ଅନ୍ତର୍ଜାତୀୟ

ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…

ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ୬ପର୍ତ୍ତୁଗୀଜ

ଲିସବନ,୨୧।୯: ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରସଙ୍ଗରେ ସଠିକ୍‌ ପଦକ୍ଷେପ ନ ନେବାରୁ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଛି। ୬ଜଣ ପର୍ତ୍ତୁଗୀଜ ଯୁବକ ଏନେଇ ୟୁରୋପୀୟ ମାନବିକ ଅଧିକାର କୋର୍ଟରେ ଅଭିଯୋଗ କରିଛନ୍ତି। ୨୦୧୭ରେ ଜଳବାୟୁ ପରିବର୍ତ୍ତନ…

ଆଜେରବାଇଜାନ ଓ ଆର୍ମେନିଆ ଯୁଦ୍ଧ: ୨୦୦ମୃତ, ୪୦୦ରୁ ଅଧିକ ଆହତ

ବାକୁ,୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏଥିସହ ଆଜେରବାଇଜାନ ଅସ୍ତ୍ରବିରତି କରିବାକୁ ରାଜି ହୋଇଛି। ଆଜେରବାଇଜାନର ଅଧିକାରୀମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀମାନେ ଅସ୍ତ୍ର ରଖିଛନ୍ତି ବୋଲି…

ପାକିସ୍ତାନ: ମହିଳାଙ୍କୁ ବର୍ଷକରେ ୩ଥର ପ୍ରସୂତିକାଳୀନ ଛୁଟି

ଇସଲାମବାଦ,୨୧।୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଗୋଟିଏ ବର୍ଷରେ ତିନିଥର ପ୍ରସୂତିକାଳୀନ ଛୁଟି ଦିଆଯାଇଥିଲା। ତେବେ ଏନେଇ ସିନ୍ଧ ପ୍ରଦେଶର ଶିକ୍ଷା ବିଭାଗ ଦକ୍ଷିଣ ସିନ୍ଧରେ ଅବସ୍ଥିତ ନୋଶେରା ଫିରୋଜ ଟାଉନ ସ୍କୁଲକୁ ରିପୋର୍ଟ ମାଗିଛି। ସରକାରୀ…

‘ଡୋନାଲ୍ଡ ଟ୍ରମ୍ଫଙ୍କର ମୃତ୍ୟୁ ହୋଇ ସାରିଛି’, ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଥିବା ଦାବି ସତ ନା ମିଛ

ଓ୍ବାଶିଂଟନ,୨୧।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବଡ ପୁଅ ଜୁନିୟର ଟ୍ରମ୍ଫଙ୍କ ଏକ୍ସ(ପୂବ ଟୁଇଟର) ଆକାଉଣ୍ଟ ବୁଧବାର ହ୍ୟାକ ହୋଇଯାଇଛି। ଏହା ପରେ ତାଙ୍କ ଆକାଉଣ୍ଟରୁ ଅନେକ ଟୁଇଟ ପୋଷ୍ଟ କରାଯାଇଥିଲା । ଏହି ଟୁଇଟ ଗୁଡିକରେ ଅନେକ ଆପତ୍ତିଜନକ…

ଟ୍ରୁଡୋଙ୍କ ଅଭିଯୋଗକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୧।୯: ବିଚ୍ଛିନ୍ନତାବାଦୀ ନେତା ହରଦୀପ୍‌ ସିଂ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିମାନଙ୍କ ହାତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଏନେଇ ଟ୍ରୁଡୋଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି। ଭାରତ-କାନାଡା ବିବାଦରେ ଫାଇଭ୍‌ ଆଇଜ୍‌ ଆଲାଇନ୍ସରେ ଥିବା…

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା

ଓଟାଓ୍ବା,୨୧।୯: କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେଙ୍କୁ ହତ୍ୟା କରାଯାଇଛି। କାନାଡାରୁ ମିଳିଥିବା ଗୁପ୍ତଚର ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଓ୍ବିନିପେଗ୍‌ ସହରରେ ଡାଭିନ୍ଦର ବାମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ ସୁଖା ଡୁନେକେଙ୍କୁ ହତ୍ୟା କରାଯାଇଥିଲା। ସରେ ଆତଙ୍କବାଦୀ…

କ୍ରିମିଆ-କୃଷ୍ଣ ସାଗର ଉପରେ ଆକ୍ରମଣ କଳା ୟୁକ୍ରେନ…

କିଭ୍‌,୨୧।୯ : ରୁଷିଆ ଗୁରୁବାର କହିଛି କ୍ରିମିଆ ଉପଦ୍ୱୀପ ତଥା ମସ୍କୋ ସହିତ କୃଷ୍ଣ ସାଗର ଉପରେ ରାତି ଉଡୁଥିବା ୧୯ ଟି ୟୁକ୍ରେନ ଡ୍ରୋନ ନଷ୍ଟ କରାଯାଇଛି। ନ୍ୟୁଜ ଏଜେନ୍ସି ରୁ ମିଳିଥିବା ସୂଚନା ଅନୁଯାୟୀ, ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ…

ବାଇଡେନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବୈଠକରେ ଭାରତର ଅର୍ଥନୈତିକ କରିଡରକୁ ପ୍ରଶଂସା

ଓ୍ବାଶିଂଟନ୍‌,୨୧।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପର ଅର୍ଥନୈତିକ କରିଡର ନିଷ୍ପତ୍ତିକୁ ସ୍ବାଗତ କରାଯାଇଥିଲା।…

ଭାରତ-ଜର୍ମାନୀ-ବ୍ରାଜିଲ-ଜାପାନକୁ ସ୍ଥାୟୀ ସଦସ୍ୟତା ମିଳିବା ଆବଶ୍ୟକ: ବ୍ରିଟେନ ବୈଦେଶିକ ମନ୍ତ୍ରୀ…

ନୂଆଦିଲ୍ଲୀ,୨୧।୯ : ଜାତିସଂଘର ସମ୍ପ୍ରସାରଣ ଏବଂ ଜର୍ମାନୀ, ବ୍ରାଜିଲ ଓ ଜାପାନର ଜାତିସଂଘର ସ୍ଥାୟୀ ସଦସ୍ୟତା ପାଇଁ ବ୍ରିଟିଶ ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି ସମର୍ଥନ କରିଛନ୍ତି। ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ବିଶ୍ୱ ସ୍ତରରେ ଏକ ଉଚ୍ଚ ସମ୍ମାନ ଲାଗି…

ବ୍ରେନ ଚିପ୍‌ ପାଇଁ ଏଲନ ମସ୍କଙ୍କୁ ଅନୁମତି, ଶୀଘ୍ର ପକ୍ଷାଘାତ ଆକ୍ରାନ୍ତଙ୍କ ଉପରେ ହେବ ପରୀକ୍ଷା…

ଓ୍ବାଶିଂଟନ,୨୧।୯ : ମାନବ ମସ୍ତିଷ୍କରେ ପ୍ରତିରୋପଣ ପାଇଁ ଏଲନ ମସ୍କଙ୍କ ବ୍ରେନ ଚିପ ଅନୁମୋଦିତ ହୋଇଛି। ପକ୍ଷାଘାତ ଆକ୍ରାନ୍ତଙ୍କ ମସ୍ତିଷ୍କରେ ଏହା ଲଗାଯିବ। ମସ୍କଙ୍କ ଷ୍ଟାର୍ଟଅପ ନ୍ୟୁରୋଲିଙ୍କ ଏହି ସୂଚନା ଦେଇଛି । ମସ୍କଙ୍କ କମ୍ପାନୀ ପ୍ରଥମ ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ…

ନ୍ୟୁୟର୍କ,୨୧।୯ : ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୮ ତମ ଅଧିବେଶନରେ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ଆସନ ମଧ୍ୟ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୋସାଙ୍କ ସମର୍ଥନ ପାଇଛି। ଭାରତ ଏବଂ ବ୍ରାଜିଲ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri