିଥିବା ବର୍ଷୀୟାନ ସୈନ୍ୟଙ୍କୁ କାନାଡା ପାର୍ଲାମେଣ୍ଟରେ ସମ୍ମାନିତ କରାଯିବାକୁ ବିଶ୍ୱବ୍ୟାପୀ ଏହାକୁ ନିନ୍ଦା କରାଯିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏଥିପାଇଁ କ୍ଷମା ମାଗିଛନ୍ତି। କାନାଡା ଇତିହାସରେ ଏହା ସବୁଠୁ…
ସମାଲୋଚିତ ହେଲେ ରାମସ୍ବାମୀ
ଓ୍ବାଶିଂଟନ,୨୮ା୯: ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଏକ ପ୍ରାଇମେରିରେ ୟୁକ୍ରେନ୍ ସମ୍ପର୍କିତ ମନ୍ତବ୍ୟ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି। ସେ କ୍ଷମତାକୁ ଆସିଲେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନ୍କୁ ସମର୍ଥନ କରିବେ…
ଅଭିନେତା ମିଚେଲ୍ ଗାମ୍ବୋନ୍ଙ୍କ ପରଲୋକ
ନୂଆଦିଲ୍ଲୀ,୨୮ା୯: ବର୍ଷୀୟାନ ଅଭିନେତା ମିଚେଲ୍ ଗାମ୍ବୋନ୍ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଆନି ଏବଂ ପୁଅ…
ଚାଇନା ସହ ତିକ୍ତତା ମଧ୍ୟରେ ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କଲା ତାଇୱାନ
ତାଇପେଇ,୨୮।୯: ଚାଇନା ସହିତ ତିକ୍ତତା ମଧ୍ୟରେ ତାଇୱାନ ଏହାର ପ୍ରଥମ ସ୍ବଦେଶୀ ବୁଡ଼ାଜାହାଜ ନିର୍ମାଣ କରିଛି। ପରୀକ୍ଷା ପ୍ରକ୍ରିୟା ପରେ ଏହା ୨୦୨୪ରେ ନୈସେନାରେ ସାମିଲ ହେବ। ତାଇୱାନର ସୁରକ୍ଷାକୁ ଦୃଢ କରିବା ଏବଂ ଚାଇନା ନୈସେନାର ବିରୋଧ ପ୍ରତିରୋଧକ କ୍ଷମତା…
ପଶ୍ଚିମ ଏସିଆ ଦେଶର ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ
ଇସଲାମାବାଦ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ବର୍ତ୍ତମାନ ଆଉ ଏକ ଖବରକୁ ନେଇ ପାକିସ୍ତାନ ଚର୍ଚ୍ଚାକୁ ଆସିଛି। ଭିକ୍ଷାବୃତ୍ତିକୁ ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ପାକିସ୍ତାନ ଦ୍ୱାରା ଅସୁବିଧାରେ ପଡିଛନ୍ତି। ସୂଚନା…
ଆମେରିକା ଫେରିଲେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ସୈନିକ
ଓ୍ବାଶିଂଟନ୍,୨୮।୯: ଦୁଇ ମାସ ପୂର୍ବେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ଜଣେ ଆମେରିକୀୟ ସୈନିକଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇଛି। ସେ ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି। ଟେକ୍ସାସର ଏକ ନ୍ୟୁଜ ଷ୍ଟେଶନ ମଧ୍ୟ ଏ ସମ୍ପର୍କରେ ଏକ ଭିଡିଓ ଜାରି…
ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହୋଇପାରେ ଏକ ବର୍ଷର ଜେଲ ଦଣ୍ଡ
ସିଙ୍ଗାପୁର,୨୮।୯: ସିଙ୍ଗାପୁରର ଜଣେ ଭାରତୀୟ ମୂଳବାସିନ୍ଦା ମହିଳା ନକଲି କଲ କରି ପୋଲିସକୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ଆତ୍ମହତ୍ୟା ଉଦ୍ୟମ ସଂପର୍କରେ ପୋଲିସକୁ ଡାକିଥିଲେ, କିନ୍ତୁ ଯାଞ୍ଚ ପରେ କଲ୍ଟି ନକଲି ବୋଲି…
ଭାରତୀୟ ଦୂତାବାସ ଜାରି କଲା ୧୦ ଲକ୍ଷରୁ ଅଧିକ ଭିଜା, ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ
ନୂଆଦିଲ୍ଲୀ,୨୮।୯: ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ମିଲିୟନ ଅଣ-ପ୍ରବାସୀ ଭିଜା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହି ମିଶନ ୨୦୨୨ରେ ପ୍ରକ୍ରିୟାକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି ଏବଂ ୨୦୧୯ରେ…
ଟ୍ରୁଡୋଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଭାରତୀୟ-କାନାଡିୟ ବ୍ୟବସାୟୀ, ଭାରତ ବିରୋଧରେ ଅଭିଯୋଗକୁ କହିଲେ ଦାୟିତ୍ୱହୀନ
ଓଟାଓ୍ବା,୨୮।୯: କାନାଡାରେ ରହୁଥିବା ଭାରତୀୟ ପ୍ରବାସୀମାନେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଭାରତ ବିରୋଧରେ ଆସିଥିବା ଅଭିଯୋଗକୁ ନିନ୍ଦା କରିଛନ୍ତି। ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି । ଖାଲିସ୍ତାନୀ ଆତଙ୍କବାଦୀ…
ଉତ୍ପିଡନର ଅଭିଯୋଗ କରିଥିଲେ ଆଣ୍ଟାର୍କଟିକାର ମହିଳା, ଏବେ ବାରରୁ ମଦ କିଣି ପାରିବେ ନାହିଁ ଶ୍ରମିକ
ଓ୍ବେଲିଂଗଟନ,୨୮।୯: ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ ହେଉଛି ଆଣ୍ଟାର୍କଟିକା । ତୁଷାର ଚାଦରରେ ଆବୃତ ଏହି ସ୍ଥାନଟି ମଧ୍ୟ ଏହାର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଆଣ୍ଟାର୍କଟିକାରେ ରହିବା ସହଜ ନୁହେଁ କାରଣ ଏଠାରେ ପାଗ ବହୁତ ଦୁର୍ଲଭ। ତେବେ ବରଫ ଆଚ୍ଛାଦିତ…
ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ
ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍ ମ୍ୟୁଜିକ୍ ଡିପ୍ଲୋମାସି ଇନିସିଏଟିଭ୍ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା ଆମେରିକାର ବ୍ୟାପକ ବୈଦେଶିକ ନୀତି ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ କୂଟନୈତିକ ଉପକରଣ…
ୟୁକ୍ରେନଙ୍କୁ ସାହାଯ୍ୟ ଦେବା ସପକ୍ଷରେ ନୁହେଁ ରାମସ୍ବାମୀ
ଓ୍ବାଶିଂଟନ,୨୮।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ଏବେ ଆଲୋଚକଙ୍କ ଟାର୍ଗେଟକୁ ଆସିଯାଇଛନ୍ତି। ଯେତେବେଳେ ସେ ରିପବ୍ଲିକାନ ପାର୍ଟି ବିତର୍କ ସମୟରେ କହିଥିଲେ ଯେ ସେ ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ବିରୁଦ୍ଧରେ ଅଛନ୍ତି ଏବଂ ରୁଷିଆ ବିରୋଧରେ ଯୁଦ୍ଧରେ ସେ…
Archives


