ଅନ୍ତର୍ଜାତୀୟ

ଲିବିୟାରେ ପୁଣି ୨ ଡ୍ୟାମ ଯୋଗୁ ବିନାଶ ଆଶଙ୍କା, ମହାମାରୀ ଚେତାବନୀ ଦେଲା ଜାତିସଂଘ…

ତ୍ରିପୋଲି,୧୯।୯ : ସେପ୍ଟେମ୍ବର ୧୦ ରେ ଆଫ୍ରିକୀୟ ଦେଶ ଲିବିୟାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ୩,୯୫୮ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭୂମଧ୍ୟସାଗରରେ ଥିବା ସାଇକ୍ଲୋନ ଡାନିଏଲ ଯୋଗୁଁ ଦୁଇଟି ଡ୍ୟାମ ଭାଙ୍ଗି ଡର୍ନା ସହରରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି…

ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲାରେ ବୃଦ୍ଧି…

ରାବାତ,୧୯।୯ : ମରୋକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ମହିଳା ଅଧିକାର କର୍ମୀ ତଥା ସଂଗଠନମାନେ ସଜାଗ ରହିଛନ୍ତି। ଏହାର କାରଣ ହେଉଛି ମହିଳା ଏବଂ ଝିଇମାନଙ୍କ ବିଷୟରେ ଅନଲାଇନ ପୋଷ୍ଟ। ବାସ୍ତବରେ, ମରୋକ୍କୋର ଆଟଲାସ ପର୍ବତ ନିକଟରେ ସେପ୍ଟେମ୍ବର ୮…

ଚାଇନାର ମୃତ୍ୟୁର ଖେଳ, ଯୁଦ୍ଧକ୍ଷେତ୍ରରେ କେହି ବି ରହିବେନି ଜୀବିତ…

ବେଜିଂ,୧୯।୯ : ସମଗ୍ର ବିଶ୍ୱରେ ବିଭିନ୍ନ ଦେଶର ସରକାର ଏବଂ ସୈନ୍ୟମାନେ ଚାଇନାର ଶସ୍ତା ଯୁଦ୍ଧ ଡ୍ରୋନ ସଂଗ୍ରହ କରୁଛନ୍ତି। ଏହା ସହିତ ଏହି ଡ୍ରୋନଗୁଡ଼ିକୁ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଉଛି। ଏହି କାରଣରୁ, ବହୁ ପରିମାଣରେ ଲୋକଙ୍କୁ ହତ୍ୟା କରିବାର ସମ୍ଭାବନା…

ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି।…

ରୁଷିଆ ଯାତ୍ରା ସାରି ସ୍ବଦେଶ ଫେରିଲେ କିମ

ସିଓଲ,୧୯।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ଉତ୍ତର କୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି ରୁଷିଆ ଯାତ୍ରା ଶେଷ କରି କିମ ସ୍ବଦେଶ ଫେରି ଆସିଛନ୍ତି। ଏହି ଗସ୍ତ…

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ ଏଭଳି…

ଆଇଏମଏଫରୁ ଫଣ୍ଡିଂ ପାଇଁ ନିଜ ଅସ୍ତ୍ରଶସ୍ତ୍ରର କାରବାର କଲା ପାକିସ୍ତାନ, ରିପୋର୍ଟର ଦାବି ଉପରେ ଆସିଲା ପଡୋଶୀ ଦେଶର ବୟାନ

ଇଓଲାମାବାଦ,୧୯।୯: ନିକଟରେ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଏକ ଗୁରୁତ୍ୱପୂର୍ଣ୍ଣ ବେଲଆଉଟ ପ୍ୟାକେଜ ହାସଲ କରିବା ପାଇଁ ପାକିସ୍ତାନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ବିକ୍ରି କରିଛି। ତେବେ ପାକିସ୍ତାନ…

ଏଠାରେ କୌଣସି ମେଳା ହେଉନି: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବାଇଡେନଙ୍କ ବ୍ୟତୀତ ପହଞ୍ଚିଲେ ନାହିଁ ଆଉ କୌଣସି ବଡ ନେତା

ନ୍ୟୁୟର୍କ,୧୯।୯: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ନେତା ଅନୁପସ୍ଥିତ ରହିପାରନ୍ତି। କେବଳ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସାମିଲ ହେଉଛନ୍ତି। ଏହାକୁ ନେଇ ଏବେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟେନିଓ…

କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଏକ ବଡ ଅଭିଯୋଗ କରି କହିଛନ୍ତି ଯେ,…

ରୁଷିଆ ଆକ୍ରମଣରେ କମ୍ପିଲା ୟୁକ୍ରେନ ସହର ଲଭିଭ, ଗୋଦାମରେ ଅଗ୍ନିକାଣ୍ଡ, କେତେକ ଲୋକ ଆହତ

କିଭ୍‌,୧୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ଜଣେ ବ୍ୟକ୍ତି…

ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଆମେରିକା,କହିଲା ଆମେ ସମସ୍ତେ ମୋଦିଙ୍କ ନିକଟରେ କୃତଜ୍ଞ

ଓ୍ବାଶିଂଟନ,୧୯।୯: ଭାରତ ଏଥର ଖୁବ ଭାଲ ଭାବରେଜି-୨୦ର ଅଧ୍ୟକ୍ଷତା କରିଛି। ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ସମସ୍ତ ଦେଶର ନେତା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…

୧୪୩ ବର୍ଷରେ ୨୦୨୩ ସବୁଠୁ ଉତ୍ତପ୍ତ

ନ୍ୟୁୟର୍କ,୧୯ା୯:ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଘଟିବାରେ ଲାଗିଛି। ପରିଣାମ ସ୍ବରୂପ ଅନିୟମିତ ବର୍ଷା ହେଉଥିବାବେଳେ ସ୍ବାଭାବକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri