ଅନ୍ତର୍ଜାତୀୟ

ମୋବାଇଲ ଚୋରି ରୋକିବାକୁ ପାକିସ୍ତାନ ମନ୍ତ୍ରୀଙ୍କ ଅଦ୍ଭୁତ ଉପଦେଶ

ଇସଲାମାବାଦ,୬।୯: ଆର୍ଥିକ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଭାଙ୍ଗଯାଇଛି। ପ୍ରତିଦିନ ପାକିସ୍ତାନର ଡକାୟତମାନେ ବନ୍ଧୁକ ମୁନରେ ଲୋକଙ୍କୁ ଖୋଲାଖୋଲି ଭାବେ ଲୁଟୁଛନ୍ତି। ଦେଶରେ ଅପରାଧ ହାରକୁ ନେଇ ଉଦ୍ବେଗ ପ୍ରକାଶ କରି ପାକିସ୍ତାନର…

ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା…

ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ ସଫଳତାର…

ଜାତି ଭିତ୍ତିକ ଭେଦଭାବକୁ ନିଷିଦ୍ଧ କରୁଥିବା ବିଲ ସମ୍ପର୍କରେ ଭୋକ ଓପାସରେ ବସିଥିବା ସମର୍ଥକ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲେ

ଓ୍ବାଶିଂଟନ,୬।୯: ଜାତିଗତ ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ନିକଟରେ କାଲିଫର୍ନିଆ ବିଧାନସଭାରେ ପାସ ହୋଇଥିଲା। ଆଇନରେ ପରିଣତ ହେବା ପାଇଁ ଏହା ବର୍ତ୍ତମାନ ରାଜ୍ୟପାଳ ଗୋଭିନ ନ୍ୟୁସୋମଙ୍କ ନିକଟକୁ ପଠାଯାଇଛି। ଏହି ସମୟରେ ମଙ୍ଗଳବାର ଅନେକ ଲୋକ ଭୋକ ଉପାସରେ…

ବାଜରା ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହିତ ମିଳିତ ହେଲା, ମିଳିତ ଜାତିସଂଘ ଅଭିଯାନରେ ସାମିଲ…

କାଠମାଣ୍ଡୁ,୬।୯ : ବାଜରା ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହ ସହଯୋଗ କରିବାକୁ ପ୍ରସ୍ତୁତ । କୃଷି ଏବଂ ପଶୁପାଳନ ମନ୍ତ୍ରୀ ବେଦୁରାମ ଭୁଶାଲ ଏହି ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି…

ସିଡିସି ନିୟମ ପାଳନ କରି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ

ଓ୍ବାଶିଂଟନ,୬।୯: ଜି -୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି। ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।…

ଆମେରିକାର ସାମରିକ ଭିତ୍ତିଭୂମି ଉପରେ ପର୍ଯ୍ୟଟକ ଭାବେ ଚାଇନା ନାଗରିକ ରଖୁଛନ୍ତି ନଜର…

ଓ୍ବାଶିଂଟନ,୬।୯ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ପ୍ରାୟ ୧୦୦ ଟି ଘଟଣା ଉପରେ ନଜର ରଖିଛି ଯେଉଁଥିରେ ଚାଇନା ନାଗରିକମାନେ ପର୍ଯ୍ୟଟକ ଭାବରେ ପରିଚିତ ହୋଇ ଏକାଧିକ ଥର ସାମରିକ ବେସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନକୁ…

ଜି-୨୦ବୈଠକରେ କାମ ବିଗାଡିବ ଚାଇନା: ଆମେରିକା

ଓ୍ବାଶିଂଟନ୍‌, ୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ସଜବାଜ। ୩୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ତେବେ ସେପ୍ଟେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଚାଇନା ଓ ଋଷିଆ ରାଷ୍ଟ୍ରପତି ଯୋଗ…

ପ୍ରମାଣ ଥିଲେ ମଧ୍ୟ ବିଶ୍ୱ ଆତଙ୍କବାଦୀ ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ଲାଗି ରୋକା ଯାଉଛି: ଭାରତ…

ଜେନେଭା,୬।୯ : ଜାତିସଂଘ ପରିଷଦକୁ ଭାରତ କହିଛି କୌଣସି କାରଣ ନ ଦର୍ଶାଇ ବିଶ୍ୱସ୍ତରରେସ୍ତରରେ ଅନୁମୋଦିତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅବରୋଧ କରିବା ଅନାବଶ୍ୟକ। ଏଥି ସହ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଏଭଳି କରିବା ଦ୍ୱାରା ଚାଇନାର…

‘ପୃଥିବୀର ଫୁସଫୁସ’ ବଞ୍ଚାଇବାରେ ନିୟୋଜିତ ବ୍ରାଜିଲ ସରକାର: ଗତ ମାସ ତୁଳନାରେ ଜଙ୍ଗଲ ନଷ୍ଟ ହେବା ୬୬ ପ୍ରତିଶତରୁ ଅଧିକ ହ୍ରାସ…

ବ୍ରାସିଲିଆ,୬।୯: ବିଶ୍ୱର ବୃହତ୍ତମ ଚିରହରିତ ଜଙ୍ଗଲ, ଘନ ଏବଂ ବୃହତ ଜଙ୍ଗଲ ମଧ୍ୟରୁ ଗୋଟିଏ ବ୍ରାଜିଲରେ ଅବସ୍ଥିତ । ଆମାଜନ ଜଙ୍ଗଲରୁ ଏକ ବହୁତ ଭଲ ଖବର ମିଳିଛି, ଯାହାକୁ ପୃଥିବୀର ଫୁସଫୁସ ଆମାଜନ ରେନଫରେଷ୍ଟ କୁହାଯାଏ । ଆମାଜନ ଦିବସ…

ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ

ଟୋକିଓ,୬।୯: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଜାପାନର ଓକିଲମାନେ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ବିସ୍ଫୋରକ ଆକ୍ରମଣ ଘଟଣାରେ ୨୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ହତ୍ୟା…

ବାଇଡେନଙ୍କ କୋଭିଡ୍‌ ରିପୋର୍ଟ ଆସିଲା ନେଗେଟିଭ୍‌, ଜି-୨୦ ବୈଠକରେ ହେବେ ସାମିଲ

ଓ୍ବାଶିଂଟନ୍‌,୬।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ। ଏହାପୂର୍ବରୁ ମଙ୍ଗଳବାର ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri