ଅନ୍ତର୍ଜାତୀୟ

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଆକ୍ରମଣ, ୪ ମୃତ ୩ ଆହତ

ପେଶାଓ୍ବର,୭।୧: ରବିବାର ପାକିସ୍ତାନର ଅଶାନ୍ତ ଖାଇବର-ପାଖତୁନଖ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଜିଲା ପୋଲିସ ଅଧିକାରୀ…

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଲାଗିଲା ନିଆଁ, ଜଳିଗଲା ୧୦୦୦ରୁ ଅଧିକ ଆଶ୍ରୟସ୍ଥଳୀ

ଢାକା,୭ା୧: ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି। ଫଳରେ ଏହି ଅଗ୍ନିକାଣ୍ଡରେ ୧୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ ବାସହୀନ…

ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍‌ଙ୍କ ଭଉଣୀ

ପ୍ୟୋଙ୍ଗ୍‌ୟାଙ୍ଗ,୭ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦକ୍ଷିଣ କୋରିଆ ସେନା…

ବର୍ଷ ଆରମ୍ଭରୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ…

ଓ୍ବାଶିଂଟନ : ବର୍ଷ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଏକ ଖରାପ ଖବର ମଧ୍ୟ ଆସିଛି । ମନୋରଞ୍ଜନ ଦୁନିଆ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଜଣାଶୁଣା ଅଭିନେତ୍ରୀ, ଯିଏକି ନିଜ…

ଚାଇନାରେ କମୁଛି ଦେଶଭକ୍ତଙ୍କ ସଂଖ୍ୟା: ଜିନପିଙ୍ଗ ଆଣିଲେ ନୂଆ ଆଇନ, ସ୍କୁଲରେ ପାଠ୍ୟପୁସ୍ତକରେ ସାମିଲ…

ବେଜିଂ,୭।୧ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିରାଶା ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଦୃଶ୍ୟମାନ ହେଉଛି। ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦ୍ୱାରା ଦେଶ ଘେରି ରହିଛି। ଦେଶରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବା ବିରୋଧରେ ଯୁବବର୍ଗମାନେ ବିରୋଧ କରୁଛନ୍ତି ଏବଂ ଅର୍ଥନୀତିର…

ବାଂଲାଦେଶ ଭୋଟ ଆଜି

ଢାକା,୭।୧: ବାଂଲାଦେଶ ସାଧାରଣ ନିର୍ବାଚନ ରବିବାର ହେବାକୁ ଯାଉଛି। ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଶନିବାରଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା…

କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରିରେ…

ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ ଉପତ୍ୟକା ଦେଇ ଟାଉନଶିପ ନିର୍ମାଣ କରି ବେଆଇନ ଭାବେ ଜମି ଖୋଳିବା କାର୍ଯ୍ୟ…

ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ…

ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ ପାଖରେ…

ଶପିଂ ମଲରେ ୧୦ ଫୁଟର ଏଲିଅନ ଦେଖି ଭୟରେ ଦୌଡ଼ିଲେ ଲୋକେ: ଭିଡ଼ିଓ ଭାଇରାଲ…

ମିଆମି,୬।୧ : ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି। ୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ…

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ

ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି। ଉତ୍ତର…

ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ

ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକମାନେ ଗରିବୀ, ଦାରିଦ୍ର ଭିତରେ ବସବାସ କରୁଛନ୍ତ। କିନ୍ତୁ ଆମେ ଆପଣଙ୍କୁ ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁଠି ଚର୍ଚ୍ଚାରେ ରହୁଥିବାବେଳେ ଏହାର ଏକ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?