ଅନ୍ତର୍ଜାତୀୟ

ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଇସଲାମାବାଦ,୪।୯: ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦେଶର ବାଲୁଚିସ୍ତାନ ପ୍ରଦେଶରେ ନିୟମିତ ପ୍ରଶିକ୍ଷଣ ସମୟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଅଧିକାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ନୈସେନା ମୁଖପାତ୍ର ଏ ବିଷୟରେ ସୂଚନା…

ଆଇଏସଆଇଏସର ୨ କମାଣ୍ଡରଙ୍କ ସମେତ ୭ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଇସଲାମାବାଦ,୪।୯: ପଞ୍ଜାବ ପ୍ରଦେଶରେ ୭ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ପାକିସ୍ତାନର ଆଇନ ପ୍ରଣୟନକାରୀ ସଂସ୍ଥା ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି। ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ) ର ଦୁଇଜଣ ମୁଖ୍ୟ କମାଣ୍ଡର ଏଥିରେ…

ରୁଷିଆକୁ ଅସ୍ତ୍ରଶସ୍ତ୍ର ପଠାଇଛି ଦକ୍ଷିଣ ଆଫ୍ରିକା! ଅଭିଯୋଗକୁ ଅସ୍ବୀକାର କଲେ ରାଷ୍ଟ୍ରପତି

କାପେ ଟାଉନ୍‌,୪।୦: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ତାଙ୍କ ଦେଶ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏଥିପାଇଁ ସେ ଏକ ନିରପେକ୍ଷ ତଦନ୍ତର ଉଦାହରଣ ଦେଇଛନ୍ତି। ବାସ୍ତବରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ଦକ୍ଷିଣ ଆଫ୍ରିକା ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା…

ପେଟ୍ରୋଲ, ବିଦ୍ୟୁତ୍‌ ପରେ ପାକିସ୍ତାନରେ ଏବେ ଜଳ ସଙ୍କଟ

ଇସଲାମାବାଦ,୪।୯: ପାକିସ୍ତାନ କିଛି ନା ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସୁଛି। ବେଳେବେଳେ ପେଟ୍ରୋଲର ବର୍ଦ୍ଧିତ ମୂଲ୍ୟ ଲୋକଙ୍କ ଚିନ୍ତା ବଢାଉଥିବା ବେଳେ କେତେବେଳେ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ହେତୁ ଲୋକେ ଅସୁବିଧା ଭୋଗୁଛନ୍ତି। ଏହା ମଧ୍ୟରେ ଜଳ ସଙ୍କଟ…

ରାଷ୍ଟ୍ରପତି ଜିନପିଙ୍ଗ ନୁହେଁ, ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ହେବେ ଜି -୨୦ ସମ୍ମିଳନୀରେ ସାମିଲ

ବେଜିଂ,୪।୯: ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି -୨୦ ବୈଠକରେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଯେ,…

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୪

ଫୈଜାବାଦ,୪।୯: ସୋମବାର ସକାଳେ ଆଫଗାନିସ୍ତାନରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମପାଯାଇଛି। ଭୂକମ୍ପ ସୋମବାର ସକାଳ ୭ଟା ୮ରେ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଅନୁସାରେ, ଭୂକମ୍ପର…

ଜେଏଫ-୧୭ ଫାଇଟର ଜେଟରେ ତ୍ରୁଟିକୁ ନେଇ ପାକିସ୍ତାନ ଉପରେ ରାଗିଲା ମ୍ୟାନମାର

ନେପିଡା,୪।୯: ପାକିସ୍ତାନ ଏବଂ ମ୍ୟାନମାର ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ୨୦୧୯ରେ ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ପାକିସ୍ତାନ ମ୍ୟାନମାରକୁ ଜେଏଫ-୧୭ ଥଣ୍ଡର ନାମକ ଏକ ଯୁଦ୍ଧ ବିମାନ ଦେବାକୁ ରାଜି ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ୨୦୧୯ ରୁ ୨୦୨୧…

ଗ୍ୟାସ ଷ୍ଟେଶନ ବିସ୍ଫୋରଣରେ ଥରି ଉଠିଲା ୟମନର ରାଜଧାନୀ

ସନା,୪।୯: ୟମନର ରାଜଧାନୀ ସନାରେ ରବିବାର ରାତିରେ ଏକ ଗ୍ୟାସ ଷ୍ଟେଶନରେ ବିସ୍ଫୋରଣ ହୋଇଛି, ଫଳରେ ସାରା ସହର ଦୋହଲି ଯାଇଛି। ଅଧିକାରୀ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ହୌତି ନିୟନ୍ତ୍ରିତ ୟେମେନର ରାଜଧାନୀ ସାନାର ଏକ ଗ୍ୟାସ ଷ୍ଟେଶନରେ ଏକ…

ଚାଇନାର ସାମରିକ ସାମର୍ଥ୍ୟକୁ ଦମନ କରିବାକୁ ଚେଷ୍ଟା କରୁଛି ଆମେରିକା…

ଓ୍ବାଶିଂଟନ,୪।୯ : ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବଢ଼ିବାରେ ଲାଗିଛି। ଏଥି ସହିତ ବର୍ତ୍ତମାନ ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାଇମୋଣ୍ଡୋଙ୍କ ଏକ ବଡ ବିବୃତ୍ତି ପ୍ରକାଶ ପାଇଛି। ସେ କହିଛନ୍ତି ଚାଇନା ସାମରିକ ସାମର୍ଥ୍ୟକୁ ଦମନ…

ଆମେରିକାବାସୀ କୌଣସି ଅପରାଧିଙ୍କୁ ଦେବେ ନାହିଁ ଭୋଟ, ଟ୍ରମ୍ଫଙ୍କୁ ଟାର୍ଗେଟ କଲେ ନିକି

ଓ୍ବାଶିଂଟନ,୪।୯: ଆସନ୍ତା ବର୍ଷ ଆମେରିକା ଏକ ନୂତନ ରାଷ୍ଟ୍ରପତି ଚୟନ କରିବ। ଏଥିପାଇଁ ସମସ୍ତେ ଉତ୍ସାହର ସହିତ ନିଜର ପ୍ରାର୍ଥୀପତ୍ର ଉପସ୍ଥାପନ କରୁଛନ୍ତି। ଗୋଟିଏ ପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ଦେଖିବାକୁ ମିଳୁଛି। ଏଥି ସହିତ, ଆମେରିକାର ରାଷ୍ଟ୍ରପତି…

ୟୁକ୍ରେନ ଉପରେ ୨୫ ଡ୍ରୋନରେ ଆକ୍ରମଣ କଲା ରୁଷିଆ

କ୍ୱିଭ,୪।୯: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ତୁର୍କୀ ପ୍ରତିପକ୍ଷ ରେସିପ ତାଇପ ଏରଦୋଗନଙ୍କ ମଧ୍ୟରେ ଶସ୍ୟ ଆଲୋଚନା ହେବାର ଗୋଟିଏ ଦିନ ପୂର୍ବରୁ ମସ୍କୋ ୟୁକ୍ରେନର ଓଡେସା ଅଞ୍ଚଳରେ ଉପକୂଳ ଭିତ୍ତିଭୂମି ଉପରେ ପ୍ରାୟ ସାଢେ ତିନି ଘଣ୍ଟା…

‘ମୁଁ ରାଷ୍ଟ୍ରପତି ହେଲେ ଟ୍ରମ୍ଫଙ୍କୁ କ୍ଷମା କରିଦେବି’,କମଲା ହ୍ୟାରିସଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ

ଓ୍ବାଶିଂଟନ,୪।୯: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ଭାରତୀୟ ମୂଳ ବାସିନ୍ଦା ବିବେକ ରାମସ୍ବାମୀ ତାଙ୍କ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ବିତର୍କରେ ବିବେକ ରାମସ୍ବାମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri