ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ
ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ, ମସ୍କୋ ଅଞ୍ଚଳର ଇସ୍ତରା ଜିଲା ଉପରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏକ...
ନୌସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୨ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ
ଓ୍ବାଶିଂଟନ୍,୨୬।୮: ଆମେରିକାର ସାମୁଦ୍ରିକ କର୍ପସ ଏଫ୍ / ଏ-୧୮ ହର୍ନେଟ ଯୁଦ୍ଧ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ସାନ ଡିଏଗୋ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ କେବଳ ପାଇଲଟ...
ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଉଠିଲା ଦାବି
ଇସଲାମାବାଦ,୨୬।୮: ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏବେ ସାଧାରଣ ନିର୍ବାଚନ କରିବାକୁ ଦାବି ଜୋର ଧରିଲାଣି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପରେ ଏବଂ ସେ ଗିରଫ...
ବିମାନ ଯାତ୍ରା କରିବା ପୂର୍ବରୁ ଓଜନ ହେବେ ଯାତ୍ରୀ
କେପଟାଉନ,୨୬।୮: ବିମାନ ଯାତ୍ରା କରି ବିଶ୍ୱର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଲଗେଜ ଓଜନ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଯାତ୍ରୀମାନଙ୍କୁ ଓଜନ କରିବାକୁ ମଧ୍ୟ...
ଅକ୍ଟୋବର ୧୫ରେ ଲଣ୍ଡନରୁ ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ
ଇସଲାମାବାଦ,୨୬।୮: ଶହାବାଜ ସରିଫଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାକିସ୍ତାନରେ ଏବେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲଣ୍ଡନରେ ଚିକିତ୍ସିତ ହେଉଥିବା...
ଅବତରଣର ୨ ଦିନ ପରେ ପାକିସ୍ତାନ ସରକାର କଲେ ପ୍ରଶଂସା, କହିଲେ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ
ଇସଲାମାବାଦ,୨୬।୮: ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି କାରଣରୁ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଏବେ ପାକିସ୍ତାନ ସରକାର ମଧ୍ୟ...
ମାଡାଗାସ୍କରରେ ଆଇଓଆଇଜି ଖେଳର ଉଦ୍ଘାଟନୀ ସମୟରେ ଅଘଟଣ: ୧୨ ମୃତ, ୮୦ ଆହତ
ମାଡାଗାସ୍କର,୨୬।୮: ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଡାଗାସ୍କରରେ ଅନୁଷ୍ଠିତ ଭାରତୀୟ ମହାସାଗର ଦ୍ୱୀପ ଖେଳ (ଆଇଓଆଇଜି)ର ଉଦଘାଟନୀ ସମାରୋହରେ ୧୨ଜଣଙ୍କର ମୃତ୍ୟୁ ଘଟଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୮୦...
ଆମେରକାରେ ଗୃହଯୁଦ୍ଧରେ ହୋଇଥିବା ନରସଂହାରରେ ଦୋଷୀ କର୍ଣ୍ଣେଲଙ୍କୁ ୨୦ବର୍ଷର ଦଣ୍ଡ ଶୁଣାଇଲେ ବିଚାରପତି
ଓ୍ବାଶିଂଟନ୍,୨୫।୮: ପ୍ରାୟ ୪୦ ବର୍ଷ ପୂର୍ବେ ଗୃହଯୁଦ୍ଧରେ ୨୫ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ ଅବସରପ୍ରାପ୍ତ ଗୁଆଟେମାଲା କର୍ଣ୍ଣେଲ ଜୁଆନ ଓଭାଲେ ସାଲାଜର। ଏନେଇ ତାଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ସେ ଅଧିକାଂଶ ଲୋକ ଶିଶୁଙ୍କୁ ହତ୍ୟା...
ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା
ଓ୍ବାଶିଂଟନ୍,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର ମାଇଲ ଉପରେ, ନାସାର ଟେମ୍ପୋ କିମ୍ବା ଟ୍ରପୋସଫେରିକ ର୍ନିଗମନ ପ୍ରଦୂଷଣର ମନିଟରିଂ ହେଉଛି...
ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ କହିଲା ହିଂସାର କାରଣ
ଓ୍ବାଶିଂଟନ୍,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ...
ତୋସାଖାନା ଦୁର୍ନୀତି: ୨୮ରେ ହେବ ଶୁଣାଣି
ଇସଲାମବାଦ,୨୫।୮: ତୋସାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଶୁକ୍ରବାର ଆବେଦନ ଉପରେ ଶୁଣାଣି କରି ପାକିସ୍ତାନ ହାଇକୋର୍ଟ ୨୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ଜଷ୍ଟିସ ଆମୀର ଫାରୁକ ଏବଂ...
ମୋଦି କହିଲେ ଭାରତ ଆଉ ଗ୍ରୀସ ବିଶ୍ୱର ଦୁଇ ପ୍ରାଚୀନ ସଭ୍ୟତା
ଏଥେନ୍ସ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସର ପ୍ରଧାନମନ୍ତ୍ରୀ ମିରିୟାକୋସ ମିତ୍ସୋଟାକିସଙ୍କ ସହ ଦ୍ୱିପାକ୍ଷିକ ବର୍ତ୍ତା ପରେ ପ୍ରେସକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗ୍ରୀସ ଏବଂ ଭାରତ ହେଉଛି ବିଶ୍ୱର ଦୁଇଟି ପ୍ରାଚୀନ...
Archives


