ଯୁଦ୍ଧବିରତି ପାଇଁ ରାଜି ନୁହେଁ ନେତାନ୍ୟାହୁ, କହିଲେ ଏହା ଆତ୍ମସମର୍ପଣ ଭଳି କଥା ହେବ
ଜେରୁଜେଲମ,୩୧।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଯୁଦ୍ଧବିରତି ଉଲ୍ଲଂଘନ ସମ୍ପର୍କରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।…
ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ
ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ। ଏକ୍ସପ୍ରେସ…
ଏଣିକି ନୂଆ ଉପାୟରେ ହମାସଙ୍କ ଉପରେ ଆକ୍ରମଣ କରିବ ଇସ୍ରାଏଲ୍: ଜାଣନ୍ତୁ କ’ଣ ରହିଛି ଯୋଜନା
ଜେରୁଜେଲମ୍,୩୦।୧।୦: ହମାସ ସହ ଇସ୍ରାଏଲର ସଂଘର୍ଷ ଇତି ମଧ୍ୟରେ ୨୧ ଦିନ ବିତି ଯାଇଛି। ଏହି କ୍ରମରେ ଇସ୍ରାଏଲ ହମାସଙ୍କ ଉପରେ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତି କରିଛି। ଏପରିକି ଇସ୍ରାଏଲ ତାର ସୃଜନଶୀଳ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ…
ପଗଡ଼ି ଆତଙ୍କବାଦୀଙ୍କ ପ୍ରତୀକ ନୁହେଁ, କାହିଁକି ଏମିତି କହିଲେ ନ୍ୟୁୟର୍କ ମେୟର
ନ୍ୟୁୟର୍କ,୩୦।୧୦:ନିକଟରେ ଆମେରିକାରେ ଶିଖ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ହିଂସ୍ରକ ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମ୍ସ। ଶିଖ ପଗଡ଼ିର ଅର୍ଥ ଆତଙ୍କବାଦ ନୁହେଁ, ବରଂ ଆସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି। ନ୍ୟୁୟର୍କରେ ଅକ୍ଟୋବର ୧୫ରେ ୧୯…
ଇସ୍ରାଏଲ ସେନାର ଆଖିବୁଜା ଆକ୍ରମଣ, ୩ହଜାର ୩ଶହ ଶିଶୁଙ୍କର ମୃତ୍ୟୁ ହୋଇଥିବା କରାଯାଉଛି ଦାବି
ଜେରୁଜେଲମ,୩୦।୧୦: ସୋମବାର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୨୩ ତମ ଦିବସ। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ହମାସ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷରେ ଲେବାନାନର ଉଗ୍ରବାଦୀ ସଂଗଠନ ହିଜବୁଲ ବିରୋଧରେ ମଧ୍ୟ ଜୋରଦାର ଏୟାର ଷ୍ଟ୍ରାଇକ ଚାଲିଛି। ଗାଜାର ଜନସଂଖ୍ୟା ୨.୩…
ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…
ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ ପଳାନ୍ତି। କିନ୍ତୁ ଯେତେବେଳେ ଏକ ମାଙ୍କଡ଼ ମଣିଷ ପିଲାକୁ ନେଇଯାଏ ସେତେବେଳେ ଏହା…
‘ଆପଣଙ୍କ ପଗଡିର ଅର୍ଥ ଆତଙ୍କବାଦ ନୁହେଁ’, ଶିଖଙ୍କୁ ଏମିତି କହିଲେ ନ୍ୟୁୟର୍କ ମେୟର
ଓ୍ବାଶିଂଟନ,୩୦।୧୦: ଆମେରିକାର ନ୍ୟୁୟର୍କ ସିଟି ମେୟର ଏରିକ ଆଡମ୍ସ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣ ତଥା ଘୃଣ୍ୟ ଅପରାଧକୁ ଦେଶ ଉପରେ ଏକ ଦାଗ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଶିଖ ପଗଡି ଆତଙ୍କବାଦର ଅର୍ଥ ନୁହେଁ…
ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…
କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ନ୍ୟୁ ସାଉଥ ୱେଲ୍ସର କୋସିସିସ୍କୋ ଜାତୀୟ ଉଦ୍ୟାନରେ ବାୟୁସେନା ଦ୍ୱାରା ବନ୍ୟ ଘୋଡାମାନଙ୍କୁ…
ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍ଦାର୍
ଜେରୁଜେଲମ୍,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ ଅଧିକ…
ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…
ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…
ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…
ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ ଅଞ୍ଚଳରେ ରବିବାର ସକାଳେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା…
ଜାତିସଂଘ ସହାୟତା ଗୋଦାମରୁ ଲୁଟ୍
ଡେଇର୍ ଅଲ୍ ବାଲାହ(ଗାଜା ଷ୍ଟ୍ରିପ୍),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍ପାଟ୍ କରିଛନ୍ତି। ସେମାନେ ଗୋଦାମରୁ ଅଟା ଓ ମୌଳିକ ସ୍ବାସ୍ଥ୍ୟସେବା ସାମଗ୍ରୀ ନେଇଯାଇଛନ୍ତି। ୩ ସପ୍ତାହ ଧରି ଚାଲିଥିବା ଆକ୍ରମଣ…
Archives


