ଅନ୍ତର୍ଜାତୀୟ

ସମାନତା ଆଧାରରେ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ: ଜାତିସଂଘ ମୁଖ୍ୟ ଗୁଟେରସ…

ଜେନେଭା,୨୦।୯ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିଶ୍ୱର ସମାନତା ଏବଂ ପ୍ରାସଙ୍ଗିକତା ଉପରେ ଆଧାର କରି ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ୧୫ ସଦସ୍ୟ ବିଶିଷ୍ଟ ସଂସ୍ଥା ୧୯୪୫ର...

ଖଲିସ୍ତାନୀ ନେତା ହତ୍ୟା ମାମଲା: ଭାରତକୁ ନିନ୍ଦା କରିବାକୁ ଅନେକ ଦେଶକୁ ଦାବି କରିଥିଲା କାନାଡା, ରିପୋର୍ଟରେ ଖୁଲାସା

ଓଟାଓ୍ବା,୨୦।୯: ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅଭିଯୋଗ କରିବାର କିଛି...

ପାକିସ୍ତାନର ପର୍ଦ୍ଦାଫାଶ: ମାନବ ଅଧିକାରର ଉଲ୍ଲଂଘନ ଅଭିଯୋଗ…

ଜେନେଭା,୨୦।୯: ଆମଷ୍ଟରଡାମ ସ୍ଥିତ ଇଏଫଏସଏଏସ ଥିଙ୍କ ଟ୍ୟାଙ୍କର ଅନୁସନ୍ଧାନକାରୀ ବିଶ୍ଳେଷକ ମାଇକେଲା ମୁଟୋଭସିଭ ପାକିସ୍ତାନୀ ସେନା ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ତଥା ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର ୫୪ ତମ ଅଧିବେଶନର ‘ୱର୍କିଂ ଗ୍ରୁପ...

ରୁଷିଆ ବିରୋଧରେ ନରସଂହାର ଅଭିଯୋଗ ଆଣିଲେ ଜେଲେନସ୍କି…

କିଭ, ୨୦।୯: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ଆକ୍ରମଣକାରୀ ଏବଂ ୟୁକ୍ରେନରେ ଜନଶୁଣାଣି କରିଥିବା ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୮ ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଜେଲେନସ୍କି ଶାନ୍ତି ଯୋଜନା ପ୍ରସ୍ତାବ ଦେଇଥିଲେ।...

ଭାରତ-କାନାଡା ସମ୍ପର୍କକୁ ନେଇ ଚିନ୍ତିତ ବାଇଡେନ

ଓ୍ବାଶିଂଟନ୍‌,୨୦।୯: ଭାରତ ଏବଂ କାନାଡା ମଧ୍ୟରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ତିକ୍ତତା ବଢୁଛି। କାନାଡାର ଅଭିଯୋଗ ପରେ ଭାରତ ପଦକ୍ଷେପ ନେଇ କାନାଡା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ଆମେରିକା...

ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କଲା ଆଜରବୈଜାନ, ସାମରିକ ଆକ୍ରମଣରେ ୨୫ ମୃତ

ବାକୁ,୨୦।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆଜରବୈଜାନ ପୁଣି ଆର୍ମେନିଆ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆଜରବୈଜାନ ମଙ୍ଗଳବାର ଆର୍ମେନିଆ ନିୟନ୍ତ୍ରିତ କରାବାଖ ଉପରେ ଆକ୍ରମଣ କରିଛି। ଫଳରେ...

କାନାଡା-ଭାରତ ବିବାଦରେ ବ୍ରିଟେନର ଏଣ୍ଟ୍ରି, ବୈଦେଶିକ ମନ୍ତ୍ରୀ କହିଲେ, ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ୍‌

ଲଣ୍ଡନ,୨୦।୯: ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲି କାନାଡା-ଭାରତ ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଦେଶ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ୍‌। ଖାଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ସଂପର୍କରେ ବ୍ରିଟେନ...

ନ୍ୟୁଜିଲାଣ୍ଡରେ ୫.୬ ତୀବ୍ରତାର ଭୂକମ୍ପ

ଓ୍ବିଲିଂଟନ୍‌,୨୦।୯: ନ୍ୟୁଜିଲାଣ୍ଡରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ, ଭୂକମ୍ପରେ କୌଣସି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଆମେରିକାର...

ପାକିସ୍ତାନ ଭିକ ମାଗୁଛି, ଭାରତ ଚନ୍ଦ୍ରରେ

ଲାହୋର,୨୦।୯: ପାକିସ୍ତାନ ସାରା ବିଶ୍ୱରେ ବୁଲି ବୁଲି ସହାୟତା ପାଇଁ ହାତ ପତାଉଥିବାବେଳେ ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ସହ ଜି୨୦ ସମ୍ମିଳନୀ ଆୟୋଜନ କରିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ କହିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି ପାଇଁ...

ଚାଇନାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ବହିଷ୍କୃତ

ବେଜିଂ,୨୦ା୯: ଚାଇନାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି। ସେ ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ଥିବାବେଳେ ସେଠାରେ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଏକ ପିଲାର ବାପା ହୋଇଥିବା ତଦନ୍ତରୁ ଜଣାପଡ଼ିବା...

ଖୁବ୍‌ଶୀଘ୍ର ଦେୟଯୁକ୍ତ ହେବ ‘ଏକ୍ସ’

ଓ୍ବାଶିଂଟନ,୨୦୯: ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ‘ଏକ୍ସ’ (ପୂର୍ବର ଟୁଇଟର) ଖୁବ୍‌ଶୀଘ୍ର ଏହାର ସମସ୍ତ ବ୍ୟବହାରକାରୀମାନଙ୍କ ପାଇଁ ପେଡ୍‌ ସାଇଟ୍‌ ହେବାକୁ ଯାଉଛି। ଅର୍ଥାତ୍‌ ୟୁଜରମାନଙ୍କୁ ଏଥିପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି ଏହାର ମାଲିକ ଏଲନ୍‌ ମସ୍କ ନିକଟରେ ସୂଚନା...

ଭାରତ ସହ ବିବାଦ ମଧ୍ୟରେ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଓଟାଓ୍ବା/ନୂଆଦିଲ୍ଲୀ,୨୦।୯: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କାନାଡା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜମ୍ମୁ-କଶ୍ମୀର ଯାତ୍ରା ନ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri