ବିମାନରୁ ଓହ୍ଲାଇବାକୁ ଅଧ ଘଣ୍ଟା ଅପେକ୍ଷା କଲେ ରାଷ୍ଟ୍ରପତି
ଦୋହା,୧।୧୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ…
ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!
ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ ରହସ୍ୟମୟ ନିମୋନିଆ ରୋଗ ଏବେ ଶିଖରରେ ଅଛି, ଯେଉଁଠାରେ ପିଲାମାନଙ୍କୁ ବହୁ ସଂଖ୍ୟାରେ ହସ୍ପିଟାଲରେ…
ପୁଣିଥରେ ଇସ୍ରାଏଲ ଗସ୍ତରେ ଆଣ୍ଟୋନି ବ୍ଲିଙ୍କେନ, କହିଲେ ସମସ୍ତ ବନ୍ଧକ ସେମାନଙ୍କ ପରିବାରକୁ ଫେରିବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ
ଜେରୁଜେଲମ,୧।୧୨: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କହିଛନ୍ତି, ତାଙ୍କର ଧ୍ୟାନ ଯୁଦ୍ଧ ବିରାମକୁ ବୃଦ୍ଧି କରିବା ସହିତ ସହଯୋଗୀମାନଙ୍କ ସହିତ କାମ କରିବା, ଯାହାଦ୍ୱାରା ଗାଜାରେ ଫଶୀ ରହିଥିବା ବନ୍ଧକମାନଙ୍କୁ ମୁକ୍ତ…
ୟୁଏଇରେ ମୋଦିଙ୍କୁ ଜୋରଦାର ସ୍ବାଗତ: ‘ମୋଦି-ମୋଦି’, ‘ଅବ୍ କି ବାର୍ ମୋଦି ସରକାର’ ସ୍ଲୋଗାନରେ କମ୍ପିଲା
ୟୁଏଇ,୧।୧୨:ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି୨୮) ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଲୋକମାନେ ମୋଦି-ମୋଦି ଏବଂ ଏଥର ‘ଅବ୍ କି ବାର୍ ମୋଦି…
ଇମ୍ରାନ୍ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ
ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା ଚାଲିବାକୁ ସ୍ବତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ଅନୁମୋଦନ ଦିଆଯାଇଛି। ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି…
ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ
ଜେରୁଜେଲମ,୩୦।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଏହାର ପ୍ରତିଶୋଧ…
କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ
କାଜାଖସ୍ତାନ,୩୦।୧୧: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ…
ଖାଇବାକୁ ମନ ହେଲା, ଏକାଥରକେ ୩୨ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ମହିଳା
ବେଜିଂ,୩୦।୧୧: କିଛି ଲୋକ ଖାଇବାର ବହୁତ ଶୌକିନ ହୋଇଥାନ୍ତି। ସେମାନଙ୍କୁ ଆମେ ଫୁଡି ବୋଲି କହିଥାଉ। ବେଳେବେଳେ କିଛିଙ୍କୁ ଗୋଟିଏ ଆଇଟମର ଏପରି ଦିଓ୍ବାନା ହୋଇଯାଆନ୍ତି ଯେ ସେମାନେ ତାକୁ ବାରମ୍ବାର ଖାଇବାକୁ ପ୍ରିଫର କରିଥାଉ। ଚାଇନାର ଜଣେ ମହିଳାଙ୍କୁ ଗୋଟିଏ…
କଣ୍ଟେଣ୍ଟ ପାଇଁ ନ୍ୟୁଜ ସଂସ୍ଥାଙ୍କୁ ୬୧୨କୋଟି ଟଙ୍କା ଦେବ ଗୁଗଲ
ଅଟାଓ୍ବା,୩୦।୧୧: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ ପକ୍ଷରୁ ବିଭିନ୍ନ ନ୍ୟୁଜ ପ୍ଲାଟଫର୍ମର କଣ୍ଟେଣ୍ଟକୁ ୟଜର୍ସଙ୍କ ସର୍ଚ୍ଚ ଇଞ୍ଜିନରେ ଗୋଟିଏ ପରେ ଗୋଟିଏ ପବ୍ଲିଶ କରାଯାଇଥାଏ। ତେବେ ଏନେଇ ଗୁଗଲକୁ ଦାବି କରାଯାଉଛି କି, ନ୍ୟୁଜ ପବ୍ଲିଶ ପାଇଁ ଗୁଗଲ…
ଅନ୍ୟ ଝିଅଙ୍କୁ ଚାହିଁବାରୁ ପ୍ରେମିକଙ୍କୁ ଆଖି ଫୁଟାଇ ଦେଲେ ପ୍ରେମିକା
ଫ୍ଲୋରିଡା,୩୦।୧୧: ପ୍ରେମିକା ସାମ୍ନାରେ ଅନ୍ୟ ସ୍ତ୍ରୀକୁ ଦେଖିବାରୁ ଭୟଙ୍କର ପଦକ୍ଷେପ ନେଇଛନ୍ତି ପ୍ରେମିକା ଜଣକ। ପ୍ରେମିକଠାରୁ ପ୍ରତିଶୋଧ ନେବାକୁ ଯାଇ ମହିଳା ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ତାଙ୍କ ପ୍ରେମିକ ଆଖିରେ ରାବିସ…
ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…
କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ…
ପୂର୍ବତନ ଆମେରିକା ବିଦେଶମନ୍ତ୍ରୀଙ୍କ ପରଲୋକ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଥିଲା ବିବାଦୀୟ ଭୂମିକା…
ଓ୍ବାଶିଂଟନ,୩୦।୧୧ : ଆମେରିକାର ପ୍ରସିଦ୍ଧ ରାଜନେତା ତଥା କୂଟନୀତିଜ୍ଞ ହେନେରୀ କିସିଙ୍ଗରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କୁହାଯାଉଛି ବୁଧବାର କନେକ୍ଟିକଟରେ ଥିବା ତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ…
Archives


