ଅନ୍ତର୍ଜାତୀୟ

ଇସ୍ରାଏଲ-ହାମାସ ବିବାଦରେ ୩,୯୦୦ ନିହତ, ଗାଜାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଧମକ…

ଜେରୁଜେଲମ, ୧୬।୧୦: ହମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାର ୧୦ ଦିନ ବିତିଲାଣି । ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧,୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ, ଗାଜା ଷ୍ଟ୍ରିପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା…

୩୬ ଦେଶର ନାଗରିକଙ୍କୁ ବନ୍ଧକ ରଖିଛି ହମାସ୍‌, ସାହାଯ୍ୟ ପାଇଁ ନିବେଦନ କଲେ ଅଭିନେତ୍ରୀ

ଜେରୁଜେଲମ୍‌,୧୬ା୧୦(୦୫): ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସହିତ ୩୬ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ ଅଭିନେତ୍ରୀ ରୋନା-ଲି ଶିମନ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିବା ସହ ସମସ୍ତ ନାଗରିକଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର…

ହମାସକୁ ରକ୍ତ ଶୋଷୁଥିବା ରାକ୍ଷସ ସହ ତୁଳନା କଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୬।୧୦(୦୭): ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଦେଶର ଜରୁରୀକାଳିନ ସରକାରୀ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଲୋକଙ୍କ ପାଇଁ କ୍ୟାବିନେଟ…

ଇସ୍ରାଏଲରେ ୫ ଘଣ୍ଟା ପାଇଁ ବନ୍ଦ ରହିଲା ବୋମାମାଡ, ଲୋକଙ୍କୁ ଉତ୍ତରରୁ ଦକ୍ଷିଣକୁ ଯିବାକୁ ମିଳିଲା ସମୟ

ଜେରୁଜେଲମ,୧୬।୧୦:  ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜା ଏକ ଯୁଦ୍ଧ ଭୂମି ପାଲଯି ଯାଇଛି। ଗତ କିଛିଦିନ ହେବ ଇସ୍ରାଏଲ ସେନା ଲଗାତାର ଗାଜାରେ ଉପସ୍ଥିତ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି। ଇସ୍ରାଏଲ ଗାଜାକୁ ବନ୍ଦ…

ଇସ୍ରାଏଲକୁ ପ୍ରଶ୍ନ କଲେ ନିକ୍କି ହେଲି

ଓ୍ବାଶିଂଟନ,୧୬।୧୦:  ଆମେରିକାରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଗାଜାର ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇ ଥିବାରୁ ଇସଲାମ ଦେଶଗୁଡ଼ିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଗାଜାର ନିରୀହ ନାଗରିକମାନେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧର ଶିକାର…

ଗାଜାରେ ମିଳୁନି ପାନୀୟ ଜଳ

ତେଲ ଆଭିବ,୧୬।୧୦:  ଇସ୍ରାଏଲ ଦ୍ୱାରା ଗାଜା ଷ୍ଟ୍ରିପରେ ବିଦ୍ୟୁତ ଓ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଏହି କାରଣରୁ ଗାଜାର ଲୋକମାନେ ପାନୀୟ ଜଳର ଅଭାବର ସମ୍ମୁଖୀନ ହେଉଛନ୍ତି। ଗାଜାରେ ରହୁଥିବା ଅହମ୍ମଦ ହମିଦ (୪୩) ନିଜ ପତ୍ନୀ ଏବଂ ସାତ…

ମୁଁ ଭାରତ ଯିବିନାହିଁ, ଇସ୍ରାଏଲ ସହ ଛିଡା ହେବି

ଜେରୁଜେଲମ,୧୬।୧୦(୦୭): ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୧୦ ବର୍ଷ ଧରି ଇସ୍ରାଏଲରେ ରହୁଥିବା ଜଣେ ଭାରତୀୟ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ସେ ଏହି ସମୟରେ ଇସ୍ରାଏଲ ସହିତ ଛିଡ଼ା ହୋଇଛନ୍ତି।…

ଇସ୍ରାଏଲକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୧୬।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସ୍ବର ବଦଳାଇଛନ୍ତି। ସେ କହିଛନ୍ତି ଯେ, ହମାସକୁ ଧ୍ୱଂସ କରାଯିବା ଉଚିତ, କିନ୍ତୁ ପାଲେଷ୍ଟାଇନ ଦେଶ ପାଇଁ ମଧ୍ୟ ଏକ ରାସ୍ତା ରହିବା…

ଘରେ ପଶି ଇସ୍ରାଏଲ ନାଗରିକଙ୍କୁ ହତ୍ୟା, ଭାଇରାଲ ହେଉଛି ଭୟଙ୍କର ଭିଡିଓ

ଜେରୁଜେଲମ୍‌,୧୬ା୧୦(୦୫): ହମାସ୍‌ ଆତଙ୍କବାଦୀମାନେ କିପରି ଇସ୍ରାଏଲୀଙ୍କ ଘରେ ପଶି ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ସୋମବାର ଏକ ଭିଡିଓ ଜାରି କରିଛି। ହମାସ୍‌ ଆତଙ୍କବାଦୀଙ୍କ ସୀମା ପାର କରି ଇସ୍ରାଏଲକୁ ପ୍ରବେଶ କରି ସାଧାରଣ ନାଗରିକଙ୍କୁ…

ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬ା୧୦(୦୫): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଯିବେ। ବାଇଡେନଙ୍କ ଏହି ଗସ୍ତ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ହମାସ୍‌-ଇସ୍ରାଏଲ ମଧ୍ୟରେ ଘମାଘଟ ଲଢ଼େଇ ଚାଲିଥିବା ବେଳେ ବାଇଡେନ ଇସ୍ରାଏଲ ଯିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ବାଇଡେନଙ୍କୁ…

ଗାଜାରେ ମେଡିକାଲ ସପ୍ଲାଇ ବନ୍ଦ ହେଲେ ଯିବ ହଜାର ହଜାର ରୋଗୀଙ୍କ ଜୀବନ

ଜେରୁଜେଲମ,୧୫।୧୦: ଗାଜାର ଡାକ୍ତରମାନେ ରବିବାର ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଆହତ ବ୍ୟକ୍ତିଙ୍କ ସହ ଭର୍ତ୍ତି ହୋଇଥିବା ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଚିକିତ୍ସା ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ହଜାର ହଜାର ରୋଗୀ ପ୍ରାଣ…

ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୫।୧୦(୦୭): ଭାରତ ସହ କୂଟନୈତିକ ବିବାଦ ମଧ୍ୟରେ ରବିବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ କାନାଡାର ପ୍ରଧାନମନ୍ତ୍ରୀ କହିଛନ୍ତି, ଶୁଭ ନବରାତ୍ରୀ। ମୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ତଥା ଏହି ଉତ୍ସବ ପାଳନ କରୁଥିବା ସମସ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri