କେତେ ବନ୍ଧକ ଜୀବିତ ତାହା ଅଜଣା, ହମାସର ମନ୍ତବ୍ୟ ନେଇ ଭୟଭୀତ ଲୋକେ…
ଜେରୁଜେଲମ,୨।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ-ହମାସ ଯୁଦ୍ଧ ଏବେ ଚରମ ସ୍ଥିତିରେ ରହିଛି। ଇସ୍ରାଏଲ ପୁଣିଥରେ ନିଜର ସାମରିକ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ହମାସ ଏକ ଭୟଭୀତ କଲାଭଳି ବିବୃତ୍ତି ଦେଇ କହିଛି ଗାଜା ଅଞ୍ଚଳରେ କେତେ ଜଣ…
ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ…
ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ…
ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଇସଲାମାବାଦ,୨।୧୨ : ପାକିସ୍ତାନର ପଞ୍ଜାବର ସାଦିକାବାଦର ଅହମ୍ମଦପୁର ଲୁମ୍ମା ସହରର ଏକ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ଏହାକୁ ମଦ୍ରାସାରେ ପରିଣତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି। ଭାଇରାଲ…
ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…
ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ ବିକାଶ…
ଇମ୍ରାନଙ୍କ ପରିବର୍ତ୍ତେ ପିଟିଆଇ ଅଧ୍ୟକ୍ଷ ହେଲେ ଗୋହର ଅଲ୍ଲୀ ଖାନ୍
ଇସଲାମବାଦ,୨।୧୨: ପାକିସ୍ତାନ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଜେଲରେ କଏଦ ଥିବା ଇମ୍ରାନ ଖାନଙ୍କ ବଦଳରେ ବାରିଷ୍ଟର ଗୋହର ଅଲ୍ଲୀ ଖାନଙ୍କୁ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ନିର୍ବିରୋଧ ଭାବରେ ଏହି ପଦ ପାଇଁ…
ଗାଜାରେ ଆକ୍ରମଣ ପାଇଁ ଏଆଇର କରାଯାଉଛି ବ୍ୟବହାର
ଜେରୁଜେଲମ,୨।୧୨: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ୬ଦିନିଆ ଅସ୍ତ୍ରବିରତି ସମାପ୍ତ ହେବା ପରେ ଗାଜା ଅଞ୍ଚଳରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୪ହଜାରରୁ ଅଧିକ…
ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି, ପିଲାଙ୍କ ଠାରେ ରହସ୍ୟମୟ ରୋଗ ବ୍ୟାପିବା ପରେ ଆମେରିକାରେ ଉଠିଲା ଦାବି
ଓ୍ବାଶିଂଟନ୍,୨।୧୨: ଚାଇନାରେ ପିଲାମାନଙ୍କ ଠାରେ ଏକ ଅଜ୍ଞାତ ଶ୍ୱାସକ୍ରିୟା ରୋଗ ଏବଂ ନିମୋନିଆ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢାଇଦେଇଛି। ବର୍ତ୍ତମାନ ଆମେରିକାର ପାଞ୍ଚଜଣ ଆଇନଜୀବୀ ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ, ରିପବ୍ଲିକାନ…
ପୁଣି ଯୁଦ୍ଧ: ଶତାଧିକ ନିହତ
ଗାଜା ସିଟି/ତେଲ୍ ଆଭିଭ୍,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍ରେ ହମାସ୍ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି…
ଅଧିକାରୀଙ୍କୁ ବହିଷ୍କାରକଲା ପାରାଗୁଏ
ଅସୁନସିଓନ୍,୨ା୧୨: ଭଣ୍ଡ ବାବା ନିତ୍ୟାନନ୍ଦଙ୍କ କାଳ୍ପନିକ ସାମ୍ରାଜ୍ୟ କୈଲାସା ସହ ଏକ ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିବା ଅଭିଯୋଗରେ ପାରାଗୁଏ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛି। ଅର୍ନାଲ୍ଡୋ ଚାମୋରୋ ପାରାଗୁଏ କୃଷିମନ୍ତ୍ରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିଲେ।…
ଫୋବର୍ସ ୩୦ ଅଣ୍ଡର ୩୦ ତାଲିକାରେ ଆମେରିକୀୟ ଟିକ୍ ଟକର୍
ଓ୍ବାଶିଂଟନ୍, ୨ା୧୨: ଫୋବର୍ସ ମାଗାଜିନ୍ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍ ବୟସର ଜଣ…
କପ୍୩୩ ପାଇଁ ଭାରତ ପ୍ରସ୍ତୁତ
ଦୁବାଇ/ନୂଆଦିଲ୍ଲୀ,୨ା୧୨: ୨୦୨୮ରେ ଜାତିସଂଘର ଜଳବାୟୁ ସମ୍ମିଳନୀ କପ୍୩୩ ଭାରତରେ ଆୟୋଜନ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି। ଦୁବାଇର ଏକ୍ସପୋ ସିଟିରେ ଚାଲିଥିବା ଜାତିସଂଘର ୨୮ତମ ଜଳବାୟୁ ପରବର୍ତ୍ତନ ସମ୍ମିଳନୀ କପ୍୨୮ରେ ଯୋଗଦେଇ ସେ ଉପରୋକ୍ତ ବିବୃତି…
୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…
ଓ୍ବାଶିଂଟନ୍,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି। ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ…
Archives


