ଅନ୍ତର୍ଜାତୀୟ

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ, ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ୍‌,୨୯।୮: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତୋଶାଖାନା ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ରାୟ ଦେଇଛନ୍ତି। କୋର୍ଟ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି, ଯାହା ପରେ…

ଜେଲରେ ଦେଶୀ ଚିକେନ୍‌, ମଟନ୍‌ ଖାଉଛନ୍ତି ଇମ୍ରାନ୍‌

ଇସଲାମାବାଦ୍‌,୨୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଘିଅରେ ରନ୍ଧା ହୋଇଥିବା ଦେଶୀ ଚିକେନ୍‌ ଏବଂ ମଟନ୍‌ ଦିଆଯାଉଛି। ଏହା ସହିତ ବର୍ତ୍ତମାନ ଇମ୍ରାନ୍‌ଙ୍କୁ ଭିଆଇପି ସୁବିଧା ଯୋଗାଇ ଦିଆଯାଉଛି। ମଙ୍ଗଳବାରଏକ ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ତୋଶାଖାନା…

ଜନ୍ମ ହାର ବୃଦ୍ଧି ପାଇଁ ଚାଇନା ସରକାରଙ୍କ ନୂତନ ପଦକ୍ଷେପ, ବିବାହ କଲେ ମିଳିବ ପୁରସ୍କାର

ବେଜିଂ,୨୯।୮: ଚାଇନାରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢୁଥିବା ବେଳେ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବପିଡିଙ୍କୁ ବିବାହ କରିବାକୁ ନେଇ ପ୍ରୋତ୍ସାହିତ କରିବା ପାଇଁ ଚାଇନା ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରକୃତରେ, ପୂର୍ବ…

୨୦୨୪ ମାର୍ଚ୍ଚ ୩ରେ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି

ଓ୍ବାଶିଂଟନ୍‌,୨୯।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସୋମବାର ବିଚାରପତି ୱାଶିଂଟନ୍‌ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି ପାଇଁ ୨୦୨୪…

କଙ୍ଗୋରେ ଉଗ୍ରବାଦୀଙ୍କ ଆକ୍ରମଣରେ ୧୪ ମୃତ

କିଂଶାସଆ,୨୯।୮: ଆଫ୍ରିକା ଦେଶ କଙ୍ଗୋର ଗାଁରେ ପୁଣିଥରେ ଆକ୍ରମଣ ହୋଇଛି। ମିଲିଶିଆ ଗୋଷ୍ଠୀର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। କଙ୍ଗୋ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣେଲ ମାପେଲା ମିଭିନିଆମା…

ଓଜନ କମ କରୁଥିବା ଔଷଧ ହୃଦରୋଗୀଙ୍କ ପାଇଁ ଭଲ

ଆମଷ୍ଟରଡର୍ମ,୨୯।୮: ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ ସେମାଗ୍ଲୁଟାଇଡ ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହା ହୃଦଘାତ ହେତୁ ମୃତ୍ୟୁ ଆଶଙ୍କାକୁ…

ଠିକ ଭାବେ ହିଜାବ ନ ପିନ୍ଧିବାରୁ ୧୪ ବାଳିକାଙ୍କ କେଶ କାଟିଲେ ଅଧ୍ୟାପକ

ଜାକର୍ତ୍ତା,୨୯।୮: ଛାତ୍ରୀମାନେ ଠିକ ଭାବେ ହିଜାବ ନ ପିନ୍ଧିବା କାରଣରୁ ଜଣେ ଅଧ୍ୟାପକ ଛାତ୍ରୀଙ୍କ କେଶ କାଟିଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ଇଣ୍ଡେରାନେସିଆରେ ଘଟିଛି। ଏହାକୁ ନେଇ ଇଣ୍ଡୋନେସିଆରେ ହିଂସା ଉପୁଜିବା ସହ ଏହାକୁ ଧାର୍ମିକ ଅସହିଷ୍ଣୁତା ସହ ଯୋଡି…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌: ୯ ତୀର୍ଥଯାତ୍ରୀ ମୃତ

ବାଗଦାଦ୍‌,୨୯।୮: ଇରାକର ଦକ୍ଷିଣ ସହର ନାସିରିଆରେ ଏକ ଟ୍ରକ ସହିତ ଏକ ବସ ଧକ୍କା ହେବା ଫଳରେ ୯ ଜଣ ଇରାନ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ଇରାନରେ ରହୁଥିବା ଏହି ସମସ୍ତ…

ବିମାନ ଯାତ୍ରା ବାଧାପ୍ରାପ୍ତ

ଲଣ୍ଡନ,୨୯ା୮: ବ୍ରିଟେନ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରେ ବୈଷୟିକ ସମସ୍ୟା ଦେଖାଦେବାରୁ ସୋମବାର ଶତାଧିକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନର ନ୍ୟାଶନାଲ ଏୟାର ଟ୍ରାଫିକ୍‌ ସର୍ଭିସ (ଏନ୍‌ଏଟିଏସ୍‌) ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବିମାନ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସୂଚନା ଦେଇଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ…

ସୁଧୁରୁନି ଚାଇନା: ପୁଣି ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦର୍ଶାଇଲା

ବେଜିଂ,୨୯।୮: ଚାଇନା ମାନଚିତ୍ରର ଏକ ନୂତନ ସଂସ୍କରଣ ପ୍ରକାଶ କରିଛି। ଚାଇନା ମାନଚିତ୍ର ପ୍ରକାଶ କରିବା ମାତ୍ରେ ବିବାଦ ଉପୁଜିଥିଲା। ଚାଇନା ଭାରତର ଅରୁଣାଚଳ ପ୍ରଦେଶ, ଅକସାଇ ଚାଇନା, ତାଇୱାନ ଏବଂ ଦକ୍ଷିଣ ଚାଇନା ସାଗରକୁ ନିଜ ଅଞ୍ଚଳରେ ଦେଖାଇଥିଲା। ଏହା…

ଜି -୨୦ ସମ୍ମିଳନୀରେ ସାମିଲ ହେବେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଏହି ସମୟରେ ୟୁକ୍ରେନକୁ ଜି -୨୦ ଶିଖର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri