ଆଫଗାନୀଙ୍କ ପାଇଁ ତୋରଖମ ସୀମା ବନ୍ଦ କଲା ପାକିସ୍ତାନ…
ଇସଲାମାବାଦ,୪।୧୨ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ତୋରଖମ ସୀମା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ବିନା ପାସପୋର୍ଟ ଏବଂ ବିନା ଲାଗି ବନ୍ଦ ହୋଇଯାଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଫଗାନିସ୍ତାନର…
ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…
ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି। ସୋମବାର ଚାଇନା ସୈନ୍ୟବାହିନୀ…
ଇରାନ ଆତଙ୍କବାଦୀଙ୍କୁ ଚେତାବନୀ ଦେଲା ଇସ୍ରାଏଲ, ସାଇବର ଆକ୍ରମଣକୁ ନେଇ ଜାରି କଲା ରିପୋର୍ଟ
ତେଲ ଆଭିବ,୩।୧୨: ଇରାନର ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ଦେଶରେ ଶିଳ୍ପ ନିୟନ୍ତ୍ରକଙ୍କ ବିରୋଧରେ ସାଇବର ଆକ୍ରମଣରେ ଲିପ୍ତ ଅଛନ୍ତି। ଏଥିମଧ୍ୟରୁ କେତେକ ଆମେରିକୀୟ ଜଳ କ୍ଷେତ୍ରରେ ମଧ୍ୟ ଅଛନ୍ତି। ଇସ୍ରାଏଲ ଏ ସମ୍ପର୍କରେ ଇରାନକୁ ଚେତାବନୀ ଦେଇଛି। ରବିବାର ପ୍ରକାଶିତ ଏକ…
ଦୁର୍ନୀତି ମାମଲାରେ ଫସିଲେ ପରଭେଜ ଏବଂ ତାଙ୍କ ପୁଅ
ଇସଲାମାବାଦ,୩ା୧୨: ଦୁର୍ନୀତି ମାମଲାରେ ଫସିଥିବା ପିଟିଆଇ ଅଧ୍ୟକ୍ଷ ପରଭେଜ ଇଲାହି ଏବଂ ତାଙ୍କ ପୁଅ ମୁନ୍ସୀଙ୍କ ନାମରେ ମାମଲା ପଞ୍ଜୀକରଣ କରାଯାଇଛି। ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ପିଟିଆଇ ଅଧ୍ୟକ୍ଷ ପରଭେଜ ଏବଂ ତାଙ୍କ ପୁଅଙ୍କ ବିରୋଧରେ ମାମଲା ଦାୟର କରିଛି।…
ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…
ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ…
ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…
ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କଲରାଡୋ ପାର୍ଟି ନେତା ୱାଲ୍ଟର ହରମସ ଏବଂ…
ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ
ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି…
ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ
ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍ ଶନିବାର ଉଦ୍ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ରାଷ୍ଟ୍ର ବିଶେଷକରି ବିପଜ୍ଜନକ ପାର୍ବତ୍ୟାଞ୍ଚଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ବାର୍ଷିକ ଜଳବାୟୁ ଆଲୋଚନାରେ ଗୁରୁତ୍ୱ…
ଗ୍ଲୋବାଲ ୱାର୍ମିଂକୁ ନେଇ ଜାତିସଂଘର ବଡ ଚେତାବନୀ, ”ନିୟନ୍ତ୍ରଣରେ ନକଲେ, ବିପର୍ଯ୍ୟୟ ନିଶ୍ଚିତ”
ନୂଆଦିଲ୍ଲୀ,୨ା୧୨: ଦୁବାଇରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଉପରେ ବିଶ୍ୱର ଅନେକ ଦେଶର ବୈଠକରେ ମିଳିତ ଜାତିସଂଘ ହିମାଳୟ ଅଞ୍ଚଳରେ ସମ୍ଭାବ୍ୟ ବିପର୍ଯ୍ୟୟର ଏକ ବଡ଼ ଚେତାବନୀ ଦେଇଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ”ଏଠାରେ…
ପୋଲିସ ୟୁନିଫର୍ମରେ ଆସି ଟଙ୍କା ସୁନା ଗହଣା ଲୁଟି ନେଲେ ଚୋର…
ଇସଲାମାବାଦ,୨।୧୨ : ପୋଲିସ ୟୁନିଫର୍ମ ପିନ୍ଧିଥିବା ଚୋର ପାକିସ୍ତାନର କରାଚି ସହରର ଗୁଲଶାନ-ଇ-ମାୟମାର ଅଞ୍ଚଳରେ ଅନେକ ଘର ଲୁଟି ନେଇଛନ୍ତି। ଲାହୋରର ଗୁରୁ ନାନକ ପ୍ରକାଶ ପର୍ବରେ ଯୋଗଦେବାକୁ ଯାଇଥିବା ଭାରତୀୟ ଶିଖ କାନୱାଲ ଜିତ ସିଂ ଏବଂ ତାଙ୍କ ପରିବାର…
ଫିଲିପାଇନ୍ସରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଜାରି ହେଲା ସୁନାମି ଚେତାବନୀ
ନୂଆଦିଲ୍ଲୀ,୨।୧୨: ଫିଲିପାଇନ୍ସର ମାଇଣ୍ଡାନାଓରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ପ୍ରଭାବ ଦେଖି ଆମେରିକା ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି। ଗତ ମାସ ଆରମ୍ଭରେ ମଧ୍ୟ ଦକ୍ଷିଣ ଫିଲିପାଇନ୍ସରେ ୬.୭ ତୀବ୍ରତାର ଏକ ଭୂକମ୍ପରେ ଆଠ…
ହମାସ ନେତାଙ୍କୁ ଖୋଜି ଖୋଜି ମାରିବାକୁ ନିର୍ଦ୍ଦେଶ ଦେଲେ ବେଞ୍ଜାମିନ ନେତାନ୍ୟାହୁ
ନୂଆଦିଲ୍ଲୀ,୨।୧୨: ଇସ୍ରାଏଲ-ହାମାସ ଯୁଦ୍ଧର ଦୁଇ ମାସ ପାଖେଇ ଆସୁଥିବା ବେଳେ ଦେଶର ଗୁଇନ୍ଦା ସଂସ୍ଥାଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଅନ୍ତର୍ଜାତୀୟ ଚାପରେ ଯୁଦ୍ଧରେ ବିରାମ ଲାଗିଥିବା ବେଳେ କେବଳ ଗାଜା ଷ୍ଟ୍ରିପ୍ ସମେତ ସମଗ୍ର ବିଶ୍ୱରେ…
Archives


