ଅନ୍ତର୍ଜାତୀୟ

ଅଲ-ଶିଫା ହସ୍ପିଟାଲକୁ ଡେଥ୍‌ ଜୋନ ଘୋଷଣା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୯।୧୧ : ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ ଡେଥ୍‌…

ଅଲ୍‌ ଶିଫା ହସ୍ପିଟାଲ ଖାଲିହେଲା

ଖାନ୍‌ ୟୁନିସ୍‌,୧୯।୧୧: ଇସ୍ରାଏଲ୍‌ ସୈନ୍ୟଙ୍କ ଦଖଲରେ ଥିବା ଗାଜାର ସର୍ବବୃହତ୍‌ ହସ୍ପିଟାଲ ଅଲ୍‌-ଶିଫାରୁ ରୋଗୀ, ମେଡିକାଲ କର୍ମଚାରୀ ଓ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ପଳାୟନ କରିଛନ୍ତି। ଘଣ୍ଟାଏ ମଧ୍ୟରେ ହସ୍ପିଟାଲ ଖାଲି କରିବାକୁ ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଥିଲା ବୋଲି…

ଯୁଦ୍ଧ ବିରାମ ହେଲେ ବି ଫେରିବନି ଶାନ୍ତି: ବାଇଡେନ…

ଜେରୁଜେଲମ,୧୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏକ ବଡ ବିବୃତ୍ତି ଦେଇଛନ୍ତି। ଗଣମାଧ୍ୟମର…

ସର୍ବନାଶର ସଙ୍କେତ: ଆକାଶରୁ ହେଉଛି ମୃତପକ୍ଷୀ ବର୍ଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ଚାଇନାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆକାଶରେ ଉଡ଼ିବା ସମୟରେ ହଠାତ୍‌ ଖସିପଡ଼ି ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାରେ ପକ୍ଷୀ ମରିପଡ଼ିଥିଲେ ଯେ, ରାସ୍ତାଟି ପକ୍ଷୀଙ୍କ ମୃତଦେହରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିଲା। ଏହି ଦୃଶ୍ୟ…

ରୋବୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ବ୍ରିଟେନବାସୀ, ୨୧ ପ୍ରତିଶତ ମହିଳା ସାମିଲ…

ଲଣ୍ଡନ,୧୮।୧୧ : ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଶିଖରରେ ଅଛି। ଏବେି ଅଧିକାଂଶ କାର୍ଯ୍ୟ କେବଳ ଟେକ୍ନୋଲୋଜି ମାଧ୍ୟମରେ କରାଯାଉଛି। ଆମେ କୌଣସି ସ୍ଥାନକୁ ଯିବାକୁ କିମ୍ବା ଖାଦ୍ୟ ଅର୍ଡର କରିବାକୁ ଟିକେଟ ବୁକ କରିବା ସମ୍ଭବ ହୋଇ ପାରୁଛି। ଏହା…

ଏଲନ ମସ୍କଙ୍କ ପ୍ରୟାସ ବିଫଳ: ଲଞ୍ଚ୍‌ ହେଉହେଉ ନଷ୍ଟ ହେଲା ରକେଟ୍‌

ନ୍ୟୁୟର୍କ,୧୮ା୧୧: ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଷ୍ଟାରଶିପ୍‌ ଲଞ୍ଚ ହେବା ପରେ ନଷ୍ଟ ହୋଇଯାଇଛି। ଫଳରେ ଏଲନ ମସ୍କଙ୍କ ମିଶନ ଦ୍ୱିତୀୟ ଥର ପାଇଁ ବିଫଳ ହୋଇଛି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଶନିବାର ପୁଣି ଥରେ ଏହାର ମେଗା ରକେଟ ଷ୍ଟାର୍‌ଶିପ୍‌…

କରୋନା କବଳରେ ଆମେରିକା, ୧୪ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ,୧୮ା୧୧: ଶୀତ ପାଖେଇ ଆସୁଥିବା ବେଳେ ଆମେରିକାର ୧୪ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଥିପାଇଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶର ସାମଗ୍ରିକ ବୃଦ୍ଧି ୮.୬ ପ୍ରତିଶତରେ ପହଞ୍ଚିଛି। ଯେଉଁଥିରେ ନଭେମ୍ବରରେ ୧୬,୨୩୯ ନୂଆ…

ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ

ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ…

ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଖବରକୁ ମିଛ ବୋଲି କହିଲା ତାଇଓ୍ବାନ, ଭାଇରାଲ ହେଲା ଭିଡିଓ…

ତାଇପେ,୧୮।୧୧ : ସାମ୍ପ୍ରତିକ ଖବର ଅନୁଯାୟୀ ତାଇୱାନ ଭାରତର ନିକଟତର ହେବାକୁ ଚାହୁଁଛି। ମିଡିଆ ରିପୋର୍ଟରେ କୁହାଯାଇଛି ତାଇୱାନ ଭାରତରୁ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ମଧ୍ୟ କୁହାଯାଇଥିଲା ଏହି କର୍ମଚାରୀମାନେ ଶୀଘ୍ର ତାଇୱାନ ଯିବେ।…

ଫାଇନାଲ ମ୍ୟାଚ ପରଦିନ ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି

ନୂଆଦିଲ୍ଲୀ,୧୮।୧୧: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।…

ମରୁଭୂମିରେ ବାଦଲଫଟା ବର୍ଷା, ରାସ୍ତାଘାଟ ବନ୍ୟାରେ ଉବୁଟୁବୁ, ଭିଡିଓ ଭାଇରାଲ…

ଦୁବାଇ,୧୮।୧୧ : ମରୁଭୂମିରେ ବନ୍ୟା ଆସିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ଏବେ ରାସ୍ତାଘାଟ ବନ୍ୟା ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଜଳ ନିଷ୍କାସନ…

ଖନନ ସମୟରେ ମହେଞ୍ଜୋଦାରୋରୁ ମିଳିଲା ମୂଲ୍ୟବାନ ମୁଦ୍ରା , ଦେଖି ହେବେ ତାଜୁବ

ସିନ୍ଧୁ,୧୮।୧୧: ବିଶ୍ୱରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଅନନ୍ୟ ସିନ୍ଧୁ ଘାଟି। ସିନ୍ଧୁ ଘାଟିର ବିଶ୍ୱ ଐତିହ୍ୟ ସ୍ଥଳ ମହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ବା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି । ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri