ଅନ୍ତର୍ଜାତୀୟ

ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ୍‌ କଲା ଇସ୍ରାଏଲ

ଜେରୁଜେଲମ,୨୪।୧୦: ହମାସ ସହିତ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ ଦ୍ୱାରା ହମାସକୁ କ୍ଷତି ପହଞ୍ଚାଉଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ହମାସର ୪୦୦ରୁ ଅଧିକ ସ୍ଥାନ ଉପରେ ଇସ୍ରାଏଲ ପ୍ରତିରକ୍ଷା…

ଇସ୍ରାଏଲକୁ ସତର୍କ କରାଇଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ୱାଶିଂଟନ,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଦିନକୁ ଦିନ ଜଟିଲ ହେବାରେ ଲାଗିଛି। ଅନ୍ୟପକ୍ଷେ ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ଅନେଇ ବସିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରିଛନ୍ତି। ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପର ସମ୍ଭାବ୍ୟ…

ପୁଟିନ୍‌ଙ୍କୁ ହୃଦ୍‌ଘାତ: ତଳେ ପଡ଼ିଯିବାରୁ ହସ୍ପିଟାଲରେ ଭର୍ତ୍ତି

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ…

ପୁଟିନଙ୍କୁ ହୃଦଘାତ!

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ହୃଦଘାତର ଶିକାର ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଘରର ଚଟାଣରେ ପଡିଯାଇଥିବା କୁହାଯାଉଛି। ଏକ ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ ରବିବାର ସାରେ ପୁଟିନ ତାଙ୍କ ଶୋଇବା ଘରେ ଥିବାବେଳେ…

ଇସ୍ରାଏଲର ଆକ୍ରମଣରେ ମୃତ୍ୟୁର ଭୟ, ପରିଚୟ ପାଇଁ ହାତରେ ନାଁ ଲେଖୁଛନ୍ତି ପାଲେଷ୍ଟାଇନ ପିଲା, ଭିଡିଓ ଭାଇରାଲ

ଜେରୁଜେଲମ,୨୪।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ ପାଇଁ ଅସୁବିଧା ବଢାଇ ଦେଇଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ଏହି ସମୟରେ, ଗାଜାରୁ ଏପରି କିଛି…

ଇନ୍ଧନ ଅଭାବ ଯୋଗୁ ବିମାନ ଉଡାଣ ରଦ୍ଦ

ଇସଲାମାବାଦ,୨୪।୧୦: ପାକିସ୍ତାନ କେବଳ ଖାଦ୍ୟ ସଙ୍କଟ ଦେଇ ଗତି କରୁନାହିଁ ବରଂ ବର୍ତ୍ତମାନ ଇନ୍ଧନ ଅଭାବ ହେତୁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏପରି ରକେଟ ବେଗରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି ଯାହା କେବଳ ସାଧାରଣ ଲୋକ ନୁହେଁ, ବିମାନ କମ୍ପାନୀଗୁଡିକ…

ଦୁଇ ଇସ୍ରାଏଲ ମହିଳାଙ୍କୁ ମୁକ୍ତ କଲା ହମାସ

ତେଲ ଆଭିବ,୨୪।୧୦: ହମାସ ଆତଙ୍କବାଦୀ ସଙ୍ଗଠନ ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି। ଏମାନଙ୍କୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ବନ୍ଦୀ କରି ନେଇଥିଲେ। ଇସ୍ରାଏଲର ସାମରିକ ମୁଖପାତ୍ର ସୋମବାର ଏକ ବିବୃତ୍ତିରେ…

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା: ୨୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ଢାକା,୨୪।୧୦: ବାଂଲାଦେଶର ଉତ୍ତର-ପୂର୍ବ କିଶୋରଗଞ୍ଜ ଜିଲାରେ ଏକ ମାଲବାହୀ ଏବଂ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୨୦କୁ ବୃଦ୍ଧିପାଇଛି। ଦୁର୍ଘଟଣାରେ ଶତାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା…

ଆମେରିକା ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ଚାଇନା

ଓ୍ବାଶିଂଟନ,୨୪।୧୦: ଗତ କିଛି ବର୍ଷ ହେଲା ଆମେରିକା ଏବଂ ଚାଇନା ଧ୍ୟରେ ବାଣିଜି୍ୟ ସମ୍ପର୍କ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଉଭୟ ଦେଶର ସରକାର ସମ୍ପର୍କରେ ଜମା ହୋଇଥିବା ବରଫ ତରଳାଇବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାର ବୈଦେଶିକ…

ନେତାନ୍ୟାହୁଙ୍କୁ ଧମକ ଦେଲେ ବାରାକ ଓବାମା

ଓ୍ବାଶିଂଟନ,୨୪।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଏବଂ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ…

ହସ୍ପିଟାଲରେ ଭୟଙ୍କର ଇନ୍ଧନ ଅଭାବ: ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କଲେ ଡାକ୍ତର

ଗାଜା,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗିପଡିଛି। ଏଭଳିସ୍ଥିତିରେ ଗାଜାର ହସ୍ପିଟାଲଗୁଡିକରେ ଇନ୍ଧନ ଯୋଗାଣ ହ୍ରାସ ପାଇଛି। ଫଳରେ ହସ୍ପିଟାଲରେ ଥିବା ଜେନେରେଟରଗୁଡିକରେ ସ୍ବଳ୍ପ…

ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ, ଲଢିପାରିବେ ନାହିଁ ନିର୍ବାଚନ

ଇସଲାମାବାଦ,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅସୁବିଧା ଶେଷ ହେବାର କୌଣସି ସଙ୍କେତ ଦେଉନାହିଁ। ସୋମବାର ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର କୋର୍ଟରୁ ଝଟକା ଲାଗିଛି। ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri